Skip to content

ଗାଁ ସରକାରୀ ସ୍କୁଲ୍ ମାଷ୍ଟ୍ରେ – 4 | Odia Sex Stories

🐎 Odia Sex Stories (242) : “ନାଇଁ, ମୁହଁ ହାତ ଧୋଇବେ ଯଦି ପାଣି ମାରି ଦେବି…” ସିଏ ସେମିତି ଲାଜେଇଲା ପରି କଣେଇଁ କଣେଇଁ ଟିକିଏ ମୋ ମୁହଁକୁ, ପୁଣି ଛାତିକୁ, ଶାୟାଟାକୁ ଟେକି ଦେଇଥିବା ଜଙ୍ଘକୁ ଦେଖି ଆଉ କିଛି ନ କହି ମୁହଁ ହାତ ଧୋଇବାରେ ଲାଗିଲେ । ଲାଗୁଥିଲା ତାଙ୍କ ମନରେ ବି ଅନେକ ଅସମାହିତ ପ୍ରଶ୍ନର ଜୁଆର ମୁହଁ ଯାଏ ଆସି ସମୁଦ୍ରର ଢେଉ ଫେରିଲା ପରି ଫେରି ଯାଉଥିଲା । କହିବାକୁ ଚାହିଁ ମଧ୍ୟ କହି ପାରୁ ନ ଥିଲେ ଯେମିତିକି ମୁଁ । ବାସ୍ ନିରବତା ଭିତରେ ଖାଲି ଛାତି ଭିତରଟା ଧଡଧଡେଇ ଯାଇ ମନର ଅକୁହା କଥା ଗୁଡିକୁ ଚାପି ରଖୁଥିଲା । ମୋର ବି ଆଖିଟା ଖାଲି ତାଙ୍କର ଫୁଲି ଉଠି ଫଡ ଫଡ ହେଉଥିବା ଜଙ୍ଘ ଉପରକୁ ଦେଖି, ପାଟିଟା ଅଠାଳିଆ ହେଇ ଲଟକି ପଡୁଥିଲା । ଏମିତି ପ୍ରାୟ ପାଞ୍ଚ ମିନିଟ୍ ଖଣ୍ଡେ ସିଏ ତାଙ୍କ ହାତମୁହଁକୁ ବାରମ୍ବାର ଧୋଇ ଚାଲିଥିବା ଦେଖି ମୁଁ ଟିକିଏ ହସିଦେଲି । ମୋ ହସିବା ଦେଖି ସିଏ ଛିଡ଼ା ହେଇ ରୁମାଲ୍ ରେ ମୁହଁ ପୋଛୁ ପୋଛୁ କହିଲେ, “ଏମିତି ହସିଲ, କଣ ପାଇଁ ଯେ…?”
ମୁଁ- ନାଇଁ, ସେମିତି କିଛି ନାଇଁ ଯେ……
ସେ- ନା, କିଛି ତ ଗୋଟେ ହେଇଥିବ, କହୁ ନ…
ମୁଁ ଜାଣୁଥିଲି ଟୋକାଟା ମୋ ସହ କଥା ହେବା ବାହାନାରେ ମୋ ଯୌବନର ଅର୍ଦ୍ଧ ନଗ୍ନ ଅବୟବ ଗୁଡିକୁ ଆଖି ପୁରାଇ ଆନନ୍ଦ ନେବାକୁ ଚାହୁଁଛି ଯାହା ମୁଁ ଚାହୁଁଥିଲି ।

ଗାଁ ସରକାରୀ ସ୍କୁଲ୍ ମାଷ୍ଟ୍ରେ – 3 | Odia Sex Stories

ତେଣୁ ମୁଁ ବି କେତେବେଳେ ବାଲ୍ଟି ଧୋଇବା ବାହାନାରେ ତ କେତେବେଳେ ପାଣି ମାରିବା ବାହାନାରେ ତଳ ଉପର ହେଇ ହେଇ ଛାତିର ବଡ଼ ବଡ଼ ଅର୍ଦ୍ଧ ନଗ୍ନ ଦୁଧକୁ ହଲେଇ ଦଉଥିଲି । ତାଙ୍କ ଆଖିକୁ ଚାହିଁ ଲାଗୁଥିଲା ବୋଧହୁଏ ତାଙ୍କ ମନରେ ବି ମୋ ଯୌବନର ପ୍ରତ୍ୟେକଟି ଉପାଦାନକୁ ଦଳି ଚକଟି ଖାଇଯିବାର କ୍ଷୁଧା ବଢି ବଢି ଚାଲିଥିଲା । ଦୁହିଁଙ୍କ ଆଖିରେ ଯୌବନର ନିଶା, ମନରେ ଅସୁମାରୀ ଆଶା, ଦେହରେ ଉନ୍ମାଦନା ପୂର୍ଣ୍ଣ କାମନାର ପିପାସା, ହେଲେ କେହି କାହାକୁ କହି ପାରୁ ନୁ । ମୁଁ ତ ଝିଅଟା, ତାଙ୍କୁ ମୋ ଆଡକୁ ଆକୃଷ୍ଟ କରିବାକୁ ମୋର ଏତେ ସବୁ ଦେଖି ସିଏ କଣ ଜାଣି ପାରୁ ନି ? ତଥାପି ମତେ ପଚାରୁଛି ? ଯାହା ହେଲେ ବି ସିଏ ତ ମତେ ଆଜି ଦେଖିଛି ଆଉ ମୁଁ କାହିଁ କେତେ ଦିନରୁ…. ହଉ କିଛି ନ କହିଲେ ସିଏ ଯେ ଚାଲିଯାଇ ପାରେ ଏଇଆ ଭାବି କଣ କହିବି କଣ ନାଇଁ ଚିନ୍ତା କରି ନ ପାରି ସେମିତି ଲାଜୁଆ ଲାଜୁଆ ମୁହଁରେ କହିଦେଲି, “ତମକୁ ଲାଗିଲେ, ମୁଁ ଆସୁଛି ନା ମୁଁ ଆସିଲେ ତମକୁ ଲାଗୁଛି…?” ଏଥର ସିଏ ବି ଟିକିଏ ହସିଦେଇ କହିଲେ, “ସରି, ମୁଁ ଜାଣି ନ ଥିଲି ତମେ ସିଆଡୁ ଆସ ବୋଲି, ତେଣୁ ଅଜାଣତେ… ସେଇଥିପାଇଁ ରିଏଲି ସରି ହେଁ…..” ମୁଁ ବି ତାଙ୍କ କଥାରେ ସହମତି ପୂର୍ବକ ସେମିତି ହସି ହସି କହିଲି, “ଏମିତି ହୁଏ, ଚଳିବ…”… 🐎 Odia Sex Stories (242), Odia Sex Gapa.

ଏତିକିବେଳେ ଶ୍ରେଣୀ ଭିତରୁ ପିଲାମାନେ ଦୌଡ଼ି ଆସି କିଏ କିଏ ମାଡ ହେଉଥିବା କହିବାରୁ ସିଏ ବୋଧହୁଏ ଅନିଚ୍ଛା ସତ୍ତ୍ୱେ ଚାଲିଗଲେ ଆଉ ମୁଁ ବି ଯେମିତି ମୋ କାମନା ଚରିତାର୍ଥ କରିବାର ସେମି ଫାଇନାଲ୍ ଟା ଜିତି ସାରିଛି ସେଇ ଖୁସିରେ ମୁରୁକି ମୁରୁକି ହସି ଚାଲି ଆସିଲି । ଇଚ୍ଛା ତ ଥିଲା ସେଦିନ ଆଉ କେଇ ଥର ପାଣି ଆଣିବା ବାହାନାରେ ସ୍କୁଲ୍ କୁ ଯାଇ ଯେମିତି ହେଲେ ତାଙ୍କୁ ପଟେଇ ଦେବାକୁ ହେଲେ ଘରକୁ କେହି ଜଣେ କୁଣିଆଁ ଆସିବାରୁ ହେଇ ପାରିଲା ନାହିଁ । ସବୁବେଳେ ତ ନିଜକୁ ସେମିତି ସେକ୍ସି କରି ସ୍କୁଲ୍ କୁ ଯାଇ ହେବନି, ଅନ୍ୟ ମାନେ ବି ଅଛନ୍ତି । ତଥାପି ଯେତେବେଳେ ବି ଯାଏଁ ସିଏ ବାରଣ୍ଡା କୁ ବାହାରି ଆସି ମତେ ଦେଖି ହସି ଦିଅନ୍ତି ଆଉ ମୁଁ ବି । ଏମିତି ଆମର ଆଖି ଆଖିରେ ଖେଳ ଚାଲିଲା ଅନେକ ଦିନ । ହେଲେ ସେଇ ଦିନରୁ ସେଇ ବାଡି ପଟକୁ ଆଉ ମୁତିବାକୁ ଗଲେ ନି ଯେଉଁଥିପାଇଁ ମତେ ଟିକିଏ ଖାପଛଡା ଖାପଛଡା ଲାଗୁଥାଏ । ଏଇ ପରିସ୍ଥିତିରେ କେମିତି ଯେ ମୋ କାମନା ପୁରଣ କରିବି ଭାବି ଭାବି ରାତିରେ ନିଦ ବି ହୁଏ ନି, ବସି ବସି ତାଙ୍କର ସେଇ ପୂର୍ବର ଭିଡିଓଟା ଦେଖି କାମ ଚଳେଇବାକୁ ପଡେ ନ ହେଲେ କାଗଜ ବାହାର କରି ତାଙ୍କ ପରି ବଡ଼ ବଡ଼ ବାଣ୍ଡର ଚିତ୍ର ଆଙ୍କି ମନ ବୁଝାଏଁ । ଦିନକୁ ଦିନ କେବଳ ଏଇ ଆଖି ଆଖିର ଖେଳରେ ଅସଲ ଖେଳଟା ଦୂରେଇ ଗଲା ପରି ଲାଗିବାରୁ ଭାବିଲି ମତେ ହିଁ କିଛି ଗୋଟାଏ କରିବାକୁ ପଡିବ । ତା’ର ଦେଖିଲି ବୋଲି ସେଦିନ ମୁଁ ଯେ ଲାଜ ସରମ ଛାଡ଼ି ଅଧା ଯୌବନକୁ ଖୋଲି ଦେଖେଇ ଦେଲି ଆଉ ଇଏ ଅଛି ଯେ ମତେ ଖାଲି ଲାଇନ୍ ମାରୁଛି ସବୁ ଲୁଚେଇ । ଏମିତି ଭାବି କିଛିଦିନ ଆଉ ସ୍କୁଲ୍ କୁ ଗଲି ନାହିଁ କେବଳ ଝରକା ଉପରୁ ଅନେଇଁ ଦେଖୁଥାଏଁ ।

ଦିନେ ଗଲା, ଦି’ଦିନ ଗଲା, ତିନି ଦିନ ଯାଇ ଚତୁର୍ଥ ଦିନ ଧୀରେ ଆସିଲା ପୁରା ଚୁପି ଚୁପିକି ଯେମିତି ଚୋରି କରିବାକୁ ଆସୁଛି । ବାଡି ପଟକୁ ଆସି ସେଇ ବାଉଣ୍ଡ୍ରି ଫାଟ ଦେଇ ଆମ ବାଡି ପଟକୁ ଝାଙ୍କି ଦେଖିଲା । ତାଙ୍କ ଏପରି ହାବଭାବ ଦେଖି ମୁଁ ବୁଝିଗଲି ସିଏ ମତେ ହିଁ ଖୋଜୁଛି ତେଣୁ କଣ କରିବ ଭାବି କୌତୁହଳ ରେ ମୁଁ ତାକୁ ଉପରୁ ଅନେଇଁ ରହିଲି । ସେମିତି ସେଇ ଫାଟରେ ଅନେକ ସମୟ ଛିଡା ହେଇ ମୁଣ୍ଡ ଟୁଙ୍ଗାରି ଏପଟ ସେପଟ କରି ଆମ ବାଡି ପଟ ସାରା ଅନଉ ଥାଏ । ଏମିତି କିଛି ସମୟ ଚାହିଁଲା ପରେ ତାଙ୍କର ସେଇଟାକୁ ବାହାର କରି ଆଗପରି ହଲେଇ ହଲେଇ ମୁତିଲା । ଇଚ୍ଛା ତ ହେଉଥାଏ ପାଖକୁ ଧାଇଁ ଯାଇ ଭିଡି ଧରନ୍ତି ପୁଣି ଭାବିଲି ରହ, ଆଉ ଦିନେ ଦି’ଦିନ ମୁଁ ଏମିତି ତା’କୁ ଦେଖେଇ ନ ହୁଏଁ ତା ପରେ ପୁଣି ଥରେ ହଠାତ୍ ମାଡିବସି ଧରି ପକେଇବି; ଯାହା ହେଲେ ହେବ ।

ହେଲେ ତା ପରଦିନ ଇଏ କଣ ? ସିଏ କେତେବେଳୁ ଆସି ବାଣ୍ଡଟାକୁ ଉପରକୁ ଟେକି ଟେକି ସେଇ ଦିନ ପରି ପିଶୁଛନ୍ତି । ଅନେକ ଦିନ ପରେ ପୁଣି ସେମିତି ଟାଣୁଆ ବାଣ୍ଡକୁ ପିଶିବା ଦେଖି ମୋ ବିଆରୁ ବି ଲାଳ ଗଡି ପଡିଲା । ଇଚ୍ଛା ହେଲା ଧାଇଁ ଯାଇ ସେଇ ବାଡି ପଟେ ଏକା ଠିଆ ଠିଆ ପେଲେଇ ହେବାକୁ ସେଇଥିପାଇଁ ପାହାଚରୁ ଓହ୍ଲାଇ ତଳକୁ ଆସୁ ଆସୁ ଦେଖିଲି ବାପା ପାହାଚ ତଳେ ବସି କାହା ସହ ଗୋଟିଏ ଗପୁଛନ୍ତି । ଗଲା ସବୁ ମାର୍ ହେଇ । ଏମିତି ସୁଯୋଗ ଯେ ଆଉ କେବେ ମିଳିବ କେଜାଣି ।

ତାଙ୍କର ନର୍ମାଲ ବାଣ୍ଡକୁ ତ ଶିଘ୍ର ଭରି ପାରନ୍ତି ନି, ଆଉ ଏଇ ଟାଣୁଆ ବାଣ୍ଡଟା ମତେ ଦେଖି ନିଶ୍ଚୟ କିଛି ନା କିଛି ହେବ, ହେଲେ ବାପା ତ ଦ୍ବାରପାଳ ପରି ଜଗି ବସିଛନ୍ତି । କେମିତି ଯିବି, କଣ କରିବି ଭାବି ଭାବି ପୁଣି ଥରେ ଧାଇଁ ଗଲି ସେଇ ଝରକା ପାଖକୁ । ଓଃ ମାଇଁ ଗଡ୍ ବାଣ୍ଡଟା ତ ପୁରା ଉପରକୁ ଟାଣି ଭିଡି ହେଇ ଫୁତ୍କାରି ଉଠୁଛି । ତା ଉପର ନାଲି ଟୋପାଟା ପୂର୍ଣ୍ଣ ପ୍ରସ୍ଫୁଟିତ ରକ୍ତ ଗୋଲାପ ପରି ଦେଖାଯାଉଛି । କଣ ସେଦିନ ପରି ଭିଡିଓ କଲରେ ଅଛନ୍ତି କି ? ନା… ତ… ସେଇଟାକୁ ପୁରା ଦୁଇ ହାତରେ ଠେଙ୍ଗା ଧରିଲା ପରି ମୁଠେଇ ଧରି ଖୁବ୍ ଜୋର୍ ଜୋରରେ ତଳ ଉପର ତଳ ଉପର ରଗଡୁଛନ୍ତି । 🐎 Odia Sex Stories (242), Odia Sex Gapa.

x