Skip to content

ପୁରୁଣା ପ୍ରେମିକା ସହ ଖେଳ – 3 | Odia Jouna Gapa

🔥 Odia Jouna Gapa (134) : ସକାଳୁ ପରିସ୍ଥିତି ଦେଖି ଆସିବି l ସ୍ୱରୂପ ବାବୁ ତ ଅଛନ୍ତି ନହେଲେ କୋଉ ଗୋଟେ ପିଅନକୁ ପଠେଇଥାନ୍ତି ରାତିରେ ଘରକୁ ଆସି ଜଗିବା ପାଇଁ l ଏହାକହି ସେ ତରତରରେ ପୋଷାକ ପିନ୍ଧି ଚାଲିଗଲେ l ସେଠି ପହଂଚି ଖବର ଦେଲେ ଯେ ପରିସ୍ଥିତି ଟିକିଏ ଟେନ୍ସ ଅଛି ତେଣୁ ରାତିରେ ଆଉ ଆସିବେନି l ମୁଁ ତାଙ୍କ ଡ୍ରଇଂ ରୁମରେ ବସି TV ଦେଖୁଥିଲି l ସୁପ୍ରିୟା ତା କାମସାରି ଆସି ମୋ ପାଖରେ ବସିଲା l ଗୋଟିଏ ଫିକା ବ୍ଲୁ କଲରର ସ୍ଲିଭଲେସ ନାଇଟିଟେ ପିନ୍ଧିଥିଲା ଆଉ ଖୁବ ସେକ୍ସି ଦିଶୁଥିଲା l ମୁଁ ତାକୁ ଦେଖି ଟିକେ ହସିଦେଲି l ସେ ବି ହସିଦେଇ କହିଲା ସ୍ୱରୂପ ତୁମେ ଆସି ମୋତେ ଭୁବନେଶ୍ୱର ନେବ ଏଇ ଆଶା ମୋର ଜମାରୁ ନଥିଲା l ମୁଁ ପଚାରିଲି କାହିଁକି ନଥିଲା l ସେ ଟିକିଏ ଗମ୍ଭୀର ହୋଇ କହିଲା, ମୁଁ ଜାଣିଛି ମୋ ବାହାଘର ଠିକ ହେଲାପରେ ତୁମେ ମୋତେ ଆଭୋଏଡ଼ କରୁଛ l

ପୁରୁଣା ପ୍ରେମିକା ସହ ଖେଳ – 2 | Odia Jouna Gapa

ମୋ ସହ କଥା ହେଉନ କି ମୋ ପାଖକୁ ଆସୁନ l ମୁଁ କିଛି ନ କହି ଚୁପଚାପ ବସିଥିଲି l ସେ କହିଲା,ମୁଁ କଣ ଭୁଲ କରିଛି ଯେ ତୁମେ ମୋତେ ଆଭୋଏଡ଼ କରୁଛ l ସେ ପୁଣି କହିଲା ଜାଣିଛ ସ୍ୱରୂପ ତୁମେ ମୋର ସବୁଠୁ ବେଷ୍ଟ ଫ୍ରେଣ୍ଡ ଥିଲ ଆଉ ତୁମ ସହ ହିଁ ମୁଁ ଖୋଲାଖୋଲି କଥା ହୋଇପାରୁଥିଲି l ଯୋ କଥା କାହାକୁ କହି ପାରୁନଥିଲି ତାହା ତୁମକୁ ହିଁ କହିପାରୁଥିଲି l ଆଉ ତୁମେ ମୋତେ ମୋର ବିନା ଦୋଷରେ ଆଭୋଏଡ଼ କଲା ପରେ ମୋତେ ଯେ କେତେ କଷ୍ଟ ଲାଗିଛି ସେକଥା ମୁଁ ହିଁ ଜାଣିଛି l ଏ ସବୁ ଶୁଣି ମୁଁ ବି ଆଉ ଚୁପ ରହିପାରିଲିନି, କହିଲି ଆରେ ସୁପ୍ରିୟା ତୋତେ ଗୋଟେ କଥା କହିବି ପ୍ଲିଜ଼ କିଛି ବି ଭୁଲ ବୁଝିବୁନି l ସେ କହିଲା କହୁନ, ମୁଁ ଜମାରୁ ଭୁଲ ବୁଝିବିନି l ମୁଁ କହିଲି, ସୁପ୍ରିୟା ତୁ ବି ମୋର ସବୁଠୁ ବେଷ୍ଟ ଫ୍ରେଣ୍ଡ ଥିଲୁ ଆଉ ବେଷ୍ଟ ଫ୍ରେଣ୍ଡରୁ ତୋତେ ମୁଁ ଯେ କେତେବେଳେ ଭଲପାଇ ବସିଲି ସେକଥା ମୁଁ ଜାଣିପାରିନଥିଲି l ତୋ ସହ ଦିନେ କଥା ନହେଲେ ବା ନ ଦେଖିଲେ ରାତିରେ ନିଦ ହେଉନଥିଲା l ତୋତେ ମୋ ଜୀବନସାଥୀ କରିବି ବୋଲି ମନେ ମନେ ସ୍ଥିର କରିଦେଇଥିଲି l ଆଉ ତୋ ପାଇଁ ମନେ ମନେ କେତେଯେ ସ୍ବପ୍ନ ଦେଖିଛି ସେକଥା ତୁ ଜାଣିପାରିବୁନି l ଭାବିଥିଲି ଗୋଟେ ଜବ ମିଳିବା ପରେ ତୋତେ ପ୍ରପୋଜ କରିବି, କିନ୍ତୁ ପରିସ୍ଥିତି ଏମିତି ହେବ ବୋଲି ଜମାରୁ ଭାବିପାରିନଥିଲି l 🔥 Odia Jouna Gapa (134), Odia Sex Stories.

ଏତିକି କହିଲା ବେଳକୁ ମୋ କଣ୍ଠ ଲାଗିଯାଇଥିଲା ଆଉ ଆଖି ଛଳଛଳ ହୋଇ ଯାଇଥିଲା l ଦେଖିଲି ସୁପ୍ରିୟାର ବି ଆଖି ଛଳଛଳ ହୋଇ ତା ଆଖିରୁ ଲୁହ ବୋହିଲାଣି l ମୁଁ ଆଉ ସମ୍ଭାଳି ନପାରି ସୁପ୍ରିୟାର ହାତ ଧରି ତାକୁ ମୋ ଆଡକୁ ଟାଣି ଆଣିଲି ଆଉ ତା ମଥାକୁ ମୋ ଛାତିରେ ଜାକି ଧରିଲି l ସେ ମୋ ଛାତିରେ ମଥା ରଖି କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା ତା ବଡ ବଡ ଦୁଧ ଦୁଇଟି ମୋ ଛାତିରେ ଚାପି ହେଇଯାଇଥଲେ l କିଛି ସମୟ ପରେ ତା କାନ୍ଦ ବନ୍ଦ ହେଲା ଆଉ ସେ ମୁହଁ ଟେକି ମୋ ଆଡେ ଚାହିଁଲା, କିନ୍ତୁ ମୋ ବାହୁରୁ ଖସିବା ପାଇଁ ଜମାରୁ ଚେଷ୍ଟା କରୁନଥିଲା l ମୁଁ ତାକୁ ସେମିତି ଧରି ରହିଥିଲି, ସେ କହିଲା ମୁଁ ଜାଣିଥିଲି ସ୍ୱରୂପ ତୁମେ ମୋତେ ଭଲ ପାଉଛ ବୋଲି କିନ୍ତୁ ଥରୁଟିଏ ଯଦି ନିଜ ମନ କଥା କହିଦେଇଥାନ୍ତ…. ମୁଁ ଆଉ କିଛି ନ କହି ତା ମୁହଁ ସାରା ଚୁମା ଦେଇ ଚାଲିଲି l ସେ ବି ମୋତେ ବାଧା ନା ଦେଇ ମୋ ଚୁମାର ମଜ଼ା ନେଉଥିଲା l ଆଉ କିଛି ସମୟ ପରେ ମୋତେ ବି ଚୁମା ଦେବାରେ ଲାଗିଲା l ମୁଁ କହିଲି ବାସର ରାତିରେ ତୋ ଓଢଣୀ ଖୋଲିବାର ସ୍ବପ୍ନ କେତେଥର ଦେଖିଛି ତାହା କହିପାରିବିନି l ସେ ମୋ ଠାରୁ ଟିକିଏ ଦୁରେଇ ଯାଇ କହିଲା ହଉ ସ୍ୱରୂପ ତୁମର ସେ ସ୍ବପ୍ନ ଆଜି ମୁଁ ପୂରଣ କରିଦେବି l ଏ ସ୍ବପ୍ନ ମୁଁ ବି ଦେଖିଥିଲି ଆଉ ଆଜି ଦୁହିଁଙ୍କ ସ୍ବପ୍ନ ପୂରଣ ହେବ l ଏହାକହି ସେ ଉଠି ଚାଲିଗଲା ତା ରୁମକୁ ଗଲାବେଳକୁ କହିଲା ମୁଁ ନା ଡାକିଲା ଯାଏଁ ଆସିବନି ମୁଁ ଯେତେବେଳେ ଡାକିବି ସେତେବେଳେ ହିଁ ଆସିବ l ମୁଁ ବୋକଙ୍କ ଭଳି ବସି tv ଦେଖିବାରେ ଲାଗିଲି l
ପ୍ରାୟ ଅଧଘଣ୍ଟା tv ଦେଖିଲା ବେଳକୁ ମୁଁ ପୁରା ବୋର ହୋଇଯାଇଥିଲି ଆଉ ସେତେବେଳେ ସୁପ୍ରିୟାର ଡାକ ଶୁଣା ଗଲା, ରୁମ ଭିତରୁ ଡାକିଲା ଆସ ସ୍ୱରୂପ l ମୁଁ tv ବନ୍ଦ କରି ତା ବେଡ଼ ରୁମ ଭିତରକୁ ଗଲି, ସେତେବେଳେ ସେ ରୂମଟିକୁ ଖୁବ ଭଲ ଭାବେ ସଜେଇ ଖଟରେ ବସିଥିଲା l ନିଜେ ଗୋଟେ ଲାଲ କଲରର ଶାଢ଼ୀ ପିନ୍ଧିଥିଲା l ଆଉ ଓଠରେ ହାଲକା ଲିପିସ୍ଟିକ ଲଗେଇ ମୁଣ୍ଡରେ ଓଢଣା ଦେଇ ବସିଥିଲା l ରୁମରେ ଗୋଟେ ହାଲକା ବାସ୍ନାର ରୁମ ସ୍ପ୍ରେ ମାରିଥିଲା l ରୁମ ଭିତରକୁ ଗଲାବେଳକୁ ଗୋଟେ ଅଲଗା ଫିଲିଙ୍ଗ ଆସୁଥିଲା l ମୁଁ ଭାବିପାରୁନଥିଲି ଯେ ଯୋଉ ସୁପ୍ରିୟାକୁ ନେଇ ଏତେ ସ୍ବପ୍ନ ଦେଖିଛି, ସେ ଆଜି ବଧୂ ବେଶରେ ବସି ମୋତେ ଡାକିଛି l ରୁମର କବାଟ ଭିତରୁ ବନ୍ଦ କରି ଆସି ତା ପାଖରେ ବସିଲି l ଖଟ ପାଖରେ ଗୋଟେ ଷ୍ଟୁଲରେ କ୍ଷୀର ଗିଲାସେ ଥୁଆ ହୋଇଛି ଆଉ ମୋ ସ୍ବପ୍ନ ରାଇଜର ରାଣୀ ସୁପ୍ରିୟା ମୋ ଆଡେ ଦେଖି ମୁରୁକି ମୁରୁକି ହସୁଛି l ମୁଁ ବସିବା ପରେ ସେ ମୋତେ କ୍ଷୀର ଗିଲାସ ଆଡକୁ ଇସାରା କଲା l ମୁଁ କ୍ଷୀର ଗିଲାସରୁ ଟିକେ ପିଇ ତାକୁ ବାକିତକ ଦେଇଦେଲି ଆଉ ସେ ମୋ ଅଇଁଠା କ୍ଷୀର ପିଇଦେଲା l
ମୁଁ ଆସି ତାର ଆହୁରି ପାଖରେ ବସିଲି ଆଉ ତା କାନ୍ଧରେ ମୋ ହାତ ଥୋଇଲି l ସେ ଟିକିଏ ଲାଜେଇଗଳା l ତାକୁ ମୋ ପାଖକୁ ଟାଣି ଆଣି ତା ମୁଣ୍ଡରୁ ଓଢଣା କାଢ଼ିଦେଲି l ଆଉ ତା ଗାଲରେ ଗୋଟେ ଚୁମା ଦେଇ କହିଲି ଓଃ ସୁପ୍ରିୟା କି ନରମ ଗାଲ ହେଇଛି ତୋର ଏହି ଗାଲରେ ଚୁମା ଦେବାକୁ କେବେଠୁ ଅପେକ୍ଷା କରିଥିଲି l ସେ ବି ମୋ ଗାଲରେ ଚୁମାଟେ ଦେଇ କହିଲା ଓଃ ସ୍ୱରୂପ ମୁଁ ବି ତୁମର ହେବାକୁ ଚାହିଁ ରହିଥିଲି l ଆଜି ଏ ସୁପ୍ରିୟାକୁ ନିଜର କରିନିଅ l ମୁଁ ତାକୁ ମୋ ବାହୁରେ ନେଇ ତା ମୁହଁ ସାରା ଚୁମାରେ ଓଦା କରିଦେଲି ଆଉ ମୋ ଓଠକୁ ନେଇ ତା ଓଠରେ ଲଗେଇ ଚୁମିବାରେ ଲାଗିଲି l ଦୁହେଁ ଦୁହିଁଙ୍କୁ ଚୁମିବାରେ ଲାଗିଥିଲୁ ଆଉ ମୁଁ ମୋ ଜିଭ ତା ଓଠ ଭିତରେ ପୁରେଇ ତା ଜିଭର ସ୍ୱାଦ ଚାଖୁଥିଲି l ସେ ବି ମୋ କାମରେ ବିନା ଦ୍ବିଧାରେ ମୋତେ ସହଯୋଗ କରୁଥିଲା l ତା ଗାଲକୁ ଧରି ତା ଓଠକୁ ଚୁମୁଥିଲି ଧରେ ଧୀରେ ମୋ ହାତ ତା ବ୍ଲାଉଜ ଉପରେ ରଖି ତା ଦୁଧ ଚିପିଲି l 🔥 Odia Jouna Gapa (134), Odia Sex Stories.

x