Skip to content

ଗୀତା ଅପା ସହ ମସ୍ତି କରି କୁନ୍ଦିଲି – 1 | Odia Sex Stories

🔥 Odia Sex Stories (308) : ମୁଁ ସ୍ୱରୂପ ଆଜି ପାଠକ ପାଠିକା ମାନଙ୍କ ପାଇଁ ଆଉ ଗୋଟିଏ ନୂଆ ଗପ ନେଇ ଆସିଛି l ଏ କାହାଣୀ ପ୍ରାୟ 6/7ବର୍ଷ ତଳର l ଆମ ଘର ଭୁବନେଶ୍ୱର ସହିଦ ନଗରରେ l ଆମ ଘର ଦୁଇ ମହଲା ତଳ ଘରେ ଦୁଇଟି ଫାମିଲି ଭଡାରେ ରୁହନ୍ତି ଓ ଉପରେ ଆମେ ରହୁ l ତଳେ ଗୋଟିଏ ଭାଗରେ ମହାନ୍ତି ଅଙ୍କଲ ତାଙ୍କ ପରିବାର ସହ ରୁହନ୍ତି l ତାଙ୍କ ପରିବାରରେ ସେ, ଆଣ୍ଟି ତାଙ୍କ ବଡ଼ ଝିଅ ଗୀତା ଓ ସାନ ପୁଅ ଅମିତ l ଅମିତ ମୋ ଠାରୁ ଗୋଟିଏ ବର୍ଷ ସାନ ଓ ଗୀତା ଅପା ମୋ ଠାରୁ ଦୁଇ ବର୍ଷ ବଡ଼ l ସେତେବେଳକୁ ମୋ ବୟସ 22 ପାଖାପାଖି l ମୁଁ ଦେଖିବାକୁ ଖୁବ ଭଲ 5′ 10″ ଉଚ୍ଚା, ରେଗୁଲାର ଜିମ ଯାଏ ଓ ଭଲ ବଡ଼ି ବନେଇଛି l କଲେଜରେ ମୋର ତିନି ଜଣ ଗାର୍ଲ ଫ୍ରେଣ୍ଡ ଅଛନ୍ତି ଅବଶ୍ୟ କାଜୁଆଲ ରିଲେସନ l କାହା ସହ ସିରିଏସ ହୋଇନି କିନ୍ତୁ ନୀଳିମା ମୋତେ ଏମାନଙ୍କ ଭିତରୁ ସବୁଠୁ ଭଲ ଲାଗେ ଓ ଫାଇନାଲି ତା ସହ ରହିବାକୁ ଇଛା l

ଗାଁ ମାଇକିନାକୁ କାନ୍ଧେଇକି ଗେହିଲି ବିଆକୁ ଚଟିଆ କରି ଦେଲି – 2 | Odia Sex Stories

ମହାନ୍ତି ଅଙ୍କଲ ଦିଲ୍ଲୀର ଗୋଟିଏ ଘରୋଇ କମ୍ପାନୀର ଏରିଆ ମ୍ୟାନେଜର ଭାବରେ କାମ କରନ୍ତି ଭୁବନେଶ୍ୱରରେ ତାଙ୍କର ପୋଷ୍ଟିଙ୍ଗ ଓ ଓଡିଶା ସାରା ତାଙ୍କର ଏରିଆ l ପ୍ରାୟ କମ୍ପାନୀ କାମରେ ଟୁରରେ ବାହାରକୁ ଯାଇଥାନ୍ତି l ଆଣ୍ଟି ଖୁବ ଭଲ ଓ ଭାରି ମିସାଣିଆ ଓ ଆମ ଘର ସହ ତାଙ୍କର ଖୁଵ ଭଲ ସମ୍ପର୍କ l ମହାନ୍ତି ଅଙ୍କଲ ଏ ଭିତରେ ଗୋଟିଏ ଫ୍ଲାଟ ବୁକ କରିଦେଇଛନ୍ତି ନୂଆପଲ୍ଲୀରେ ଓ ଅଳ୍ପ ଦିନ ପରେ ଫ୍ଲାଟ ରେଡି ହୋଇଗଲେ ସେଠାକୁ ଚାଲିଯିବେ l ଅମିତ ମୋ ଠାରୁ ଗୋଟିଏ ବର୍ଷ ତଳେ ପଢେ ଓ ଆମେ ଦୁହେଁ ଇଞ୍ଜିନିଅରିଂ ପଢୁ କିନ୍ତୁ ଅଲଗା ଅଲଗା କଲେଜ ରେ l
ସେ ITER ରେ 2nd ୟିର ଆଉ ମୁଁ KITS ରେ 3rd ୟିରରେ ପଢୁ l ଗୀତା ଅପା MA ପାସ କଲା ପରେ ଗତ ବର୍ଷ ତାଙ୍କର ବାହାଘର ହୋଇଯାଇଛି l ତାଙ୍କ ବର ସମ୍ବିତ ଭାଇ ଗୋଟେ ଘରୋଇ ବ୍ୟାଙ୍କରେ ଅଫିସର ଭାବରେ କାମ କରନ୍ତି ଓ ଉତ୍ତର ପ୍ରଦେଶର ବରେଲି ଜ଼ିଲ୍ଲାରେ ଗୋଟିଏ ଗାଁରେ ପୋଷ୍ଟିଙ୍ଗ l ବାହାଘର ପରେ ମହାନ୍ତି ଅଙ୍କଲ ବହୁତ ଚେଷ୍ଟା କରିଥିଲେ ସମ୍ବିତ ଭାଇଙ୍କୁ ଓଡିଶା ବଦଳି କରି ଆଣିବାକୁ କିନ୍ତୁ ସଫଳ ହୋଇପାରିଲେନି l ବ୍ୟାଙ୍କର ହେଡ଼ ଅଫିସରେ କହିଲେ ଯେ କମ ସେ କମ 3 ବର୍ଷ ଅନ୍ୟ ରାଜ୍ୟ ରୁରାଲ ଏରିଆ ରେ କାମ କରିବା ପରେ ହିଁ ବଦଳି କଥା ଚିନ୍ତା କରାଯିବ l 🔥 Banda Bia Kahani, Odia Sex Stories (308).

ଗୀତା ଅପା ବାହାଘର ପରେ ସମ୍ବିତ ଭାଇଙ୍କ ପାଖରେ ଉତ୍ତର ପ୍ରଦେଶରେ ରୁହନ୍ତି l ମଝିରେ ମଝିରେ ଭୁବନେଶ୍ୱର ବାପ ଘରକୁ ବୁଲି ଆସନ୍ତି l ତାଙ୍କ ଶାଶୁ ଘର କେନ୍ଦ୍ରାପଡ଼ାରେ କିନ୍ତୁ ସେଠାକୁ ବେଳେବେଳେ ଯାଆନ୍ତି l ଓଡିଶା ଆସିଲେ ଅଧିକାଂଶ ସମୟ ଭୁବନେଶ୍ୱରରେ ରୁହନ୍ତି l ଯେତେବେଳେ ବି ଭୁବନେଶ୍ୱର ଆସନ୍ତି ମୋତେ ସବୁବେଳେ ଡାକନ୍ତି ତାଙ୍କ ଜାଗାକୁ l କୁହନ୍ତି ଆରେ ସ୍ୱରୂପ କେବେ ଟାଇମ ବାହାର କରି ଆସେ ଆମ ଜାଗାକୁ l ମୁଁ କୁହେ ହଉ ଗୀତା ଅପା ନିଶ୍ଚୟ ଆସିବି l ଗୀତା ଅପା ଦେଖିବାକୁ ଖୁବ ସୁନ୍ଦର ଯେମିତି ଗୋଟିଏ ଚାଉଳରେ ଗଢ଼ା l ଖୁବ ଗୋରା ନହେଲେ ବି ଗୋରା, ଫିଗର ବି ଖୁବ ଭଲ l ମୋ ସହ ତାଙ୍କର ଖୁବ ଜମେ କାହିଁକିନା ଆମ ଦୁହିଁଙ୍କ ହବି ସମାନ ସେ ବି କ୍ରିକେଟ ଭଲ ପାଆନ୍ତି ଓ ମୁଁ ବି l
ଆଉ ଟିଭିରେ କ୍ରିକେଟ ମ୍ୟାଚ ଏକା ଦେଖିବାକୁ ଭଲ ଲାଗେନି ତେଣୁ ଇଣ୍ଡିଆର ମ୍ୟାଚ ବେଳେ ଦୁହେଁ ସାଙ୍ଗ ହୋଇ ଦେଖୁ l ବେଳେବେଳେ ମୋ ରୁମରେ ନହେଲେ ତାଙ୍କ ଘରେ l ଯେତେବେଳେ କ୍ରିକେଟ ମ୍ୟାଚ ବେଳେ ଟିଭିରେ ସିରିଏଲ ଚାଲିଥାଏ ଆଣ୍ଟି ସିରିଏଲ ଦେଖନ୍ତି ତେଣୁ ଗୀତା ଅପା ମୋ ରୁମକୁ ଆସିଯାଆନ୍ତି କାରଣ ମୋ ରୁମରେ ରେ ମୋ ପାଇଁ ଗୋଟେ ଅଲଗା ଟିଭି ଅଛି ଆରାମରେ ଦେଖ କେହି ଡିଷ୍ଟର୍ବ କରିବାକୁ ନାହାନ୍ତି l IPL ବେଳେତ ମଜ଼ା ଆହୁରି ଅଲଗା ତାଙ୍କର ମୁମ୍ବାଇ ଫେଭରେଟ ଆଉ ମୋର ଚେନ୍ନାଇ l ଆଉ ଯୋଉ ଦିନ ମୁମ୍ବାଇ ଆଉ ଚେନ୍ନାଇ ମ୍ୟାଚ ଥାଏ ସେଦିନ ଖୁବ ମଜ଼ା l ପ୍ରାୟ ଚେନ୍ନାଇ ହିଁ ଜିତେ ତେଣୁ ସେ ମୁହଁ ଫୁଲେଇ ଯାଆନ୍ତି l
ଅମିତର ଏ ସବୁରେ ଆଗ୍ରହ ନଥାଏ ସେ mostly ଗୋଟେ ପ୍ରକୃତି ପ୍ରିୟ ପିଲାଟେ l Discovery. Animal planet ଚାନେଲ ତାର ଭାରି ପ୍ରିୟ l ସବୁବେଳେ ଏ ସବୁ ଚାନେଲ ଦେଖୁଥାଏ l ସେ ଜଣେ ବଢିଆ ଆର୍ଟିଷ୍ଟ ବି l ତୁମ ମୁହଁ ଦେଖୁ ଦେଖୁ 5 ମିନିଟରେ ଆଙ୍କିଦେବ ଅବିକଳ ତୁମ ଛବି l ତାର ଏହି ଲାଇନରେ ଯିବା ଇଛା ଥିଲା କିନ୍ତୁ ଅଙ୍କଲଙ୍କ ଚାପରେ ପଡି ଇଞ୍ଜିନିଅରିଂ ପଢୁଛି l ଅଙ୍କଲ କୁହନ୍ତି ଆଗ ଜଣେ ଇଞ୍ଜିନିଅର ହୋଇଯା ପରେ ଯାହା ଇଛା ତାହା କରିବୁ l ଅମିତ ଭଲ ଲେଖାଲେଖି ବି କରେ କଲେଜ ମାଗାଜିନରେ ତାର ଆର୍ଟିକଲ ସବୁବେଳେ ବାହାରେ lଡିସେମ୍ବର ମାସ ଶେଷ ଆଡ଼ର କଥା ଗୀତା ଅପା ଓଡିଶା ବୁଲିବାକୁ ଆସିଥିଲେ l କେନ୍ଦ୍ରାପଡ଼ାରେ 2/3 ଦିନ ରହି ଭୁବନେଶ୍ୱର ଆସିଲେ l ତାଙ୍କୁ ଭୁବନେଶ୍ୱରରେ ଛାଡି ସମ୍ବିତ ଭାଇ ଉତ୍ତର ପ୍ରଦେଶ ଚାଲିଗଲେ l
କିଛି ଦିନ ପରେ ଅମିତ ତାଙ୍କୁ ନେଇ ଉତ୍ତର ପ୍ରଦେଶ ରେ ଛାଡ଼ିବା କଥା ସ୍ଥିର ହୋଇଥିଲା l ହଠାତ ଅମିତର ଫ୍ରେଣ୍ଡସ ମାନେ ଷ୍ଟଡି ଟୁରରେ ଗୋଆ ଯିବାକୁ ଠିକ କଲେ l ଅମିତ ତ ପ୍ରକୃତି ପ୍ରେମୀ ପିଲାଟେ ଷ୍ଟଡି ଟୁର କଥା ଶୁଣି ସାଙ୍ଗେ ସାଙ୍ଗେ ରାଜି ହୋଇଗଲା ଆଉ ଘରେ ଜିଦ କଲା ଯିବାକୁ l ତେଣୁ ତାର ଯିବା କଥାରେ ତାଙ୍କ ଘରେ ରାଜି ହୋଇଗଲେ l କିନ୍ତୁ ଗୀତା ଅପାଙ୍କୁ ଛାଡିବ କିଏ? ଅଙ୍କଲ year end କାମରେ ବ୍ୟସ୍ତ ତାଙ୍କ ପାଖରେ ଗୋଟିଏ ମିନିଟ ବି ସମୟ ନଥାଏ, ସବୁବେଳେ ଅଫିସ କାମରେ ବ୍ୟସ୍ତ l ଗୀତା ଅପା ଗୋଟେ ପ୍ରସ୍ତାବ ଦେଲେ ଯେ ସ୍ୱରୂପ ମୋ ସହ ଆସୁ ସେ ମୋତେ ଛାଡିଦେଇ 3/4 ଦିନ ସେଠି ରହି ଫେରିବ l ସେମିଷ୍ଟାର ପରେ ମୋ କଲେଜ ଛୁଟି ଥାଏ ଓ ମୋର ସେମିତି କିଛି କାମ ବି ନଥିଲା l ତେଣୁ ଆଣ୍ଟି ଯେତେବେଳେ ଏହି କଥା ମମିଙ୍କୁ କହିଲେ ମମି ମୋତେ ପଚାରିଲେ ଆରେ ତୁ ଯାଇ ଗୀତାକୁ ଛାଡ଼ିଦେଇ ଆସିବୁ? ମୁଁ ଘରେ ବସି ବସି ବୋର ହୋଉଥିଲି ତେଣୁ ମୁଁ ରାଜିହୋଇଗଲି ଚାଲ କିଛି ଦିନ ବାହାରେ କଟିଯିବ l ମମି ଯାଇ ଆଣ୍ଟିଙ୍କୁ କହିଦେଲେ କି ଗୀତାକୁ ସ୍ୱରୂପ ନେଇ ଛାଡ଼ିଦେଇ ଆସିବ l
ଗୀତା ଅପା ସାଙ୍ଗେ ସାଙ୍ଗେ ସମ୍ବିତ ଭାଇଙ୍କୁ ଫୋନ କରି ଏହିକଥା କହିଦେଲେ ଓ ଆମ ପାଇଁ ଟିକେଟ ବୁକ ବି କରିଦେଲେ l ଏହା ଠିକ ହେଲା ଯେ ଆମେ ଭୁବନେଶ୍ୱରରୁ ଫ୍ଲାଇଟ ରେ ଦିଲ୍ଲୀ ଯିବୁ ଓ ସେଠାରୁ ବରେଲି ଯିବୁ ଟ୍ରେନରେ l ବରେଲୀକୁ ସମ୍ବିତ ଭାଇ ତାଙ୍କ କାର ନେଇ ଆସିଥିବେ ସେଠୁ ଆଉ 40 କିଲୋମିଟର ତାଙ୍କ ଜାଗାକୁ କାରରେ ଯିବୁ l ସନ୍ଧ୍ୟା 6ଟା ରେ ଆମ ଫ୍ଲାଇଟ ଭୁବନେଶ୍ୱର ରୁ ଟେକ ଅଫ କରିବ ଆଉ 8ଟା ରେ ଦିଲ୍ଲୀରେ ଲାଣ୍ଡ କରିବ l ଦିଲ୍ଲୀରେ 11ଟା ବେଳେ ଟ୍ରେନ ରେ ବସିଲେ ସକାଳ 5 ଟା ବେଳେ ବରେଲିରେ ପହଁଚିବୁ l
ଠିକ ସମୟରେ ଆମେ ବାହାରିଲୁ l ମୋର ଗୋଟିଏ ଛୋଟିଆ ବେକପାକ ବାସ ଦୁଇ ହଳ ଡ୍ରେସ ଆଉ କିଛି t ଶାର୍ଟ, ଶର୍ଟ୍ସ ଓ ଟ୍ରାକ ପେଣ୍ଟ ଘରେ ପିନ୍ଧିବାକୁ l କିନ୍ତୁ ଗୀତା ଅପାଙ୍କ ବଡ଼ ବଡ଼ ଦୁଇଟି ସୁଟକେଶ ଆଉ ଗୋଟିଏ ହେଣ୍ଡ ବେଗ l ମୁଁ ତାଙ୍କୁ ଚିଡେଇବାକୁ କହିଲି ଏତେ ଲଗେଜ ନେଇ କଣ ବାହାରିଲ l ପୁରା ଭୁବନେଶ୍ୱରକୁ ନେଇ ଯାଉଛ ନ କଣ l ସେ ହସି ଦେଇ କହିଲେ ତୁ ସେ କଥା ଜାଣିପାରିବୁନି ବାହାହେଲା ପରେ ଦେଖିବୁ ତୋ ସ୍ତ୍ରୀ କେତେ କମ ଲଗେଜ ନେଇ ଟ୍ରାଭେଲ କରୁଛି l ଏଆରପୋର୍ଟରେ ଆମକୁ ଛାଡ଼ିଦେଇ ମହାନ୍ତି ଅଙ୍କଲ ଚାଲିଗଲେ l ଆମ ଫ୍ଲାଇଟ ଡିପାର୍ଚର 30 ମିନିଟ ଲେଟ ଥିଲା l ଗୀତା ଅପାଙ୍କ ଦୁଇଟି ଯାକ ବେଗ ଆମେ ଚେକ ଇନ ଲଗେଜରେ ଦେଇଦେଲୁ l ମୋ ବେଗ ଓ ତାଙ୍କ ହାଣ୍ଡ ବେଗ ଆମେ କେବିନ ଲଗେଜ କରି ନେଇଗଲୁ l ବୋର୍ଡିଙ୍ଗ ପାସ ନେଇ ସିକୁରିଟି ଚେକ ପରେ ଆମେ ଫ୍ଲାଇଟକୁ ଅପେକ୍ଷା କରିଥିଲୁ l 🔥 Banda Bia Kahani, Odia Sex Stories (308).

x