Skip to content

Meena Ku Gehi Maa Karili – 1 | Odia Sex Stories

🔥 Odia Sex Stories (306) : ମୋ ନାଁ କାଳିଆ, ମୋ ଘର ହଉଚି ଭୁବନେଶ୍ୱର ଆଉ ମୁଁ ଭୁନେଶ୍ବରରେ ଚାକିରି କରେ । ଦିନେ ମୋର କ୍ଲାସ ମେଟ୍ ମୀନା ସହ  ଦେଖା ହେଲା ମାର୍କେଟରେ ମୀନା ଦେଖିବାକୁ ବହୁତ୍ ସୁନ୍ଦର୍ ପଢିଲା ବେଳେ। ମୁଁ କେବେ ତା ସହ କଥା ହୁଏନି ଏବେ କିନ୍ତୁ ସେ ବାହା ହେଇ ସାରିଲାଣି  ଆଉ ତାର ସବୁ କଥା କହିଲା । ତାପରେ କହିଲା କାଳିଆ ତମେ ତ ପୁରା ଭୁଲି ଗଲାଣି । ମୁଁ କହିଲି ନାଁ ଭୁଲିନି ହେଲେ ତମେ ବାହାହେଲା ପରେ ତମ ସହ ବନ୍ଧୁତା କରିବାର ଅଧିକାର ମୋର ନାହିଁ । କାରଣ କିଏ କଣ ଭାବିବ ! ସେଠୁ ମୀନା କହିଲା ହଉ ଯଦି କେବେ ତାଇମ୍ ମିଳେ ମୋ ଘର ଆଡେ ଆସ ।

ସେଠୁ ମୁଁ କହିଲି ଦେଖିବା ହବ୍ ଯଦି କାଲିଯିବି। ତାପରେ ମୀନା କହିଲା ହଉ କାଲି ଆସ ଆଉ ସେ ବି ଟୁରରେ ବାହାରକୁ ଯାଇଛନ୍ତି ଆଠ ଦିନ ପାଇଁ । ମୁଁ କହିଲି ହଁ ମୋ ପିଲା ମାନେ ବି ଗାଁ କୁ ଯାଇଛନ୍ତି ମାସେ ପାଇଁ । ଏମିତି କଥା ହେଉ ହେଉ ବହୁତ୍ ସମୟ ହେଇଗଲା । ମୀନା କହିଲା କାଲି କଣ୍ ପାଇ ଚାଲ ଏବେ ରୁମ୍ କୁ ଯିବା ସେ ବି ନାହାନ୍ତି ତାପରେ ଆମେ ଦୁହେଁ ତା ରୁମ ରେ ଯାଇ ପହଁଚିଲି ସେତେ ବେଳକୁ ରାତି ଆଠ ଟା ହେଇ ଗଲାଣି ମୀନା କହିଲା କାଳିଆ ଆଜି ଏଠି ରହି ଯାଆ କାଲି ଯିବ ।

Munu mo bia re baigana pureila – 1 | Odia Sex Gapa

ସେଠୁ ମୁଁ କହିଲି ହଁ ମୀନା ରହିବି ହେଲେ, ତୋତେ ଗୋଟେ କଥା କହିବି କିଛି ଭାବିବୁନି ତ? ସେଠୁ ମୁଁ କହିଲି ତୋ ସ୍ଵାମୀ ବହୁତ୍କ ଭାଗ୍ୟବାନ ତୋ ପରି ସୁନ୍ଦରି ସ୍ତ୍ରୀ ପାଇଁ । ସେଠୁ ମୀନା କହିଲା ତୋତେ ସେମିତି ଲାଗୁଚି କିନ୍ତୁ ମୁଁ ବହୁତ୍ ଦୁଃଖୀ, ଦେଖୁନ ବାହାଘର ଏତେ ଦିନ ପରେ ବି ମୋ କୋଳ ଖାଲି ।

ଆଚା କାଳିଆ ମୋର ଗୋଟେ କଥା ରଖିବୁ? ମୁଁ କହିଲି ହଉ କହ । ସେଠୁ ମୀନା କହିଲା ମୋର ଗୋଟେ ପିଲା ଦରକାର ତୁ ଚାହିଁଲେ ମୋର ପିଲା ହେଇ ପାରିବ । ସେଠୁ ମୁଁ କହିଲି ଏମିତି କଣ କହୁଛୁ ତାପରେ ମୀନା କହିଲା, ମୋ ସ୍ବାମୀଙ୍କର ସେ ଶକ୍ତି ନାହିଁ ପ୍ଲିଜ୍ କାଳିଆ ମୋତେ ତୋ ମାଇପ କରେ ଆଉ ମତେ ପେଟରେ କର । ସେଠୁ ମୁଁ କହିଲି ମୀନା ତୋ ପରି ସ୍ତ୍ରୀ ପାଇ ଆଜି ମୁଁ ବହୁତ୍ ଖୁସି । ସେଠୁ ମୀନା କହିଲା  ତୁମେ ସ୍ବାମୀ ଆଉ ମୁଁ ତମ ସ୍ତ୍ରୀ । ମୁଁ କହିଲି ହଁ ଲୋ ମୀନା ଆମେ ସ୍ବାମୀ ସ୍ତ୍ରୀ । 🔥 Odia Sex Stories (306), Odia Incest Stories.

ତାପରେ ସେ କହିଲା, ପ୍ଲିଜ୍ କାଳିଆ ଆଜି ମତେ ପେଟରେ କର ମୋର ତମ ଠୁ ଗୋଟେ ପିଲା ଦରକାର । ମୁଁ କହିଲି ଓଃ ମୁଁ ଆଜି ବହୁତ୍ ଖୁସି ମୀନା ମୋତେ କୁଂଢ଼େଇ ଧରି କହିଲା ମୁଁ ପରା ତମ ମାଇପ ଆଉ ତମେ ହଉଚ ମୋ ଘଇତା । ସେଠୁ ମୁଁ ତାକୁ କିସ୍ କରିବାକୁ ଲାଗିଲି ସେ ବି ମୋତେ କିସ୍ କରିବାକୁ ଲାଗିଲା । ଦୁହେଁ କୁଣ୍ଢା କୁଣ୍ଢି ହେଇ ଚୁମା ଦିଆ ନିଆ ହେଲୁ ତାପରେ ମୁଁ କହିଲି ହେଲେ ଆମ ଚଉଠି ରାତି ହେଲେ ସିନା ତୁ ମୋ ପିଲା ର ମା ହେବୁ । ମୀନା କହିଲା ହଁ  ଆଜି ଆମର ଏଠି ଚଉଠି ରାତି କରିବା । ସେଠୁ ସେ କହିଲା ତମେ ବସ ବେଡ ରୁମ୍ ରେ ମୁଁ ଆସୁଚି ।
ସେଠୁ କିଛି ସମୟ ପରେ ସେ ଆସିଲା ତାକୁ ଦେଖି ମୁଁ କହିଲି ମୀନା ତୁ ସତ ରେ ବହୁତ ସେକ୍ସି ଲାଗୁଛ । ମୀନା କହିଲା ହଉ ଆସ ଆଜି ପରା ଆମର ଚଉଠି, ମୋତେ କ୍ଷୀର ଆଣି ଦେଲା ମୁଁ କ୍ଷୀର ପି ସାରିଲା ପରେ ମୁଁ ଆଣିଥିବା ରସଗୋଲା ତାକୁ ଖୁଆଇ ଦେଲି । ସେ ଖାଇ ବହୁତ ଖୁସି ହେଲା ଆଉ କହିଲା କାଳିଆ ଆଜି ଆମର ପ୍ରଥମ ରାତି ଅଷ୍ଟ ମଙ୍ଗଳା ଯାଏ ତମେ ଏଠି ରହିବ କାରଣ ତମେ ଆଜିଠୁ ମୋ ଘଇତା ।
ମୁଁ କହିଲି ହଁ ଲୋ ମୀନା ଆଜି ଠୁ ମୋ ମାଈପ । ତାପରେ ମୀନାକୁ ବେଡ଼ ଉପରେ ନେଇ ବସେଇ ଦେଲି ଆଉ ତା ଗାଲରେ ଗୋଟେ କିସ ଦେଲି ସେ ମୋତେ ଜାବୁଡି ଧରି କିସ କରିବାକୁ ଲାଗିଲା କହିଲା, ତମ ପରି ଘଇତା ମୋର ଦରକାର ଥିଲା ଯେ କି ମୋତେ ସବୁ ସୁଖ ଦେଇପାରିବ । ସେଠୁ ମୁଁ କହିଲି ମୀନା ତୋ ପରି ମାଇକିନା ଭାଗ୍ୟରେ ଥିଲେ ମିଳେ । ସେ ଆଉ ସମ୍ଭାଳି ନପାରି ମୋତେ କିସ କରିବାକୁ ଲାଗିଲା ଆମେ ଏମିତି ୧୦ ମିନଟ ଯାଏ କିସ କର କରି ହେଲୁ । ମୁଁ ସେଠୁ ଧୀରେ ଧୀରେ ତା ଛାତିରୁ ଲୁଗା ଆଡେଇ ଦୁଇ ଦୁଧ ମଝି ଫାଙ୍କକୁ କିସୀ କରିବାକୁ ଲାଗିଲି । ସେ ସମ୍ଭାଳି ନପାରି ମୋ ମୁଣ୍ଡକୁ ତା ଛାତିରେ ଚାପି  ଧରିଲା ଆଉ କହିଲା  ଖାଇ ଯା ମୋତେ । ମୁଁ ସେଠୁ ତା ବ୍ଲାଉସ ଉପରେ ଦୁଧକୁ ଦଳିବାକୁ ଲାଗିଲି ତା ଦୁଧ ପୁରା ଟାଣ ଲାଗୁଥାଏ ସେ କହିଲା ବ୍ଲାଉସ ଖୋଲି କି ଦଳ ଭଲ ଲାଗିବ ।

ମୁଁ ସେଠୁ ତା ବ୍ଲାଉସ ବାହାର କରିଦେଲି ଭିତରେ ସେ ବ୍ରା ପିନ୍ଧି ନ ଥାଏ । ମୁଁ କହିଲି  ତୁ କଣ ବ୍ରା ପିନ୍ଧୁନୁ କି ସେ କହିଲା ଚଉଠି ରାତିରେ ବ୍ରା ଆଉ ପ୍ୟାଣ୍ଟି ପିନ୍ଧାନ୍ତିନି । ମୁଁ କହିଲି କାହିଁକି? ସେ କହିଲା ଦୁଧ ସାଇଜ ଘଇତାକୁ ଜଣା ପଡି ଯାଏ । ତାପରେ ମୁ କହିଲି ମୀନା ତୋ ଦୁଧ ବହୁତ୍ ଛୋଟ ଥିଲା ଆମେ ପଢିଲା ବେଳେ ଏବେ ଏତେ ବଡ କେମିତି ହେଲା । ସେ କହିଲା ମୁଁ ଜାଣିନି ସେଠୁ ମୁଁ ତାର ଗୋଟେ ଦୁଧକୁ ଦଳୁଥାଏ ଆଉ ଆରପଟ ଦୁଧକୁ ପାଟିରେ ପୁରେଇ ଖାଇବାକୁ ଲାଗିଲି । ସେ କହୁଥାଏ ଓଃ କାଳିଆ ଖାଇ ଖାଇ ମୋ ଦୁଧକୁ ଦଳିକି ବଡ କରିଦିଅ । ମୁଁ କହିଲି ହଁ ଲୋ  ମୀନା ତୋ ଦୁଧ ଆଜି ଓହଳେଇ  ଦେବୀ ତା ଭୁଣ୍ଡି ରଗଡି ତାକୁ ହିଟ କରିବାକୁ ଲାଗିଲି । ଓଃ ମୀନା ତୁ କଣ ହେଉଛୁ ଲୋ କି ମସ୍ତ ଦୁଧ ହେଇଚି ତୋର ପୁରା ଟାନ ଲାଗୁଚି । ଦେଖୁନୁ ତୋ ଦୁଧ ଭୁଣ୍ଡି ପୁରା ଠିଆ ଠିଆ ହେଇଚି ସେଠୁ ମୁଁ ପାଟିରେ ପୁରେଇ ଭୁଣ୍ଡି କୁ ଖାଇବାକୁ ଲାଗିଲି ।
ସେ ଆଉ ସମ୍ଭାଳି ନପାରି ମୋତେ ଲଙ୍ଗଳା କରି ଦେଲା । ମୋ ବାଣ୍ଡ ପୁରା ଠିଆ ହେଇକି ଥାଏ ମୀନା କହିଲା ଓଃ  କେତେ ଲମ୍ବା ଆଉ ମୋଟା ବାଣ୍ଡ ହେଇଚି ତମର  । ମୁଁ କହିଲି ହଁ ଲୋ ମୀନା  ସେଠୁ ସେ ବାଣ୍ଡକୁ କେନ୍ଦି  ଓଃ କି ନାଲି କହି ଜିଭ ଲଗେଇ ଚାଟିବାକୁ ଲାଗିଲା  ଆଉ  ପାଟିରେ ପୁରେଇ ଖାଇବାକୁ ଲାଗିଲା । ଏଣେ ମୁଁ ତା ଶାୟା ଡୋର ଖୋଲି ତାକୁ ପୁରା ଲଙ୍ଗଳା କରିଦେଲି ଦେଖିଲି । ତା ବିଆ ଚାରିପଟେ ବହୁତ ବାଳ ହେଇଚି । 🔥 Odia Sex Stories (306), Odia Incest Stories.

x