Odia Sex Gapa (48) : ର ଆଉ ଏକ ଅଧ୍ୟାୟ କୁ ସ୍ଵାଗତ, ମୋ ନାଁ ସାନ୍ତନୁ, ମୁଁ ଗୋଟେ ଫାଇନାସ କମ୍ପାନୀରେ କାମ କରେ। ସେଇ କମ୍ପାନୀରେ ମୋର କାମ କରିବାର ୬ ମାସ ହେଇ ସାରିଥିଲା । ଆଉ ସେଇ ସମୟରେ ମୋର ସେଇଠି ଗୋଟେ ଝିଅ ସହ ସମ୍ପର୍କ ଗଢି ଉଠିଥିଲା, ତା ନାଁ ରେଖା। ସେ ମୋ ଅଫିସର ହେଇଥିବାରୁ ସମ୍ପର୍କ ଅଧିକ ବଢି ଯାଇଥିଲା । ଆମ ଭିତରରେ ପ୍ରେମ ସମ୍ପର୍କ ଆମ ସାଙ୍ଗ ମାନେ ଜାଣି ସାରିଥିଲେ । ଥରେ ମୋ ବାର୍ଥଡେ ରେଖାକୁ ମୁଁ ଆମ ଘରକୁ ଡ଼ାକିଥିଲି। ସେଇ ବାର୍ଥଡେ ପାର୍ଟିରେ ମୋର ଅନ୍ୟ ସାଙ୍ଗ ମାନେ ବି ଥିଲେ । ଏମିତିକି ଆମର ସବୁ ପଡୋଶୀ ବି ଥିଲେ । ମୋର ସବୁ ପଡୋଶୀ ଏବଂ ଆମ ଘର ଲୋକ ଆମ ସମ୍ପର୍କ ବିଷୟ ରେ ସମସ୍ତେ ଜାଣନ୍ତି ।
ମୋର ଗୋଟେ ପିଲାଦିନର ସାଙ୍ଗ ଥିଲା ଯିଏ କି ଆମ ଘର ପାଖରେ ରୁହେ, ତା ନାଁ ରାହୁଲ । ତା ଘର ଲୋକ ଏବଂ ମୋ ଘର ଲୋକ ଭିତରେ ଭଲ ସମ୍ପର୍କ ଅଛି । ରାହୁଲ ଆମ ଘର କୁ ସବୁବେଳେ ଯିବା ଆସିବା କରେ । ସେ ଯେତେବେଳେ ବି ଆମ ଘରକୁ ଆସେ ମୋ ମା ତାକୁ ନିଶ୍ଚୟ କିଛି କରିକି ଖାଇବାକୁ ଦିଅନ୍ତି କାରଣ ସେ ବହୁତ ଖାଇବା ପ୍ରିୟ ଏବଂ ଭଲ ରୋଷେଇ ବି କରେ । ଏମିତିକି ସେ ଅନେକ ଥର ଆମ ଘର ଲୋକଙ୍କୁ ଖାଇବା ତିଆରି କରି ସମସ୍ତଙ୍କୁ ଖୁଆଇଛି । ସେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିଛି କିନ୍ତୁ ସେ ଏବେ କିଛି ଜବ କରି ନାହିଁ । ମୋର ବି ରାହୁଲ ଘରକୁ ଯିବା ଆସିବା ଲାଗି ରହିଥାଏ ।ରାହୁଲର ଗୋଟେ ସାନ ଭଉଣୀ ଅଛି ତା ନାଁ ତୁଳସୀ । ତା ଓ ମୋ ଭିତରେ ବହୁତ ଭଲ ଦୋସ୍ତି ଅଛି । ସେ ମୋ ଠାରୁ ୪ ବର୍ଷ ସାନ ତାପରେବି ଯଦି ମୋର କିଛି ଜିନିଷ ଆବଶ୍ୟକ ହୁଏ ମୁଁ ତାକୁ କହିଦିଏ । ସେ ବି ମୋ କାମ ସଙ୍ଗେ ସଙ୍ଗେ ବିନା ଆପ୍ପତିରେ କରିଦିଏ ।
ମାଉସି ପ୍ରେମ | Odia Sex Stories
ଯେତେବେଳେ ଆମେ ସ୍କୁଲରେ ପଢୁଥିଲୁ ତୁଳସୀ ଆମ ହୋମୱର୍କ କରି ଦେଉଥିଲା । ସେ କେବିବି ମନା କରେ ନାହିଁ ମୋ ହୋମୱର୍କ କରିବା ପାଇଁ କାରଣ ତାର ମୋ ବହୁତ ଭଲ ପଡେ ଆଉ ଉଲ ସାଙ୍ଗପରି । ଯେତେବେଳେ ବି ଆମକୁ ସମୟ ମିଳେ ଆମେ ବୁଲିବା ପାଇଁ ଚାଲିଯାଉ । | Odia Sex Gapa (48)
ରେଖା ବିଷୟରେ ବି ତୁଳସୀ ବହୁତ ଭଲସେ ଜାଣିଛି । ରେଖା ବି ତୁଳସୀ କୁ ଜାଣିଛି । ରେଖା ଆମ ଘରକୁ ଅନେକ ଥର ଆସେ ତେଣୁ ତାର ଦେଖା ଶକ୍ଷାତ ତୁଳସୀ ସହ ହେଇଯାଏ । ମୋ ମା ତୁଳସୀ କୁ ବହୁତ ପସନ୍ଦ କରନ୍ତି ॥ଏମିତିକି ସେ ମୋତେ କେତେ ଥର କହିଛନ୍ତି ତୁ ଯଦି ରେଖା ଜାଗାରେ ତୁଳସୀ କୁ ପସନ୍ଦ କରିଥାନ୍ତୁ ବହୁତ ଭଲ ହେଇଥାନ୍ତା ।
ମୁଁ ତାଙ୍କୁ କୁହେ ମୁଁ ତୁଳସୀକୁ କେବେବି ସେ ନଜର ରେ ଦେଖି ନାହିଁ, ତମେ ତ ଜାଣିଛ ରେଖା ଓ ମୋ ସମ୍ପର୍କ ବିଷୟରେ, ତୁଳସୀକୁ ମୁଁ ମୋ ସାଙ୍ଗର ଭଉଣୀ ବୋଲି ଭାବେ ଏବଂ ତା ମୋ ଭିତରେ ବହୁତ ଭଲ ବନ୍ଧୁତା ଅଛି ।
ତୁଳସୀ ସବୁବେଳେ ମୋ ସହଥାଏ ଏବଂ ସେ ବି ସବୁବେଳେ ମୋ ପଛରେ ଥାଏ । ଗୋଟେ ଥର ରେଖା ବୁଲିଯିବା ପାଇଁ ପ୍ଳାନ କଲା । ସେ କହିଲା କି ଆଜି ମୋ ତରଫରୁ ଏ ପ୍ଳାନ ହଉଛି, ଯାହା ଖର୍ଚ ହବ ମୁଁ ଦେବି । ମୁଁ,ରାହୁଲ ଓ ତୁଳସୀ ଏବଂ ରେଖା ସହ ବୁଲିବା ପାଇଁ ଚାଲିଗଲୁ । ସେ ଦିନ ରେଖା ସବୁ ଖର୍ଚ ବହନ କଲା । ଆମେମାନେ ସେଦିନ ବହୁତ ମସ୍ତି କଲୁ ଏବଂ ବହୁତ ମଜା ଆସିଲା । ଯେତେବେଳେ ଆମେ ବୁଲୁଥିଲୁ ରେଖା ତୁଳସୀକୁ ପଚାରିଲା ତୁମର କେହି ବୟ ଫ୍ରେଣ୍ଡ ନାହାନ୍ତି । ସେ କହିଲା କି ନା ମୋର କେହି bf ନାହାନ୍ତି । ସେଦିନ ତୁଳସୀ ଓ ରେଖା ମଧ୍ୟରେ ବହୁତ ଭଲ ଦୋସ୍ତି ହେଇଗଲା । ସେମାନେ ଦୁଇ ଜଣ ଫୋନ ନମ୍ବର ଦିଆ ନିଆ ହେଇ ତପରଠୁ କଥା ହେଲେ । ତମେ ଜାଣିଛ ନା ଝିଅ ମାନେ ଗପିବା ଆରମ୍ଭ କରିଲେ ସରିବାର ନା ଧରନ୍ତିନି ॥ ଏମିତି ୬ ମାସ ବିତିଗଲା ॥ ତାପରେ ତୁଳସୀର ବାର୍ଥଡେର ୧୦ ଦିନ ଆଗରୁ ସମସ୍ତଙ୍କୁ ଇନଭାଇଟ କଲା ॥
| Odia Sex Gapa (48)
ଯେଉଁ ଦିନ ତୁଳସୀର ବାର୍ଥଡେ ଥିଲା ସେଦିନ ଆମେ ସମସ୍ତେ ରାହୁଲଙ୍କ ଘରେ ପହଞ୍ଚିଗଲୁ । ତୁଳସୀ ଏବଂ ତାଙ୍କ ପରିବାର ଲୋକେ ଆମକୁ ବହୁତ କଲେ ॥ ମୁଁ ତୁଳସୀ ପାଇଁ ଗୋଟେ ଭଲ ଗିପ୍ଟ ନେଇ ଯାଇଥିଲା ଏବଂ ସେଦିନ ମୋ ସହ ରେଖାବି ଯାଇଥିଲା । ଯେତେବଳେ ତୁଳସୀ କେକ କାଟିଲା ସେ ପ୍ରଥମେ ମୋତେ ତା ହାତରେ ଖୁଆଇଲା ଏବଂ ମୁଁ ବି ତାକୁ ମୋ ହାତରେ ଖୁଆଇଲି ।
ଆମେ ସବୁ ବହୁତ ଖୁସିଥିଲୁ ଏବଂ ବହୁତ ଭଲ ଭାବରେ ତୁଳସୀର ଜନ୍ମଦିନକୁ ଉପଭୋକ କଲୁ ॥ କିନ୍ତୁ ଏହି ଘଟଣା ରେଖା କୁ ଜମା ବି ପସନ୍ଦ ନଥିଲା କି ହଜମ ହେଲା ନାହିଁ କାହିକିଁ ନାଁ ଇର୍ସା ବହୁତ ଖରାପ ବହୁତ ଭଲ ଭଲ ସମ୍ପର୍କକୁ ବି ଖରାପ କରେଇ ଦିଏ ।
ସେ ମୋତେ କହିଲା ତାକୁ ଏମିତି ଲାଗୁଛି ଯେମିତି ତୁଳସୀ ଓ ମୋ ଭିତରେ କିଛି ଚକର ଚାଲିଛି । ମୁଁ ତାକୁ କହିଲି ତୁମେ ଏମିତି କଥା କେମିତି ଭାବି ପାରୁଛ, ତୁମେ ବି ତୁଳସୀ ସହ କଥା ହେଉଛ, ସେ ଜମାରୁ ଏମିତିକା ଝିଅ ନୁହେଁ ଏବଂ ନା ମୁଁ କେବେ ତା ବିଷୟରେ କେବେ ଏମିତି କଥା ଭାବିଛି । | Odia Sex Gapa (48)
କିନ୍ତୁ ରେଖା ମୋ ଉପରେ ଜମାରୁ ଭରସା କରୁନଥିଲା, ଫାଳୁତ ରେ ସେ ମୋ ଉପରେ ସକ କରୁଥିଲା ॥ ଯେତେବେଳେ ତୁଳସୀ ଓ ମୋ ଭିତରେ ସେମିତିକି କିଛି ସମ୍ପର୍କ ନଥିଲା । ମୁଁ ଜାଣି ନାହିଁ କାହିଁକି ତା ମନରେ ଏମିତି ଧାରନା ସୃଷ୍ଟି ଆଉ ସେ ମୋତେ ଏମିତି ସବୁ କହିଲା । ମୁଁ ଯେବେ ତୁଳସୀକୁ ଏହି କଥା କହିଲି ସେ କହିଲା ମୁଁ ରେଖା ଓ ତୁମ ଭିତରେ ଥିବା ଭୁଲ ବୁଝାବଣାକୁ ଦୂର କରିବା ପାଇଁ ଚେଷ୍ଟା କରିବି ।
| Odia Sex Gapa (48), | Odia Sex Stories