Skip to content

ଗାଆଁ ଟୋକି ସହ ଖେଳ କଲି – 1 | Odia Sex Stories

🔥 Odia Sex Stories (293) : ଗତ ରାତିର କୌଣସି ଘଟଣା ମୋର ମନେ ନଥିଲା । କରୋନା ସବୁଆଡ଼େ ବଢ଼ିଲାଣି ବୋଲି ବାପା କହିଲେ ତୁ ଭୁବନେଶ୍ବର ଛାଡ଼ିଦେଇ ଗାଁକୁ ପଳେଇ ଯାଆ । ଗାଆଁରେ ଅଳ୍ପ ଜମିବାଡ଼ି ଥିଲା । ଗଲାବର୍ଷ କରୋନାରେ ମାଆ ଚାଲିଗଲା ପରେ ଘରେ ଏବେ କେବଳ ବାପା ଆଉ ମୁଁ ଥିଲୁ । ବାପା ଚାକିରୀ କରନ୍ତି ତେଣୁ ସେ କୁଆଡ଼େ ଯାଇ ପାରିବେନି । ମୋତେ କହିଲେ ତୁ ଗାଁକୁ ଚାଲିଯାଆ, ଗାଁରେ ଆମ ଘରଦ୍ବାର ଅଛି, ହେଲେ ଦେଖାଶୁଣା କରିବାକୁ କେହି ନାହାନ୍ତି । ହଳିଆ ଜଣେ ଅଛି, ସେ କେତେ ପୁରୁଷରୁ ଆମ ଘରେ କାମ କରୁଛି । ଗଲାବର୍ଷ ସେ ବି କରୋନାରେ ଚାଲିଯାଇଥିଲା । ଏବେ ଘର କେମିତି ଅବସ୍ଥାରେ ଥିବ କିଛି ଜାଣିନଥିଲି । ବାପା କହିବା ପରେ ଗାଡ଼ିନେଇ ଗାଁକୁ ଚାଲିଲି । ଗାଆଁରେ ମୋର ପିଲାଦିନ ସାଙ୍ଗ ସବୁ ଅଛନ୍ତି । ଅନେକ ସମୟରେ ଯାଏ, କିନ୍ତୁ ଭୁବନେଶ୍ବରରେ ଚାକିରୀ କରିବାପରେ ପ୍ରାୟ ଦୁଇବର୍ଷ ହୋଇଗଲା ଯାଇନଥିଲି ।

ଏକ୍ସ ପ୍ରେମିକା ରଞ୍ଜୁ ସହ ସେକ୍ସ – 2 | Odia Sex Stories

ମାତ୍ର ସତୁରୀ କୋଲିମିଟର ରାସ୍ତା । ଗାଁରେ ପହଞ୍ଚିବାପରେ ଘର ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଘର ଭାରି ସଫାସୁର୍ତରା ଥିଲା, ଘର ଅଗଣାରେ ଆମ ହଳିଆର ବୁଢ଼ୀ ମାଆ ବସି ମୁଗ ବାଛୁଥିଲା । (ଯଦି କେହି ଝିଅ, ଭାଉଜ ଆଣ୍ଟି ସେକ୍ସ କରିବାକୁ ଚାହୁଁଛନ୍ତି ମତେ ମେଲ କରନ୍ତୁ ମେଲ ମୋ ରହିବା ପାଇଁ ରୁମ୍ ସଫା କରିଦେଇଥିଲା । ସେ ଯା ହେଉ ମୋତେ ଆଉ ଅସୁବିଧା ହେବନି । ଖାଇବା ପାଇଁ ଅସୁବିଧା ହୋଇପାରେ, କିନ୍ତୁ ସେ କହିଳା ଯେ ତା ନାତିର ବୋହୁ ଖାଇବା ଆଣିଦେଇ ଯିବ । ସେ ହିଁ ଏହି ଘରକୁ ସଫା କରି ରଖିଛି ।
ସନ୍ଧ୍ୟା ବେଳକୁ ସେଇ ବୋହୁ ପିଲା ଦେଖାଦେଲା । ଓଢ଼ଣା ଭିତରୁ ଦେଖିବା ସମ୍ଭବ ନଥିଲା, କିନ୍ତୁ ଭାରି ସମ୍ମାନରେ ସେ ନମସ୍କାର କରିଥିଲା । ବୟସ ଅତିବେଶୀ ହେଲେ କୋଡ଼ିଏ ପାଖାପାଖି ହେବ । ଏଇ କରୋନା ସମୟରେ ହଳିଆ ମରିବାପରେ ଘରେ କାମଧାମ ପାଇଁ ବୋହୁଟିଏ ଆଣିଦେଇଛନ୍ତି । ସେ କହିଲା ସନ୍ଧ୍ୟାରେ ସେ ଆସି ରୋଷେଇ କରିଦେଇ ଯିବ । ସନ୍ଧ୍ୟା ବେଳକୁ ଗାଁ ବନ୍ଧତୁଠ ଆଡ଼େ ବୁଲି ବାହାରିଲି । ପିଲାଦିନ ସାଙ୍ଗ ସବୁ ମିଶିବାପରେ ସେଇଠି ଅନେକ ସମୟ ବସିଅଲି । ସେଇଠି ସଞ୍ଜୟ ବାଧ୍ୟ କରିବାପରେ ମଦ ଟିକେ ପିଇଦେଇଥିଲି । ଅନେକ ଦିନ ହେଲା ଦେଶୀ ମଦ ପିଇବା ଅଭ୍ୟାସ ଛାଡ଼ି ଯାଇଥିଲା । ଭୁବନେଶ୍ବରରେ ବିୟର୍ ହିଁ ମିଳେ । ଅଳ୍ପ ପିଇବା ପରେ ନିଶା ହୋଇଗଲା, ପାଦ ଏଣେତେଣେ ପଡ଼ିବା ଦେଖି ମୋର ଦୁଇଜଣ ସାଙ୍ଗ ମୋତେ ଧରି ଆମ ଘର ପାଖରେ ଛାଡ଼ିଦେଲେ । ସେତେବେଳକୁ ପୁରା ଅନ୍ଧାର ହୋଇଯାଇଥିଲା । 🔥 Odia Sex Stories (293), Odia Jouna Kahani.

ଘର ଭିତରକୁ ପଶିବା ବେଳକୁ ହଳିଆର ବୋହୁ ନଖୀ ସେଇଠି ଥିଲା । ସେ ମୋତେ ଧରିଦେଇ ମୋ ଶୋଇବା ରୁମକୁ ନେଇଗଲା । ତାପରେ କଣ ହେଲା ମୁଁ ଆଉ କିଛି ଜାଣିନି । ସକାଳୁ ମୁଣ୍ଡ ଭାରି ଭାରି ଲାଗୁଥିଲା, ଉଠିବା ବେଳକୁ ସକାଳ ଦଶଟା ହେଲାଣି । ଘର ଓଦାଣ୍ଡି ଖୋଲା ଥିଲା, ନଖୀ ରୋଷେଇଘରୁ ବାହାରିଲା ଆଉ ଖାଇବା ଥୋଇ ଦେଇଛି, ଖାଇଦେବ ବୋଲି କହି ହସିଦେଇ ଚାଲିଅଲା । ସେ ଆଜି ଓଢ଼ଣା ପକେଇ ନଥିଲା ଆଉ ମୋତେ ଚାହିଁ ମୁରୁକି ମୁରୁକି ହସୁଥିଲା । ତା ବ୍ୟବହାରର କାରଣ ମୁଁ ଜାଣି ପାରିନିଲି । ସେ ଯାହେଉ ବନ୍ଧତୁଠ ଆଡ଼େ ଆଉ ଆଦୌ ବୁଲିଯିବିନି ବୋଲି ନିଶ୍ପତ୍ତି ନେଲି, ଦିନବେଳେ ସଜ ହେଇ ଅଗଣାରେ ବସିଲି । ରୋଷେଇ ଘରକୁ ଯାଇ ଖାଇବା ଥାଳିରେ ସଜେଇ ନେଇ ଆସି ବସିଛି, ନଖୀ ଆସିଲା, ବିଞ୍ଛଣା ଧରି ମୋ ପାଖରେ ବସିଗଲା ଆଉ ମୁଁ ଖାଉଥିବା ବେଳେ ମାଛି ଉଡାଉଥିଲା ଆଉ ମୋତେ ଚାହିଁ ମୁରୁକି ମୁରୁକି ହସୁଥିଲା ।
ମୋତେ ଭାରି ଅଖାଡୁଆ ଲାଗୁଥିଲା, ପଚାରିଲି, କଣ ହେଲା ଏମିତି ହସୁଛୁ କାହିଁକି? ସେ ଲାଜେଇ ଯାଇ କହିଲା, ଇ ମା, ମୁଁ କଣ କହିବି? କାଲି ରାତି କଥା କଣ ସବୁ ଭୁଲିଗଲ କି? ରାତିର କଥା? କଣ ହେଇଥିଲା କାଲି ରାତିରେ? ପ୍ରଶ୍ନ କଲି, ସେ ପୁଣି ମୁରୁକି ହସିଦେଇ କହିଲା, ମୁଁ କହି ପାରିବିନି ମୋତେ ଲାଜ ଲାଗୁଛି । ମୋତେ ଭାରି ବିରକ୍ତ ଲାଗୁଥିଲେ ସୁଦ୍ଧା ମୁଁ ଜାଣିବାକୁ ଚାହୁଁଥିଲି ଗତ ରାତିରେ ନିଶାଗ୍ରସ୍ତ ଅବସ୍ତାରେ ମୋ ଦ୍ବାରା କୌଣସି ଅଘଟଣା ଘଟି ଯାଇନି ତ? ଖାଇବା ସାରିଦେଇ ହାତ ଧୋଇବା ପରେ ସେ ଗାମୁଛାଟିଏ ହାତକୁ ବଢ଼େଇ ଦେଉ ଦେଉ କହିଲା, କାଲି ରାତିରେ ତମ ସାଙ୍ଗମାନେ ତମକୁ ଛାଡ଼ିଦେଇ ଗଲାପରେ ତମ ପେଣ୍ଟ୍ ଓଦା ହେଇ ଯାଇଥିଲା, ମୁଁ ବଦଳାଇଥିଲି । ସେତେବେଳକୁ ମୋର ମନେ ପଡ଼ିଲା ଆରେ ହଁ ସତେ ତ, ରାତିରେ ତ ମୁଁ ପେଣ୍ଟ୍ ପିନ୍ଧିଥିଲି, ଆଉ ସକାଳୁ ଉଠିଲା ବେଲକୁ ମୁଁ ଧୋତି ଗୁଡ଼େଇ ହେଇ ପଡ଼ିଥିଲି । ତା ମାନେ ନଖୀ ମୋତେ ଲଙ୍ଗଳା କରିଥିଲା ।
ଇସ୍ କି ଲାଜ କଥା, ମାନେ ମୋ ଜିନିଷ ସେ ଦେଖିଛ । କଣ କହିବି ବୁଝି ପାରୁନଥିଲି, ଲାଜ ଲାଗୁଥିଲା । ସେ ହିଁ ହସିଦେଇ କହିଲା, ମୁଁ ତ ସବୁ ଦେଖିଦେଲି । ସେ ଥଟା କରୁଥିଲା ଆଉ ମୋତେ ଲାଜ ଲାଗୁଥିଲା, ହେଲେ ମୁଁ ମନେ ମନେ ସ୍ଥିର କରିଥିଲି, ନା, ସେ ମୋତେ ଥଟା କରିବ ଆଉ ମୁଁ ସହିବି, ହେଇ ପାରିବନି । ମୁଁ ବି ଦୁଷ୍ଟାମୀ କରି କହିଲି, ଦେଖିଲୁ ତ? କଣ ଦେଖିଲୁ? ଦେଖିବା ଜିନିଷଟା ମନକୁ ପାଇଲା ନା ନାଇଁ? ସେ ଲାଜେଇ ଗଲା । ଏବେ ସେ ଲାଜ କରିବା ସମୟ ଆସିଥିଲା । ମୁଁ ବି ଛାଡ଼ିବା ଲୋକ ନାହିଁ । ସେ ମୁହଁରେ କାନିଦେଇ ହସିଦିଏ କହିଲା, ତମ ଜିନିଷଟା କେତେ ବଡ଼ ! ଓଃ ଝିଅଟିଏ ଯେତେବେଳେ ଏମିତି କିଛି କହେ, ଯେକୌଣସି ପୁରୁଷ ଲୋକର ଛାତି ଚଉଡ଼ା ହେଇଯାଏ ନିଶ୍ଚୟ, ମୋତେ ବି ସେମିତି ଲାଗୁଥିଲା । ହେଲେ ସେତେବେଳେ ହଠାତ୍ ମୋ ମନରେ ଆହୁରି ଅଧିକ ଦୁଷ୍ଟାମୀ ଜୁଟିଲା । 🔥 Odia Sex Stories (293), Odia Jouna Kahani.

x