Skip to content

ସେକ୍ସି ଝୁନୁ ର ପାଗଳ ପ୍ରେମୀ – 2 | Odia Sex Gapa

🔥 Odia Sex Gapa (173) : ତୁମେ….?ସେ କିନ୍ତୁ ଆଉ କିଛି ନ କହି କଥା ବୁଲେଇବାକୁ ଲାଗିଲା ଓ  ଯିବା ପାଇଁ ବାହାରିଲା ।ସେଦିନ ଆଉ କଥା ବଢିଲାନି,ରାତିଟା ଯାକ ମୋତେ ଖାଲି କଅଣ ହଜେଇ ଦେଲାପରି ଲାଗିଲା ।ଦୁଇ ପେଗ୍ ହୁଇସ୍କି ନେଲା ପରେ ଟିକେ ମୁଡ୍ ବନିଲା,ରାତିରେ ତା ନାଆଁରେ ହଲେଇ ବାହାର କରି ଶୋଇଲି ।ସକାଳ ୯ ଟା ପରେ ତାର ସ୍ବାମୀ ଓ ପୁଅ ଗଲାପରେ ସେ ଗାଧୋଇ ସାରି ଆଗଭଳି ପତଳା ଶାଢୀ ଗୁଡେଇ ହୋଇ ଆମ ଦାଣ୍ଡ ଦୁଆର ଦେଇ ଛାତ ଉପରକୁ ଉଠିଲା ।ମୁଁ ତ ଦୁଆର ମେଲା କରି ଅପେକ୍ଷା କରିଥିଲି,ଡେରି ନ କରି ତା ପିଛା ଧରିଲି।ମୋତେ ଦେଖି ସିଏ ଟିକେ ଲାଜେଇ ପିନ୍ଧାଲୁଗା ଟାଣିଟୁଣି ସଜାଡିବାକୁ ଚେଷ୍ଟା କଲା ।ହେଲେ ମୁଁ ତାର ଅଧା ଫୁଙ୍ଗୁଳା ଦେହ ଦେଖିବା ପାଇଁ ମୋର ବିକଳ ନଜର ତା ଉପରେ ଜାରି ରଖିଲି , ସେ ହାତ ଉଠେଇ ଦଉଡିରେ ଲୁଗା ଶୁଖେଇ ବା ବେଳେ ତାର ଦୁଇ ନରମ ଟିକେ ଓହଳି ଯାଇଥିବା ୩୮ ସାଇଜ୍ ଦୁଧ ସାଇଡ୍ ରୁ ଦେଖି ମୋ ପ୍ୟାଣ୍ଟ ତଳେ ସଲେଇବା ଆରମ୍ଭ ହେଲା ।ଆଉ ସମ୍ଭାଳି ହେବନି ,ମୁଁ ସିଡିଘରେ ତାର ଫେରିବା ବାଟରେ ଯାଇ ଅପେକ୍ଷା କଲି ।ସେ ଯେମିତି ମୋ ପାଖ ଦେଇ ଗଲା ମୁଁ ପ୍ରଥମେ ତା ହାତ ଧରି ତାକୁ ମୋ ଆଡେ ଭିଡି କୁଣ୍ଢେଇ ପକେଇଲି । “”ଉହୁଁ…..ଉହୁଁ…..ନାଇଁ…..ନାଇଁ…..” କହି ସେ ମୋର ଉଦ୍ବେଗକୁ ଆହୁରି ବଢେଇ ଦେଉଥାଏ,ହେଲେ ମୁଁ ସେତେବେଳକୁ ତାର ସରୁ ଗୋଲାପି ଓଠରେ ମୋର ଗାଢ ଚୁମ୍ବନର ପ୍ରକ୍ରୀୟା ଚାଲୁ କରି ଦେଇଥାଏ ।ତାର ପୁରିଲା ପୁରିଲା ଉଷୁମ ଦେହର ସ୍ପର୍ଶ ଓ ଗନ୍ଧ ମୋତେ ଅଧା ପାଗଳ କରି ସାରିଥାଏ ,

ସେକ୍ସି ଝୁନୁ ର ପାଗଳ ପ୍ରେମୀ – 1 | Odia Sex Gapa

ମୋର ଚଞ୍ଚଳ ହାତ ତାର ଠିକଣା ଜାଗା- ତାର କୋମଳ ଛାତି ,ପେଟ ,ନାଭି ଓ ନିତମ୍ବ ରେ ଅଣ୍ଡାଳୁ ଥାଏ ।ଧୀରେ ଧୀରେ ତାର ପ୍ରତିରୋଧ ବଦଳି ସହଯୋଗରେ ପରିଣତ ହେଇଗଲା ।ମୋର ଗଭୀର ଚୁମ୍ବନ ରେ ମୋହିତ ହେଇ ସେ ବି ମୋର ଜିଭ ଓ ଓଠକୁ ମୋ ଭଳି ଶୋଷିବା ଆରମ୍ଭ କଲା ।ଏବେ ତାର କୁଁ…କୁଁ ଶବ୍ଦ ପ୍ରତିରୋଧ ପାଇଁ ନ ଥିଲା, ଥିଲା କାମନାର ଶୀତ୍କାର, ଯୌନଆନନ୍ଦ ର ପରିପ୍ରକାଶ।ଧୀରେ ଧୀରେ ମୁଁ ଶାଢୀ ଆଡେଇ ତା ଉନ୍ନତ ଛାତିର ଗୋଲେଇ ମାପିବା ପାଇଁ ଚେଷ୍ଟା କଲି।ମୋ ହାତର ସ୍ପର୍ଶ ପାଇ ତା ଦେହ ଥରି ଉଠିଲା ଓ ଶିତ୍କାର ଶବ୍ଦ ଜୋର ଶୁଭିଲା ।ନିଶ୍ବାସ ର ଗତି ବି ବଢିଗଲା ଓ ମୋ ଦେହକୁ ଆହୁରି ଜୋରେ ଜାବୁଡି ଧରିଲା ।ତାର ଦୁଧ ର କୋମଳତା ପାପୁଲିରେ ଉପଭୋଗ କରୁ କରୁ ଟାଣ ହୋଇ ଠିଆ ହେଇଥିବା ସ୍ତନାଗ୍ରକୁ ଦଳି ତାକୁ ଆହୁରି ଉତ୍ତେଜିତ କରିଦେଲି ମୁଁ ଓ ତାପରେ ଗୋଟିଏ ଝଟକାରେ ତଳକୁ ନଇଁପଡି ଗୋଟିଏ ଦୁଧକୁ ପୁରା ପାଟିରେ ପୁରେଇ ଚୋଷି ଖାଇଲି ପାଚିଲା ଆମ୍ବ ଖାଇଲା ପରି ।ଆର ହାତରେ ଆଉ ଗୋଟେ ଦୁଧ ଚାପିଧରି ତା ଭୁଣ୍ଡିକୁ ଚିମୁଟୁ ଥାଏ ।ତାର କୁଁ ….କୁଁ……ଓହୋଃ…..ଆଃ…..ଶବ୍ଦ ଓ ପ୍ରଖର ନିଶ୍ବାସ ଦେଖି ମୋର ଯୌନ ଆଗ୍ରହ ବଢିଗଲା ଓ ମୁଁ ଗୋଟିଏ ହାତ ତଳ ଆଡକୁ ନେଇ ଦୁଇ ଜଙ୍ଘସନ୍ଧିରେ ଲୁଗାଉପରେ ଘଷିବାକୁ ଆରମ୍ଭ କରୁ କରୁ ସେ ମୋ ହାତ ଭିଡି ଧରି କହିଲା -“”””ବାସ୍ ,ଏବେ ସେତିକି ଥାଉ ବାକି ପରେ , ମୁଁ ଏବେ ଠାକୁର ପୂଜା କରିବି ” । ମୋର ଆଗ୍ରହରେ ଟିକେ ଭଟ୍ଟା ପଡିଲା। ହେଲେ ଧୈଯ୍ୟ ରଖିବାକୁ ତ ପଡିବ ।ମୋଠୁ ମୁକୁଳି ଲୁଗା ସଜାଡି ଯାଉ ଯାଉ ପୁଣି ଥରେ ଭିଡି ଆଣି ଅତି ପ୍ରେମରେ ଚୁମାଟିଏ ଦେଲି ଓ ତା ଯିବା ବାଟକୁ ଅନେଇ ରହିଲି ।ମୁଁ ଘରେ ଯାଇ ଖାଲି ଅସ୍ଥିର ମନରେ ଅପେକ୍ଷା କରି ରହିଲି ପୁଣି କେତେବେଳେ ମଉକା ମିଳିବ ।ମୋତେ ଲାଗିଲା ତାକୁ ଆଉ ଟିକିଏ ମନେଇବା ପାଇଁ କିଛି ଉପହାର ଦେବା ଦରକାର । 🔥 Odia Sex Gapa (173), Odia Sex Stories.

ଏମିତି ରେ ସଉକ ପାଇଁ ଖର୍ଚ କରିବାକୁ ତା ସ୍ବାମୀର ରୋଜଗାର ଯଥେଷ୍ଟ ନୁହେଁ ।ତେଣୁ ତାକୁ ବାହାର ବାଲ୍କୋନି ରେ ପାଇ ମୋ ସହ ପାଖ ସପିଙ୍ଗ ସେଣ୍ଟାର୍ କୁ ଯିବାକୁ ଡାକିଲି ।ପ୍ରଥମେ ସିଏ ରାଜି ହେଉ ନ ଥିଲା ,ବହୁତ କହିଲା ପରେ ରାଜି ହେଲା ।ମୁଁ ତ ଜାଣି ପାରୁଥିଲି ସେ ଅଭାବ ଯୋଗୁଁ ଛିଣ୍ଡା ପୁରୁଣା ରେ ଚଳଉଛି ।ବିଶେଷ କରି ଭିତର ପିନ୍ଧା ବ୍ରା ଓ ପେଣ୍ଟି ମୁଁ ଶୁଖୁ ଥିବା ବେଳେ ଦେଖିଛି ।ଘରୁ ସାଙ୍ଗ ହୋଇ ନ ବାହାରି ଏକା ଯାଇ ବଜାର ରେ ଭେଟ ହେଲୁ । ସେଠି ସାଙ୍ଗ ହୋଇ ପ୍ରଥମେ ଗୋଟେ ହଳଦିଆ ଡିଜାଇନର ଫେନ୍ସି ପ୍ରିଣ୍ଟ ଶାଢୀ କିଣି ସାରି ,ବ୍ଳାଉଜ୍,ବ୍ରା ଓ ପେଣ୍ଟି କିଣିବା ପାଇଁ କହିବାରୁ ଲାଜରେ ନାହିଁ ନାହିଁ ହେଉଥିଲା ।ମୁୁଁ ତାକୁ ସିଧା କହିଲି ଯେ ତମର ତ ସେଇ ଜିନିଷ ଗୁଡିକ ନିହାତି ଦରକାର ।ଶେଷରେ ମୁଁ ବହୁତ ବୁଝେଇଲି ।ତଥାପି ବ୍ରା ସାଇଜ୍ 36D କହିଲା ବେଳେ ମୋ ଆଡେ ଅନେଇ ପାରୁ ନ ଥାଏ । ତା ପରେ cosmetics section ରୁ କିଛି କ୍ରିମ୍ ,ପାଉଡର,ନେଲ୍ ପଲିସ୍ ଓ ଶେଷରେ ଚୁଡି କିଣିଲୁ ।ଦୁହେଁ ଦେହ ଲଗାଲଗି ହେଇ ସପିଙ୍ଗ କଲାବେଳର ମଜା ନେଇ ମୋ ମନ ଆହୁରି ଉଡିଲା ।ଦୁହେଁ ଅଲଗା ହୋଇ ଫେରିବା ବେଳେ ତା ମନ ବି ଖୁସି ଥିବା ଦେଖି ମୁଁ

ପଚାରିଲି- “”ମିନୁ ସବୁ ପିନ୍ଧି ଟ୍ରାଏ କରି ଦେଖିବନି”।ସେ ହସି ଦେଇ
ପଚାରିଲା-“”ଆପଣ ଦେଖିବେ”।
ମୁଁ -“”ଦେଖେଇଲେ ଦେଖିବି”।
ଏଥର ଖିଲି ଖିଲି ହସି ମୁଣ୍ଡ ହଲେଇ ମନା କଲା ।ମୁଁ ମୁହଁ ଶୁଖେଇ ଅଭିମାନରେ କହିଲି-“”””ହଉ ତମ ଇଚ୍ଛା , ମୁଁ କିନ୍ତୁ ଖାଲି ତୁମ ପାଇଁ ଦୁଆର ଖୋଲି ଅପେକ୍ଷାରେ ରହିଛି ।”କଥା ସେତିକିରେ ରହିଲା । ଘରେ ଆସି ମୁଁ ମନରେ ତାକୁ ଯେମିତି ପୁରାପରି ନିଜର କରିପାରିବି ଭାବନାରେ ଭାସିଲି ।ଦ୍ବିପ୍ରହର ଗଲା,୪ ଟା ବେଳେ ସେ ତା ପୁଅକୁ ଟିଉସନ୍ ଛାଡିବାକୁ ବାହାରିବା ବେଳେ ମୁଁ ବାହାରେ ବାଲ୍କୋନି ରେ ଥାଏ ।ଆଜି ତାର ଚେହେରା ଦେଖି ମୁଁ ଅନେଇ ରହିଲି,ନୂଆ ଶାଢୀ ଟା ପିନ୍ଧି ମେକ୍ଅପ୍ କରି ପୁରାପୁରି ସେକ୍ସି ଦିଶୁଚି ।ଗେଟ୍ ବନ୍ଦ କଲା ବେଳେ ମୋ ସହ ନଜର ମିଶିଲା ଓ ମୁଁ ଘର ଭିତରୁ ତାକୁ ଫ୍ଳାଇଂ କିସ୍ ଟିଏ ଦେଇ ହାତଠାରି ଆସିବାକୁ ଇସାରା କଲି ।ମୋତେ ଆହୁରି ତଡପେଇ ମାରିବା ପାଇଁ ସେ ଖାଲି ହସି ଦେଇ ଛାତି ଫୁଲେଇ ଓ ପିଚା ଦୋହଲେଇ ଚାଲିଗଲା
।ଆଉ ସମ୍ଭାଳି ହେବନି ଭାବି ମୁଁ ସିଡି ଲେଣ୍ଡିଂ ରେ ଅପେକ୍ଷା କଲି ।ଠିକ୍ ୧୫ମିନିଟ ପରେ ମିନୁ ସିଡିରେ ଉଠୁ ଉଠୁ ମୋତେ ଦେଖି ଏକ ମନଛୁଆଁ ହସ ଦେଇ ଧୀରେ ଧୀରେ ମୋ ଆଡେ ଆସୁଥାଏ ଓ ମୋର ହୃତ୍ ସ୍ପନ୍ଦନ ବଢୁଥାଏ ,ମୋ ପାଖରେ ପହଞ୍ଚି ମୋତେ ଆଡେଇ ହୋଇ ଯାଇ ତା ଘର କବାଟ ଖୋଲିବାର ବାହାନା କଲା ।ମୁଁ ତୁରନ୍ତ ତାକୁ ପଛପଟୁ କୁଣ୍ଢେଇ ଧରି ତାର ତାଲା ଖୋଲୁଥିବା ହାତକୁ ମୋ ହାତମୁଠାରେ ରଖି ତାର ବେକ ଓ କାନମୂଳରେ ମୁହଁ ଗୁଞ୍ଜି କହିଲି-“”””ସିଆଡେ କୁଆଡେ ଯାଉଛ,ମୋ ସହ ଆସ ” । ସେ ଜାଣି ଜାଣି ମିଛ ପ୍ରତିରୋଧ କରି “”””ଉହୁଁ ,କିଏ ଆସିଯିବ” ବୋଲି କହୁଥିଲା କିନ୍ତୁ ମୁଁ ତାକୁ ଭିଡି ଭିଡି ମୋ ଘର ଭିତରକୁ ଆଣି କବାଟ ବନ୍ଦ କରିଦେଲି.. 🔥 Odia Sex Gapa (173), Odia Sex Stories.

x