Skip to content

ଛାଡ଼ପତ୍ର ନେଇଥିବା ମାଧୁରୀକୁ ଶାନ୍ତ କଲି – 1 | Odia Jouna Kahani

🔥 Odia Jouna Kahani (69) : ମୋ ନାଁ ସ୍ୱରୂପ ଓ ମୁଁ ବର୍ତମାନ ଗୋଟିଏ ରାଷ୍ଟ୍ରାୟତ ବ୍ୟାଙ୍କ ରେ ଜଣେ ଉଚ୍ଚ ପଦସ୍ଥ ଅଫିସର ଓ ଭୁବନେଶ୍ୱର ରେ ଅବସ୍ଥାପିତ. ଆଜି ବ୍ୟାଙ୍କ ରେ ଏକ ମୀଟିଙ୍ଗ ଅଛି ସରକାରଙ୍କ ସହ. କିଛି ସରକାରୀ କାର୍ଯ୍ୟକ୍ରମ ରେ ଆମ ବ୍ୟାଙ୍କ କିଛି ଟଙ୍କା ଇନଭେଷ୍ଟ କରିବାକୁ ସରକାରଙ୍କ ତରଫରୁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଫାଇନାଲ ସେଫ ଦେବାପାଇଁ ଆଜିର ଏ ମୀଟିଙ୍ଗ. ସରକାରଙ୍କ ତରଫରୁ ଫାଇନାନ୍ସ ଡିପାର୍ଟମେଣ୍ଟ ର ସ୍ୱତନ୍ତ୍ର ସଚିବ ମାଧୁରୀ ନାୟକ ମାଡାମ ଆସୁଛନ୍ତି. ମାଧୁରୀ ମାଡାମଙ୍କ ନାଁ ଶୁଣିଲା ପରଠୁ ମୋତେ ମନଟା କେମିତି କେମିତି ଲାଗୁଛି. ତାଙ୍କୁ କେମିତି ସାମ୍ନା କରିବି?? 25 ବର୍ଷ ତଳେ ତାଙ୍କ ପ୍ରତି ମୁଁ ଯାହା ଅନ୍ୟାୟ କରିଛି?? ମନଟା ହଠାତ flashback ରେ ଚାଲିଗଲା.

ମାମୁଁ ଘରେ ରୋଜିର ମୋର ଗିହାଁ ଗେହିଁ ହେଲୁ | Banda Bia Kahani

ଏହା ପ୍ରାୟ 25 ବର୍ଷ ତଳର କଥା . ବାପା ଭୁବନେଶ୍ୱର ରେ ସଚିବାଳୟ ରେ ଜଣେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ. ମୁଁ ଘରର ସାନ ପୁଅ ମୋ ଉପରେ ବଡ ଭାଇ ଓ ତାଙ୍କ ତଳେ ଜଣେ ଭଉଣୀ. ବଡଭାଇ କଟକ ରେ ମେଡିକାଲ ପଢୁଥିଲେ ଓ ପଢା ସମୟ ରେ ହିଁ ତାଙ୍କର ଜଣେ ଜୁନିଅର ସହପାଠିନୀଙ୍କୁ ଭଲ ପାଇଗଲେ ଓ ପଢା ସରୁସରୁ ବାହାହୋଇଗଲେ. ଯେହେତୁ ସେ ଝିଅଟି ଅନ୍ୟ ଜାତିର ବାପା ରାଗିଯାଇ ତାଙ୍କୁ ଘରୁ ବାହାର କରିଦେଲେ ଓ ବାହାଘର ପରେ ଦୁହେଁ ଓଡିଶା ଛାଡି ବାହାରକୁ ଚାଲିଗଲେ ଓ ଘର ସହ ସମସ୍ତ ସମ୍ପର୍କ କାଟିଦେଲେ. ଭାଇଙ୍କ ପଢାପଢି ରେ ବାପା ପ୍ରାୟ ତାଙ୍କ ସମସ୍ତ ସଂଚୟ ଖର୍ଚ୍ଚ କରିଦେଇଥିଲେ.
ପରେ ଭଉଣୀର ବାହାଘର ବେଳେ କିଛି ଧାର କରଜ କରିଦେଇଥିଲେ ଓ ଘରର ଆର୍ଥିକ ଅବସ୍ଥା ଖରାପ ଆଡକୁ ଯାଉଥିଲା. ଏ ପରିସ୍ଥିତି ରେ ଅନ୍ୟ ଲାଇନ ରେ ନ ଯାଇ ସେଇ ଗତାନୁଗତିକ ପାଠ BA ଓ ପରେ ବାଣୀ ବିହାର ରୁ MA ପାସ କଲି ଯଦିଓ ମୁଁ ଗୋଟିଏ ମେଧାବୀ ଛାତ୍ର ଥିଲି. ମୋ ପାଠ ସରିଲା ବେଳକୁ ବାପା ଅବସର ଗ୍ରହଣ କରିସାରିଲେଣି ଅବସର ପରେ ଯାହା କିଛି ଟଙ୍କା ମିଳିଲା ତାହା କରଜ ସୁଝିବାରେ ଗଲା. 🔥 Odia Jouna Kahani (69), Banda Bia Kahani.

ଯାହା କିଛି ପେନସନ ମିଳୁଥିଲା ସେଥିରେ ଘର ଖର୍ଚ୍ଚ ଓ ମୋର  ତୁଳନାତ୍ମକ ପରୀକ୍ଷା ର ଫିଜ଼ ଦେବାକୁ ନିଅଣ୍ଟ. ଘର ପରିସ୍ଥିତି ଦିନକୁ ଦିନ ଖରାପ ଆଡକୁ ଯାଉଥିଲା. ତେଣୁ ଦିନେ ବାପା ନିଜର ଦୁଃଖ କଥା ତାଙ୍କ ବିଭାଗର ସଚିବଙ୍କୁ ଜଣାଇଲେ. ସଚିବ ଜଣକ ଖୁବ ଭଲ ଥିଲେ ଓ ବାପାଙ୍କୁ ଭଲ ପାଉଥିଲେ. ବାପାଙ୍କ କଥା ଶୁଣି ସେ ସାଙ୍ଗେ ସାଙ୍ଗେ ଫୁଲବାଣୀ ଜିଲ୍ଲା କଲେକ୍ଟରଙ୍କୁ ଫୋନ ରେ ମୋ ବିଷୟରେ କହିଲେ. ସେତେବେଳେ କଲେକ୍ଟର ମାନେ ଖୁବ ଶକ୍ତିଶାଳୀ | ଥିଲେ ଓ ସାଙ୍ଗେ ସାଙ୍ଗେ ମୋତେ ଗୋଟିଏ ବ୍ଲକ ରେ ଅସ୍ଥାୟୀ କିରାଣୀ ଭାବେ ନିଜକ୍ତି ଦେଇଦେଲେ. ଯଦିଓ ମୋର ସେଇ ଚାକିରୀ ରେ ମନ ନଥିଲା କିନ୍ତୁ ଘରର ପରିସ୍ଥିତି କୁ ଦେଖି ବାଧ୍ୟହୋଇ ସେଇ ଚାକିରୀ ରେ ଯୋଗଦେବାକୁ ଫୁଲବାଣୀ ଅଭିମୁଖେ ବାହାରିଲି।
ଫୁଲବାଣୀ ରେ ପହଂଚି ମୋ ନିଯୁକ୍ତି ପତ୍ର ସଂଗ୍ରହ କଲି. ମୋର ନିଯୁକ୍ତି ଫୁଲବାଣୀ ଠାରୁ ପ୍ରାୟ 30 କିଲୋମିଟର ଦୂର ଫିରିଙ୍ଗିଆ ବ୍ଲକ ରେ ହୋଇଥିଲା. ପର ଦିନ ନିଯୁକ୍ତି ପତ୍ର ନେଇ ଫିରିଙ୍ଗିଆ ବ୍ଲକ ରେ ପହଞ୍ଚିଲି. ବ୍ଲକର BDO ଜଣେ ମାଡାମ ଥିଲେ. ତାଙ୍କ ନାଁ ମାଧୁରୀ ନାୟକ. OAS ଅଫିସର ଭାରି ଡ଼ଣ୍ଠl. ବୟସ ପ୍ରାୟ 34/35. ଖୁବ ଆକର୍ଷଣୀୟ ଚେହେରା. ବ୍ଲକର ସମସ୍ତ କର୍ମଚାରୀ ତାଙ୍କ ନାଁ ଶୁଣିଲେ ଥରହର. ମୁଁ ବ୍ଲକ ରେ ପହଁଚିଲା ବେଳକୁ ସେ ଟୁର ରେ ଯାଇଥିଲେ. ଅପେକ୍ଷା କଲି ସେ ଫେରିଲା ଯାଏଁ. ଆସିଲା ପରେ ମୁଁ ମୋ ନିଯୁକ୍ତି ପତ୍ର ସହ ଜଇନିଙ୍ଗ ରିପୋର୍ଟ ଟା ତାଙ୍କୁ ଦେଲି. ସେଦିନ ବିଶ୍ରାମ ନେଇ ପରଦିନ ଆସିବାକୁ କହିଲେ. ଛୋଟ ଜାଗା ସେଠି ରହିବା ପାଇଁ ହୋଟେଲ ନଥିଲା. ଆଉଜଣେ କିରାଣୀ ଏକା ରହୁଥିଲେ ସେଦିନ ରାତିରେ ତାଙ୍କ ବସାରେ ରହିଗଲି।
ପରଦିନ ଯାଇ ମାଧୁରୀ ମାଡାମଙ୍କୁ ପୁଣିଥରେ ଦେଖାକଲି. ସେତେବେଳକୁ ତାଙ୍କ ପାଖକୁ କଲେକଟର ସାରଙ୍କ ଫୋନ ଆସିସାରିଥିଲା. ତେଣୁ ସେ ମୋତେ ଖାଲିଥିବା ଗୋଟେ ଘର କଲୋନୀ ରେ ଦେଲେ. ମୋ ଯୋଗ୍ୟତା MA ଦେଖି ସେ ଖୁସି ହୋଇଗଲେ. କହିଲେ ସ୍ୱରୂପ ଏଠି ଭଲ କାମିକା ଲୋକ ମିଳନ୍ତିନି. ତୁମେ ଭଲ କାମ କଲେ ତୁମ ଚାକିରୀ ର ସ୍ଥାୟୀତ୍ୱ ପାଇଁ ମୁଁ ସୁପାରିଶ କରିବି. ମୋର ତ ଗୋଟିଏ ଭଲ ଚାକିରୀ ପାଇବା ଯାଏଁ ସେଠି ରହିବାର ଥିଲା ତେଣୁ ମୁଁ ବି ତାଙ୍କ କଥାରେ ହଁ ମାରିଲି. କହିଲି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ଭଲ କାମ କରିବାକୁ ମାଡାମ. ସେଦିନ ମୋତେ କିଛି ହାଲକା କାମ ଦେଲେ କରିବାକୁ. ପରଦିନ ରବିବାର ଥିଲା ଓ ମୁଁ ମୋର ନୂଆ ଘରକୁ ଚାଲିଆସିଲି.

ସେତେବେଳେ ସେମିତି ଛୋଟ ଜାଗାରେ ଖାଇବା ପାଇଁ ଭଲ ହୋଟେଲ ବି ନଥିଲା. କିନ୍ତୁ ପଣ୍ଡା ଭାଇନା ବୋଲି ଜଣେ ଲୋକ ନିଜ ଘରେ ରୋଷଇ କରି ଆମପରି ବେଚଳର ମାନଙ୍କୁ supply କରେ ଓ ମୀଲସ ବାବଦକୁ କିଛି ଟଙ୍କା ନିଏ. ପଣ୍ଡା ଭାଇନା ସହ କଥାବାର୍ତ୍ତା କରି ମୋ ଖାଇବା ଟା ଠିକ କରିଦେଲି. ଆଉ ଅଫିସ କାମରେ ମନ ଦେଲି. ଦିନବେଳେ ଅଫିସ କାମ କରେ ଓ ରାତିରେ ତୁଳନାତ୍ମକ ପରୀକ୍ଷା ପାଇଁ ପଢାପଢି କରେ. ଏମିତି ଭାବରେ ଗୋଟେ ମାସ କଟିଗଲା ଓ ମୋତେ ମୋର ପ୍ରଥମ ଦରମା ମିଳିଲା. ଯାହା ବି ମିଳିଲା ମୋ ଖର୍ଚ୍ଚ ପାଇଁ ଅଳ୍ପ କିଛି ରଖି ବାକିସବୁ ଘରକୁ ବାପାଙ୍କ ପାଖକୁ ପଠାଇଦେଲି।
ମୋ କାମ ଦେଖି ମାଡାମ ଖୁସି ଥିଲେ ଓ ଧୀରେ ଧୀରେ ମୋତେ ଅଧିକରୁ ଅଧିକ କାମ ଦେବାକୁ ଲାଗିଲେ. ମୁଁ ବି ଅଫିସ ସମୟ ଭିତରେ ଯାହା କିଛି ହୁଏ ତାହା କରିଦିଏ ଓ ବାକି କାମ ପର ଦିନ ପାଇଁ ରଖିଦେଇଥାଏ. ଏମିତି ଭାବେ 3 ମାସ କଟିଗଲା ଓ ମୁଁ ମାଡାମଙ୍କ ବିଶ୍ୱସ୍ତ ହେବାରେ ଲାଗିଲି. ମୁଁ ଫାଇଲ ନ ଦେଖିଲେ ମାଡାମ ସାଇନ କରନ୍ତିନି ଓ ଧୀରେ ଧୀରେ ମୋ ଉପରେ ଅଧିକ ନିର୍ଭରଶୀଳ ହେଲେ. ଏହା ଦେଖି ଅଫିସର କିଛି ପୁରୁଣା କର୍ମଚାରୀ ମୋ ଉପରେ ଇର୍ଷା କରିବାକୁ ଆରମ୍ଭ କଲେ. ମୋର କିନ୍ତୁ ଏଥିପାଇଁ ଖାତିର ନଥଲା କାରଣ ମୁଁ ଜାଣିଥିଲି ଯେ ମୁଁ ସେଠି ବେଶିଦିନ ରହିଁବିନି ଯେତେବେଳେ ମୋତେ ଭଲ ଚାକିରୀ ଟେ ମିଳିଯିବ ମୁଁ ସେଠାରୁ ଚାଲିଆସିବି. ଧୀରେ ଧୀରେ ମାଡାମଙ୍କ ବିଷୟରେ ଜାଣିବାକୁ ପାଇଲି. ମାଡାମ ବିବାହିତା କିନ୍ତୁ ମଥାରେ ସିନ୍ଦୁର ଲଗାନ୍ତିନି କାରଣ ସେ ତାଙ୍କ husband ଙ୍କୁ ଛାଡି ଦେଇଥିଲେ ଓ କୋର୍ଟ ରେ ତାଙ୍କ ଛାଡପତ୍ର କେଶ ଚାଲୁଥିଲା. ତାଙ୍କ husband କୁଆଡେ ମଦ ପିଇ ତାଙ୍କୁ ଖୁବ ମାଡ଼ପିଟ କରୁଥିଲେ.

ଯେତେହେଲେ ବି ଜଣେ OAS ଅଫିସର ଆଉ କେତେଦିନ ଏ ସବୁ ସହିଥାନ୍ତେ. ତେଣୁ ଏକା ଏକା ଆସି ଏମିତି ଏକ ଅପନ୍ତରା ଜାଗାରେ ଚାକିରୀ କରୁଥିଲେ ଜାଣିଶୁଣି ସେ ବଦଳି ପାଇଁ ଚେଷ୍ଟା କରୁନଥିଲେ. ତାଙ୍କ ଚେହେରାଟା ଖୁବ ଆକର୍ଷଣୀୟ. ପୁରା ତୋଫା ଗୋରା ନହେଲେ ବି ଶ୍ୟାମଳ ବି ନୁହନ୍ତି. ମୁହଁଟା ଖୁବ ସୁନ୍ଦର ନହେଲେ ବି ଅସୁନ୍ଦର ନୁହେଁ. ଉଚ୍ଚତା 5’4″ ହେବ. ବକ୍ଷୋଜ ଖୁବ ବଡ ବଡ. ଟାଇଟ ଡ୍ରେସରୁ ଫୁଟିକି ବାହାରକୁ ଦେଖାଯାଏ. ଆଉ ପାଚ୍ଛାପଟେ ନିତମ୍ବ ବି ଖୁବ ବଡ଼ବଡ଼. ପାଖ ଦେଇ ଚାଲିଗଲେ ନ ଚାହିଁବା ଲୋକ ବି ଚାହିଁଦେବ. ମାଡାମଙ୍କ ଗୋଟିଏ 9/10 ବର୍ଷର ପୁଅ ଯେ କି ଭୁବନେଶ୍ୱରରେ ବୋର୍ଡିଙ୍ଗ ସ୍କୁଲ ରେ ରହି ପଢୁଥିଲା. ମାଡାମ ତାଙ୍କ କ୍ୱାଟର ରେ ଏକା ରୁହନ୍ତି ଓ ସାଙ୍ଗରେ ଜଣେ ଲୋକାଲ ବୟସ୍କା ସ୍ତ୍ରୀ ଟେ ରୁହେ ଯେ କି ତାଙ୍କର ସବୁ କାମଦାମ କରିଦିଏ. 🔥 Odia Jouna Kahani (69), Banda Bia Kahani.

x