Odia Sex Gapa (77) : ଏହି କାହାଣୀର ପୂର୍ବ ଭାଗରେ ଆପଣ ମାନଙ୍କ ଯାହାସବୁ କମେଣ୍ଟସ ମୁଁ E-mail ରେ ଓ Hangout ରେ ପାଇଲି ସେ ସବୁ ସରିତା ପାଖକୁ ପଠେଇଦେଲି l ସରିତା ସେ ସବୁ ଦେଖି ଖୁବ ଖୁସି ହୋଇଗଲା ଆଉ ତା ଜୀବନରେ ଘଟିଥିବା ପରବର୍ତୀ ଘଟଣା ସବୁ ମୋତେ କହିଲା ଯାହାକି ଆଜି ମୁଁ ଏ ଗପର ଏହି ଭାଗରେ ଲେଖୁଛି l ଆଶା ଆପଣଙ୍କୁ ଭଲ ଲାଗିବ ଓ ଆପଣ ତାକୁ ଉପଭୋଗ କରିବେ l
ରିତା ମାଉସୀ ଆମ ଘରେ ଦୁଇ ଦିନ ରହିଲେ ଓ ଆମେ ସେ ଦୁଇଦିନ ଖୁବ ମଜ଼ା କଲୁ ଗଲାବେଳେ କହିଲେ ଆଲୋ ସରିତା କେବେ ସୁବିଧା ଦେଖି କଟକ ଆସେ, ମୁଁ ତୋତେ ଆମ ଗ୍ରୁପରେ ମିଶେଇ ଦେବି l ତୋ ଭଳି ଝିଅଟେ ଆମ ଗ୍ରୁପରେ ପାଇଲେ ଆମ ଅନ୍ୟ ମେମ୍ବର ମାନେ ଖୁବ ଖୁସି ହେବେ l ମୁଁ କହିଲି ହଉ ମାଉସୀ କେବେ ସୁବିଧା ଦେଖି ଆସିବି l ଆଉ ଗଲାବେଳେ ବୋଉକୁ କହିଲେ ଆଲୋ ନାନୀ ସରିତାକୁ ଟିକେ କଟକ ପଠା l ଦୁଇ ଚାରି ଦିନ ରହି ବୁଲାବୁଲି କରି ଆସିବ l କଲେଜରେ ମୋ ସହ ସାଙ୍ଗ ହେବାକୁ ବହୁତ ଟୋକା ଆଗ୍ରହ ପ୍ରକାଶ କରୁଥିଲେ l କିଛି କାମ ନଥିଲେ ବି ମୋ ସହ ଆସି କଥା ହୁଅନ୍ତି l ମୋର କିଛି ବି ଅସୁବିଧା ହେଲେ ସଙ୍ଗେସଙ୍ଗେ ତାହାର ସମାଧାନ କରିଦିଅନ୍ତି l
| Odia Jouna Kahani, Odia Sex Stories.
କଲେଜରେ ଶିକ୍ଷକ ମାନେ ବି ମୋ ସହ କଥା ହେବାକୁ ବ୍ୟାକୁଳ ଥାନ୍ତି l ଶୁଣିଥିଲି ମୋତେ କାଳେ ସମସ୍ତେ କଲେଜ କୁଇନ ବୋଲି ଡାକୁଥିଲେ l ସୁନ୍ଦର ଝିଟିଏ ହେବା ଫାଇଦା କଣ ତାହା ମୁଁ ଜାଣିପାରୁଥିଲି l ମୁଁ ବି ମୋ ସୁନ୍ଦର ହେବାର ଫାଇଦା ଖୁବ ଉଠଉଥିଲି l କିନ୍ତୁ କାହାକୁ ବି ଲାଇନ ଦଉନଥିଲି l ଟୋକାମାନେ ମୋ ଆଙ୍ଗୁଠି ଅଗରେ ନାଚୁଥିଲେ l ଆଉ ମୁଁ ତାହାକୁ ଖୁବ ଉପଭୋଗ କରୁଥିଲି l ମଝିରେ ମଝିରେ ସୁଯୋଗ ପାଇଲେ ଭାଇନାଙ୍କଠୁ ଗିଁହା ଖାଉଥିଲି l ଦେହର ଭୋକ ମିଟିଗଲା ପରେ ଆଉ କଲେଜ ଟୋକାଙ୍କୁ କିଏ ପଚାରେ l ଏ ଭିତରେ ଦୁଇ ବର୍ଷ ହୋଇ ଗଲାଣି ମୁଁ +2 ପରେ ସେଇ କଲେଜରେ +3 ରେ କେମେଷ୍ଟ୍ରି ଅନର୍ସରେ ଆଡ଼ମିସନ ନେଲି l
ପଡିଶା ଘର ରାଣ୍ଡି ଭାଉଜଙ୍କୁ ଟଙ୍କା ଦେଇ କଲି – III | Odia Sex Stories >>>
ଏ ଭିତରେ ଦିଦିର ବି ଗୋଟିଏ ପୁଅ ହେଇ ସାରିଲାଣି l ଦିଦି ଭାଇନା ଓ କୁନି ପୁଅ ଖୁବ ଖୁସିରେ ରହୁଥାନ୍ତି l କିନ୍ତୁ ତାଙ୍କ ଖୁସି ଆଉ ବେଶିଦିନ ରହିଲାନି l ଭାଇନାଙ୍କ ହଠାତ କମ ବୟସରେ ଡାଏବେଟିସ ବାହାରିଗଲା l ସେ ଡାକ୍ତରଙ୍କ ପାଖକୁ ଯାଇ ମେଡ଼ିସିନ ଖାଇବା ଆରମ୍ଭ କଲେ l ପ୍ରଥମେ ପ୍ରଥମେ ଖୁବ ଝଡିଗଲେ l ଅବଶ୍ୟ ପରେ ଔଷଧ ଖାଇ ଓ କିଛି କସରତ କରି ଏବେ ଭଲ ଅଛନ୍ତି । ଭାଇନାଙ୍କ ଡାଇବେଟିସ ବାହାରିବା ପରେ ତାଙ୍କଠୁ ଆଉ ଗିହାଁ ଖାଇବା ପ୍ରାୟ ବନ୍ଦ ହୋଇଗଲା l ଥରେ ଦୁଇଥର ଆମେ ଚେଷ୍ଟା କରିଥିଲୁ କିନ୍ତୁ ସେଇ ଆଗର ଷ୍ଟାମିନା ଆଉ ତାଙ୍କର ନଥିଲା l 3/4 ମିନିଟରେ ତାଙ୍କର ବାହାରି ଯାଉଥିଲା l ମୋ ଦେହର ଭୋକ ମରିବା ଆଗରୁ ହିଁ ସେ ଥକିଯାଉଥିଲେ l ତେଣୁ ତାଙ୍କଠୁ ସୁଖ ପାଇବା ଆଶା ଛାଡିଦେଲି l
+3 ଫାଷ୍ଟ ଇଅର ପଢିଲା ବେଳେ ଆମ ଉପର ବ୍ୟାଚରେ ରାହୁଲ ପରିଡା | Odia Sex Gapa (77)
ବୋଲି ଗୋଟେ ଟୋକା ପଢ଼ୁଥିଲା l ତା ବାପା ଜଣେ ବଡ କଣ୍ଟ୍ରାକ୍ଟର ଥିଲେ l ସେ ବି ଦେଖିବାକୁ ଖୁବ ହାଣ୍ଡସମ ଥିଲା l ଖୁବ ପଇସା ଵାଲା ଟୋକା ଥିଲା l କଲେଜକୁ ସେ ବୁଲେଟ ମଟର ସାଇକେଲରେ ଆସୁଥିଲା l ବହୁତ ଝିଅ ତା ପଛରେ ପଡ଼ିଥିଲେ l କିନ୍ତୁ ମୁଁ ଦେଖିଲି ସେ ମୋ ପଛରେ ପଡିଛି l ଅଯଥା କଥାରେ ଆସି ମୋ ସହ ଗପେ l ମୋତେ ସାହାଯ୍ୟ କରିବାକୁ ସବୁବେଳେ ଆଗଭର l ବେଳେବେଳେ ମୁଁ ଘରକୁ ଚାଲିଚାଲି ଗଲାବେଳେ ସେ ମୋତେ ତା ବାଇକରେ ଲିଫ୍ଟ ଅଫର କରିଛି l ମୁଁ କିନ୍ତୁ ହସିଦେଇ ମନା କରିଦିଏ l କିନ୍ତୁ ମୁଁ ଦେଖିଲି ଯେତେ ଆଭୋଏଡ଼ କଲେ ବି ସେ ମୋ ପଛରେ ପଡିଛି l ମୋ ସାଙ୍ଗମାନେ ମୋ ସହ ଥଟା କରନ୍ତି ଆଉ କୁହନ୍ତି ରାହୁଲ ଯେଭଳି ତୋ ପିଛା ପଡିଛି ତୋତେ ପଟେଇକି ହିଁ ରହିବ l ମୁଁ ବି ଟିକେ ଫୁଟାଣି ମାରି କହିଦିଏ ମୋତେ ପାଇବା ପିଲା ଗୋପପୁରରେ ବଢୁଛି l
ଏଠି ସେମିତି କେହି ନାହାନ୍ତି l ଭାଇନାଙ୍କ ଦେହ ଖରାପ ହେବା ପରେ ମୋ କଥା ବୁଝିବାକୁ ଆଉ କେହି ନଥିଲେ l ରାତିରେ ଇଛା ହେଲେ ବିଆରେ ଆଙ୍ଗୁଠି ମାରି କାମ ଚଳାଏ l ଆଉ ଏପଟେ ରାହୁଲ ମୋ ପିଛା ଛାଡ଼ୁନଥିଲା l ନ ଚାହିଁଲେ ବି ତା ଆଡକୁ ଧୀରେ ଧୀରେ ଆକୃଷ୍ଟ ହେବାରେ ଲାଗିଲି l ବେଳେବେଳେ କଲେଜରେ ଏକା ବସିଥିଲା ବେଳେ ସେ ଆସି ମୋ ପାଖରେ ବସିଯାଏ ଆଉ ମୋ ସହ ୟାଡୁ ସାଡ଼ୁ ଗପେ l ଆଉ ଦିନେ ସୁବିଧା ଦେଖି ମୋତେ ସେ ଭଲ ପାଉଛି ବୋଲି କହିଦେଲା l ମୁଁ ହଁ କି ନାହିଁ କିଛି ବି କହିଲିନି l କହିଲି ମୁଁ ଚିନ୍ତା କରି କହିବି l ଏକଥା ସାଙ୍ଗ ମାନଙ୍କୁ କହିବାରୁ ସେମାନେ ମୋତେ ଲକି ବୋଲି କହିଲେ l କହିଲେ ଆରେ ତାର କଣ ନାହିଁ ଆଉ ତା ପିଛା କେତେ ଯେ ଝିଅ ପାଗଳ ପାରି ପଡିଛନ୍ତି l ଆଉ ସେ ଯଦି ତୋତେ ପ୍ରପୋଜ କଲା ତୁ ହଁ କହିଦବା କଥା l ସବୁ ଠିକ ଯେ ଆମ ଦୁଇଜଣଙ୍କ ଜାତି ଅଲଗା ଥିଲା l ମୁଁ ଶାସନି ବ୍ରାହ୍ମଣ ଘର ଝିଅ ଆଉ ସେ ଖଣ୍ଡାୟତ l ବାପା ଜାଣିଲେ ଜୀବନରେ ମାରିଦେବେ l କିଛିବି ଚିନ୍ତା କରିପାରୁନଥିଲି l
| Odia Sex Gapa (77)
ଗୋଟେ ସପ୍ତାହ ଚିନ୍ତା କରିବା ପରେ ଶେଷରେ ଭାବିଲି ତାକୁ ହଁ କହିଦେବି l ପରେ ଯଦି କିଛି ହେବ ଦେଖିବା l ଦିନେ ସେ ପୁଣିଥରେ ପଚାରିବାରୁ ତାକୁ ହଁ କହିଦେଲି l ସେ ଖୁସିରେ ମୋ ହାତ ଧରି ଚୁମିଦେଲା l ଓଃ ବହୁତ ଦିନ ପରେ ଜଣେ ପୁଅପିଲାର ସ୍ପର୍ଶ ପାଇ ମୋ ଦେହରେ ଶିହରଣ ଖେଳିଗଲା ଆଉ ଭାଇନାଙ୍କ ସହ ହୋଇଥିବା ମୋ ପୁରୁଣା ଅନୁଭୂତି ସବୁ ମନେ ପଡିଗଲା l ସେତେବେଳକୁ ତାର ଥାର୍ଡ଼ ଇଅର ଆଉ ମୋର ସେକେଣ୍ଡ ଇଅର l ଏକା ପାଇଲେ ରାହୁଲ ମୋତେ ହଗ କରେ ଆଉ କିସ ବି କରେ l ମୁଁ ବି ତାକୁ କିସ କରେ l ଏମିତି କିଛିଦିନ ଚାଲିଲା ପରେ ଆମ କେମେଷ୍ଟ୍ରି ଡିପାର୍ଟମେଣ୍ଟର ପିକନିକ କୋଣାର୍କରେ ହେବା ପାଇଁ ସ୍ଥିର ହେଲା l ପୁରା ତିନୋଟି ଯାକ ଇଅରର ପିଲାମାନେ ଯିବାପାଇଁ ସ୍ଥିର ହେଲା l
ଡିସେମ୍ବର ମାସ ଶେଷ ରବିବାର ଦିନ ପିକନିକ ଠିକ ହେଲା l ଦୁଇଟି ବସ ବି ଠିକ ହେଲା l କୋଣାର୍କକୁ ପିକନିକରେ ଯିବା ଠିକ ହେଲାପରେ ରାହୁଲ ବହୁତ ଖୁସି ଥିଲା ପାରି ଲାଗିଲା l ସେ ମୋତେ କହିଲା ସରିତା ଆମେ ବସରେ ନଯାଇ ମୋ ବାଇକରେ ସାଙ୍ଗ ହୋଇ ଯିବା l ମୁଁ କହିଲି ଯଦି କିଏ ଦେଖିବ ତ କଥା ଖରାପ ହେବ l ସେ ଟିକେ ଅଭିମାନ କରି କହିଲା ତା ମାନେ ତୁମେ ମୋତେ ଭଲ ପାଉନ l ଆରେ ଆଜି ନ ହେଲେ ତ ପରେ ସବୁ ଏକଥା ଜାଣିବେ l ଶେଷରେ ତା କଥାରେ ରାଜି ହେଲି ଆଉ କହିଲି ହଉ ଠିକ ଅଛି ସାଙ୍ଗ ହୋଇ ଯିବା l ଆଉ ପିକନିକ ଦିନ ମୁଁ କଲେଜ ନ ଯାଇ ନଈ ପାଖରେ ରାହୁଳକୁ ଅପେକ୍ଷା କଲି l ଗୋଟେ ଗ୍ରୀନ କଲରର ସଲ୍ୱାର କାମିଜ଼ ପିନ୍ଧିଥିଲି ଆଉ ଓଢଣୀକୁ ମୋ ମୁହଁରେ ଢାଙ୍କି ଦେଇଥିଲି l ଦେଖିଲେ କେହି ଯେମିତି ଚିହ୍ନି ପାରିବେନି l
| Odia Sex Gapa (77)
ଠିକ ସମୟରେ ରାହୁଲ ଆସିଲା ଆଉ ଆମେ ତା ବୁଲେଟରେ ବାହାରିଲୁ l କିଛି ବାଟ ଗଲା ପରେ ସେ କହିଲା ଆରେ ସରିତା ଆଉ ଟିକେ ଲାଗିକି ବସୁନ l ମୁଁ ବି ଜାଣି ପାରିଲି ସେ କଣ ଚାହୁଁଛି ତେଣୁ ତା ଦେହକୁ ଲାଗିକି ବସିଗଲି ଆଉ ମୋ ଦୁଧକୁ ତା ପିଠିରେ ସଟେଇଦେଲି l ମୋ ଡାହାଣ ହାତ ତା ଜଙ୍ଘରେ ଥୋଇଦେଲି l ସେ ଖୁସି ହୋଇ ମୋଟର ସାଇକେଲ ସ୍ପିଡ଼ ବଢ଼େଇଦେଲା l ଆମ ପିକନିକ କୋଣାର୍କ ଆଗରେ ନୂଆନଈ ପାଖରେ ହେଉଥିଲା l କୋଣାର୍କରେ ପହଞ୍ଚିଲା ପରେ ସେ ବାଇକ ନେଇ ଗୋଟେ ହୋଟେଲ ପାଖରେ ରଖିଲା l ମୁଁ ପଚାରିଲି ଏଠାକୁ କଣ ପାଇଁ ଆଣିଲ, ସେ କହିଲା ବସ ଆହୁରି ବାହାରିନି ଏତେ ଜଲ୍ଦି ଯାଇ କଣ କରିବା, ଏଠି ଟିକେ ରେଷ୍ଟ ନେଇ ବସ ବାହାରିଲେ ଯିବା l | Odia Jouna Kahani, Odia Sex Stories.