Skip to content

ପୁରୁଣା ପ୍ରେମିକା ସହ ଖେଳ – 1 | Odia Jouna Gapa

🔥 Odia Jouna Gapa (132) : ସେଦିନ ସୁନୀଲ ମୋତେ ବାଙ୍ଗାଲୋରରୁ କଲ କରି କହିଲା ଆରେ ସ୍ୱରୂପ ତୋତେ ମାମା କାହିଁକି ଖୋଜୁଛନ୍ତି l ମୁଁ ପଚାରିଲି ଆରେ କିଛି କାମ ଅଛି କି? ସେ କହିଲା, ହଁ ବୋଧେ ଅଛି, ସୁବିଧା ଦେଖି ଘରକୁ ଆସିବୁ l ମୁଁ ସନ୍ଧ୍ୟାବେଳେ ମୋ କାମସାରି ତାଙ୍କ ଘର ଆଡେ ଗଲି l ମୋତେ ଦେଖି ସୁନୀଲର ମା ବସିବାକୁ କହିଲେ ଆଉ ପାଣି ଆଣି ଦେଲେ ପିଇବାକୁ ଓ ମୋ ପାଖରେ ବସିଲେ l ମୁଁ ପଚାରିଲି ମାଉସୀ ସୁନୀଲ କହୁଥିଲା ଯେ ଆପଣ ମୋତେ ଖୋଜୁଛନ୍ତି ବୋଲି l କିଛି କାମ ଥିଲା କି? ସେ କହିଲେ ଆରେ କାଲି ସୁପ୍ରିୟା ଫୋନ କରିଥିଲା , କହୁଥିଲା ଯେ ସେ ଏଠାକୁ କିଛିଦିନ ପାଇଁ ଆସିବ ବୋଲି, କିନ୍ତୁ ଜ୍ୱାଇଁଙ୍କ ସମୟ ହେଉନି, ମଉସା ତ ବାହାରେ ରହନ୍ତି ଯେ ପନ୍ଦର ଦିନ ପରେ ଆସିବେ l ଆଉ ସୁନୀଲର ନୂଆ ଚାକିରୀ ତାକୁ ଏତେଦିନ ବି ଛୁଟି ମିଳିବନି l ତେଣୁ କଣ କହୁଥିଲି କି ତୋର ଯଦି ସମୟ ହେବ ତାହେଲେ ଆମ କାରଟା ନେଇ ଯାଇ ଟିକେ ସୁପ୍ରିୟାକୁ ଆଣି ପାରିବୁ? ମୁଁ କହିଲି ହଉ ମାଉସୀ ମୁଁ ଟିକିଏ ଭାବିକି କହିବି l ଏହା କହି ମୁଁ ଆମ ଘରକୁ ଚାଲି ଆସିଲି l ସୁପ୍ରିୟାକୁ ଆଣିବାକୁ ଯିବାପାଇଁ କହିବାରୁ ମୋ ମନଟା କାହିଁ ଟିକେ ଅସ୍ଥିର ହେବାକୁ ଲାଗିଲା l ସୁପ୍ରିୟାର ବାହାଘର ପରେ ଆଉ ତା ସହିତ ଦେଖା ହେଇନି l ଇଛା ଯେତିକି ହେଉଥିଲା ତାଠାରୁ ଅଧିକ ହେଉନଥିଲା l କଣ କରିବି ଭାବିପାରୁନଥିଲି ।

ପଡିଶା ଘର ରୋଜିକୁ ଶାନ୍ତ କଲି | Odia Sex Stories

ସୁନୀଲ ଘର ଆଉ ଆମ ଘର ଭୁବନେଶ୍ୱର ମଧୁସୂଦନ ନଗରରେ l ଆମ ଘରଠାରୁ ଆଉ ଆଉ ଦୁଇଟି ଘର ପରେ ତାଙ୍କ ଘର l ସୁନୀଲ ଆଉ ମୁଁ କ୍ଲାସମେଟ l ସୁପ୍ରିୟା ସୁନୀଲ ଠାରୁ 3 ବର୍ଷ ଛୋଟ l କିନ୍ତୁ ଆମେ ଗୋଟେ ସ୍କୁଲରେ ପଢୁ l ଆମେ ଦୁଇ ଭାଇ l ମୁଁ ବଡ଼ ଆଉ ମୋ ସାନ ଭାଇ ବର୍ତମାନ ବୁର୍ଲାରେ ମେଡିକାଲ ପଢୁଛି l ସୁନୀଲ ଘର ଆଉ ଆମ ଘର ଭିତରେ ଖୁବ ଭଲ ସମ୍ପର୍କ । ଦୁହିଁଙ୍କ ବାପା ସରକାରୀ ଅଫିସର ଓ ଦୁହେଁ ଭୁବନେଶ୍ୱର ବାହାରେ ଚାକିରୀ କରନ୍ତି l ମଝିରେ ମଝିରେ ଘରକୁ ଆସନ୍ତି l ମୋ ମା ଆଉ ମାଉସୀ ମନେ ସୁନୀଲର ମାଙ୍କ ଭିତରେ ମଧ୍ୟ ଖୁବ ଭଲ ସମ୍ପର୍କ l ପିଲାବେଳୁ ମୋର ସେମାନଙ୍କ ଘରେ ଆଉ ସେମାନଙ୍କ ଆମ ଘରେ ଅବାଧ ପ୍ରବେଶ l ପିଲାଦିନୁ ସାଙ୍ଗ ହୋଇ ପଢିବା ଖେଳିବା ଇତ୍ୟାଦି ଚାଲିଛି l କେତେବେଳେ ଖୁବ ସାଙ୍ଗ ତ କେତେବେଳେ ସାମାନ୍ୟ କଥାରେ ମନାମାଳିନ୍ୟ l ପୁଣି କିଛି ଦିନ ପରେ ମିଳାମିଶା l ଏହିପରି ଭାବରେ ପିଲା ଦିନ କଟିଛି l କେତେବେଳେ ସୁନୀଲ ସହ ଦୋସ୍ତି ତ କେତେବେଳେ ସୁପ୍ରିୟା ସହ l ସ୍କୁଲ ସାରି ଆମେ କଲେଜରେ ପ୍ରବେଶ କଲୁ l ସୁପ୍ରିୟା ବି ବଡ଼ ହେବାରେ ଲାଗିଲା l ଝିଅ ପିଲାଙ୍କ ଦେହରେ ଜବାନି ଜଲଦି ଆସିଯାଏ l ସୁପ୍ରିୟା ବି ସେଥିରୁ ବଡ଼ ଯାଇନି l ତା ଛାତି ଓ ପଛପଟ ବଡ଼ ହେବାରେ ଲାଗିଲା l ଆଉ ସୁପ୍ରିୟା ମୋତେ ଦିନକୁ ଦିନ ଖୁବ ଭଲ ଲାଗୁଥିଲା l ମୁଁ କିଛି ନା କିଛି ବାହାନା କରି ପ୍ରତିଦିନ ସୁନୀଲ ଘରକୁ ଯାଏ ଖାସ ସୁପ୍ରିୟା ସହ ଗପିବାକୁ ଆଉ ତାକୁ ଦେଖିବାକୁ l ସେ ବି ମୋ ବାଟକୁ ଚାହିଁ ରହିଲାପରି ରହିଥଏ ଆଉ ମୋ ସହ ଖୋଲାଖୋଲି ଗପେ l 🔥 Odia Jouna Gapa (132), Odia Sex Stories.

ମୋତେ ଲାଗିଲା ମୁଁ ଯେମିତି ସୁପ୍ରିୟାକୁ ଭଲ ପାଇ ଯାଇଛି l କିନ୍ତୁ କେବେବି ଏ କଥା ତାକୁ ଖୋଲିକି କହିପାରିନି l ମୁଁ ପୁଅ ପିଲାଟେ ହୋଉ ଯେତେବେଳେ କହିପାରିଲିନି ଆଉ ସେ ବା ଝିଅ ପିଲା ହେଇ କେମିତି କହିଥାନ୍ତା l କିନ୍ତୁ ସବୁଦିନ ଆମ ଦେଖା ସାକ୍ଷାତ ହୁଏ ଆଉ ଆମେ ମନ ଖୋଲି ଗପୁ l ଗପିଲା ବେଳେ ମୁଁ ଜାଣିଶୁଣି ସୁପ୍ରିୟାର ଦେହକୁ ଛୁଏଁ l ବେଳେବେଳେ ମୁଁ ମୋ କହୁଣୀରେ ସୁପ୍ରିୟାର ଦୁଧକୁ ଟଚ କରେ l ସୁପ୍ରିୟା ଏ ସାବୁ ଦେଖି ନ ଜାଣିଲା ପରି ରହେ l ସୁପ୍ରିୟା ଏ ସବୁଥିରେ ବାଧା ନ ଦେବାରୁ ମୁଁ ଆହୁରି ଟିକେ ଉତ୍ସାହିତ ହେଇ ଏ ସବୁ କାମରେ ଲାଗିଯାଏ l ଦିନେ ଆମେ କଥାହେଲାବେଳେ ହଠାତ ଲାଇନ ଚାଲିଗଲା l ମୁଁ ସାଙ୍ଗେସାଙ୍ଗେ ମୋ ହାତ ନେଇ ତା ଦୁଧରେ ଘଷିଦେଲି ଆଉ ସୁପ୍ରିୟା ବି କିଛି କହିନଥିଲା l ଏମିତି ଭାବେ ଦିନ କାଟି ଚାଲିଲା, +2 ପରେ ସୁନୀଲ ଇଞ୍ଜିନିଅରିଙ୍ଗ ପାଇ ସରାଙ୍ଗ ଚାଲିଗଲା l ଯଦିଓ ମୁଁ ବି ଗୋଟେ ଭଲ ଛାତ୍ର ଥିଲି, ମୋର କିନ୍ତୁ ସେଇ ମେଡିକାଲ ବା ଇଞ୍ଜିନିଅରିଙ୍ଗ ପଢ଼ିବା ଜମାରୁ ଆଗ୍ରହ ନଥିଲା ତେଣୁ +2 ପରେ ଫିଜିକ୍ସ ରେ +3 ପଢ଼ିଲି ଆଉ ପରେ M Sc ପଢିବା ପାଇଁ ବାଣି ବିହାର ରେ ଆଡ଼ମିସନ ନେଲି l ଭାବୁଥିଲି M Sc ପରେ କିଛି ଗୋଟେ ଜବ କରିବି ଆଉ ସୁପ୍ରିୟାକୁ ପ୍ରପୋଜ କରିବି l କିନ୍ତୁ M Sc ପରେ ବି ସାଙ୍ଗେସାଙ୍ଗେ କିଛି ଚାକିରୀ ମିଳିଲାନି l ତେଣୁ ବାଧ୍ୟ ହୋଇ M Phil ରେ ଆଡ଼ମିସନ ନେଲି ଓ ଜବ ପାଇଁ ମୁଁ ଆପ୍ଲାଇ କରି ଚାଲିଥିଲି l

ଏ ଭିତରେ ସୁପ୍ରିୟାର ବି ଗ୍ରାଜୁଏସନ ସରିଯାଇଥିଲା ଆଉ ସୁନୀଲ ବି କେମ୍ପସରେ ଜବ ପାଇ ବାଙ୍ଗାଲୋର ଚାଲି ଯାଇଥିଲା l ଦିନେ ତାଙ୍କ ମାମୁଁ ସୁପ୍ରିୟାର ବାହାଘର ପାଇଁ ଗୋଟିଏ ପ୍ରସ୍ତାବ ନେଇ ଆସିଲେ l ପିଲାଟି OAS ଅଫିସର ଆଉ ସୁପ୍ରିୟାର ଫୋଟ ଦେଖି ଗୋଟେ ଥରରେ ରାଜି ହୋଇଯାଇଥିଲା l ତାଙ୍କ ଫେମିଲି ବି ଭଲ ଥିଲା l ପିଲାଟି ମୟୁରଭଞ୍ଜ ଜିଲାରେ କୋଉ ଗୋଟେ ଜାଗାରେ ତହସିଲଦାର ଅଛି l ଏ ପ୍ରସ୍ତାବ ଶୁଣି ସୁପ୍ରିୟାର ବାପା ମା ବି ଖୁସିରେ ହଁ କହିଦେଲେ l ଆଉ ଆସି ଆମ ଘରେ ବି କହିଲେ l ମୋ ବାପା ଆଉ ମା ବି ତାଙ୍କ ସହ ସହମତି ହୋଇଗଲେ l
କହିଲେ ଏମିତି ପ୍ରସ୍ତାବ ଜମାରୁ ହାତଛଡା କରନି l ଯେତେଜଲ୍ଦି ପାରୁଛ ବାହାଘର କରିଦିଅ l ମୁଁ ଯେତେବେଳେ ଏହିକଥା ଶୁଣିଲି ସେତେବେଳେ ମୋ ପାଦ ତଳୁ ମାଟି ଯେମିତି ଖସିଗଲା ପରି ଲାଗିଲା l ନା ଜବ ଥିଲା ଯେ ସୁପ୍ରିୟାକୁ ପ୍ରପୋଜ କରି ପାରିବି l ଯଦି ବି କହିବି ମୋ କଥା କେହି ବି ଶୁଣିବାକୁ ପ୍ରସ୍ତୁତ ହେବେନି l ଜବ କେବେ ଯେ ମିଳିବ ତାହାର କଥାର କିଛି ବି ଗେରେଣ୍ଟି ନାହିଁ l ତେଣୁ ମନକୁ ମାରି ରହିବା ଛଡା ଆଉ କିଛି ଉପାୟ ନଥିଲା ସୁପ୍ରିୟାକୁ ଭଗେଇକି ନେଇ ବାହା ହେବା ସାହସ ବି ମୋ ପାଖରେ ନଥିଲା l ସୁପ୍ରିୟାର ବାହାଘର ସେଇ ଜାଗାରେ ସ୍ଥିର ହେଇଗଲା l ତାଙ୍କଘରେ ଆଉ ଆମଘରେ ସବୁ ଖୁସି l ବର ଘର ବାହାଘର ଶୀଘ୍ର କରିବାପାଇଁ ଚାପ ପକାଇଲେ ତେଣୁ ପର ମାସରେ ତିଥି ଠିକ ହୋଇଗଲା l ଠିକ ସମୟରେ ବାହାଘର ବହୁତ ଧୂମଧାମରେ ହେଲା l 🔥 Odia Jouna Gapa (132), Odia Sex Stories.

x