Skip to content

କୋମଳ ଭାଉଜ ମୋ ପଞ୍ଜୁରୀର ଶାରୀ – 1 | Odia Jouna Kahani

🔥 Odia Jouna Kahani (55) : ଫୁଲ ପରି କୋମଳ ଆଉ ସେକ୍ସି ଚାହାଣୀରେ ଛାତି ଚିରିଦେଲା ଭଳି କୋମଳ ଭାଉଜ ସତରେ ଦେଖିବାକୁ ଗୁଲୁଗୁଲା ପରି ଲାଗନ୍ତି । ମୋର ନାମ ରମେଶ ଆଉ ଘର ଅନୁଗୋଳ । ହେଲେ କୋରାପୁଟରେ ଗୋଟେ ଫାଇନାନ୍ସ ଅଫିସ୍ ରେ ଚାକିରି କରେ । ଘରେ ଭାଇ ଭାଉଜ ଆଉ ବାପା ମା ଅଛନ୍ତି । ଭାଇ ଇଣ୍ଡିଆନ୍ ଆର୍ମି ରେ ଚାକିରି କରନ୍ତି । କହିବାକୁ ଗଲେ ଆମ ପରିବାର ସମସ୍ତେ ଖୁସିରେ ଅଛୁ, କିଛି ଅସୁବିଧା ନାହିଁ । ଭାଇର ବାହାହେବା ଗୋଟେ ବର୍ଷ ହେବ ।
ମୋର ବୟସ ପଚିଶି ମୁଁ ବି ଭାଇ ବାହାଘର ପରେ ଏକା ଏକା ଗୋଟେ ଝିଅ ଖୋଜୁଥିଲି । ଯଦି କେହି ପ୍ରେମରେ ପଡ଼ିଯିବେ ତାହାଲେ ତାକୁ ବାହା ହେଇ ସଂସାର କରିବି । ଭାଇ ତାର ଡ୍ୟୁଟି ରେ ବ୍ୟସ୍ତ ଥାଆନ୍ତି । ବର୍ଷରେ ଦୁଇ କିମ୍ବା ତିନି ଥର ଛୁଟି ମିଳିବା ବହୁତ ମୁଷ୍କିଲ୍ । ବାହା ହେବା ଦିନଠାରୁ ୧୨-୧୫ ଦିନ ରହି ଗୋଟେ ଥର ଘରୁ ଯାଇଛନ୍ତି । ମୁଁ ମାସକୁ ଥରେ ଘରକୁ ଯାଏ ଆଉ ଚାରି ପାଞ୍ଚ ଦିନ ରହି ପୁଣି କୋରାପୁଟ ପଳେଇ ଆସେ ।

ମୋର ସୁନ୍ଦରୀ ଲେସବିଆନ ସାଙ୍ଗ ବବିତା – 2 | Odia Sex Stories

ଭାଉଜ ଆଉ ମୁଁ କହିବାକୁ ଗଲେ ଆମ ବେଷ୍ଟ୍ ଫ୍ରେଣ୍ଡ୍ ଭଳି । ଏମିତି ୨-୩ ମାସ ବିତିବା ପରେ ଭାଉଜଙ୍କ ଖୁସି ଆସ୍ତେ ଆସ୍ତେ କମିବାରେ ଲାଗିଲା । କେହି ନଜର ନ କଲେ ମଧ୍ୟ ମୁଁ ତାଙ୍କର ଦୁଃଖକୁ ଭଲ ଭାବରେ ଜାଣି ପାରୁଥିଲି । ମୋର ମନେ ଅଛି ଅକ୍ଟୋବର ଶେଷ ଆଡ଼କୁ ମୁଁ ଘରକୁ ଆସିଲି । କୋମଳ ଭାଉଜ ଆଗ ପରି ଖୁସି ନଥିଲେ । ସେଦିନ ସକାଳୁ ସକାଳୁ ସମସ୍ତଙ୍କ ପାଇଁ ଚାହା ତିଆରି କରି ଦେଲେ । ବାପା ବୋଉ ବାରଣ୍ଡାରେ ବସି ଚାହା ପିଉଥିଲେ ।

ମୋତେ ନେଇ ମୋର ବେଡ୍ ରୁମ୍ ରେ ଦେଲେ, କାରଣ ମୁଁ ଟିକେ ଲେଟ୍ କରି ଉଠେ । ବାପା ବୋଉ ଚାହା ପିଇ ବଜାରକୁ ଗଲେ କିଛି ପରିବା, ଫଳ ଆଣିବା ପାଇଁ । ଘରେ କୋମଳ ଭାଉଜ ଆଉ ମୁଁ ଥିଲୁ । ଏଇଟା ମୋ ପାଇଁ ଭଲ ସୁଯୋଗ ଥିଲା ପଚାରିବାକୁ । ସମୟ ଦେଖି ପଚାରିଲି, ଭାଉଜ ଆଜି କାଲି ତମେ କାହିଁକି ଟିକେ ଡାଉନ୍ ଜଣା ପଡ଼ୁଛ? 🔥 Odia Jouna Kahani (55), Odia Sex Stories.

ଭାଉଜ- ମାନେ?
ମୁଁ- ନାଁ ମାନେ ଆଗ ଅପେକ୍ଷା ତମେ ଏବେ ଟିକେ ଦୁଃଖରେ ଥିଲା ଭଳି ଲାଗୁଚ । ସେଥିପାଇଁ ପଚାରି ଦେଲି।
ଭାଉଜ- ଓ… ନାଇଁ ସେମିତି କିଛି ନାଇଁ ଘର କାମ କରି କରି ଟିକେ ହାଲିଆ ଲାଗୁଛି । ମୁଁ ବହୁତ ଥକି ଯାଉଛି ।
ମୁଁ- ହଉ ଠିକ୍ ଅଛି । ମୁଁ ତୁମର କିଏ କି?
ଭାଉଜ- କିଛି ବୁଝି ପାରିଲିନି, କଣ କହୁଛ।
ମୁଁ- ଭାଉଜ ତମ ଲାଇଫ୍ ଭଳି ମୋର ବି ଭଙ୍ଗାର ପାଲଟି ଗଲାଣି।
ଭାଉଜ- ତୁମର କିଛି ଅସୁବିଧା ହେଇଛି କି? ମୋତେ କୁହ…
ମୁଁ ଟିକେ ମଜାରେ କହିଲି- ତୁମ ଭଉଣୀକୁ କୁହ ଆମ ଘରକୁ ଆସିବ, ତମେ କାହିଁକି ଏତେ କଷ୍ଟ କରୁଛ ।
ଭାଉଜ ଟିକେ ହସିକରି କହିଲେ- ହଁ ତମେ ଯେବେ ଚାହିଁବ ସେ ଆସିବ ।
ମୁଁ- ହେଲେ ସେମିତି ସୁଯୋଗ ମିଳୁଛି କୋଉଠି । ତୁମ ଭଉଣୀକୁ ତ ବଲିଉଡ୍ ଷ୍ଟାର ଜଣେ ଦରକାର ।

ଭାଉଜ- ରମେଶ… ତୁମର ସେ ମଜା କରିବା ଗଲାଣି ।
ଏତିକି କହି ଭାଉଜ ରୋଷେଇ ଘରକୁ ଚାଲିଗଲେ । ମୁଁ ମୋର ମୋବାଇଲ୍ ଦେଖିବାରେ ଲାଗିଲି । ଲଞ୍ଚ ସମୟର ସମସ୍ତେ ଖାଇ ବସିଲୁ । ଭାଉଜ ସମସ୍ତଙ୍କ ସାମ୍ନାରେ ମୋର ବାହାଘର ବିଷୟରେ ଖୋଲାଖୋଲି କହିଦେଲି । ବାପା ବୋଉଙ୍କ ସାମ୍ନାରେ ମୁଁ ଆଉ ରହି ପାରିଲିନି ଜଲ୍ଦୀ ଖାଇଦେଇ ମୋ ରୁମ୍ କୁ ପଳେଇ ଆସିଲି । ଭାଉଜ ମଜାରେ ସିନା କହିଦେଲେ ହେଲେ ମୁଁ ଲାଜରେ କାହାକୁ କିଛି କହି ପାରିଲିନି । ସେଦିନ ସନ୍ଧ୍ୟାରେ ଭାଉଜ ବସି କିଛି ନୂଆ ଖାଇବା ବନେଇବା ପାଇଁ ୟୁ-ଟୁବ୍ ଭିଡିଓ ଦେଖୁଥିଲେ । ବାପା ବୋଉ ବାରିଆଡେ ଥିଲେ, ମୁଁ ଭାଉଜଙ୍କୁ କହିଲି ଭାଉଜ ଯାହା କଲ କିଛି ଭଲ କଲନି । ଭାଉଜ ହସି କହିଲେ ଏଥିରେ ଲାଜ କରିବାର କଣ ଅଛି ।
ପୁଣି ସାଗର ଭାଇ ଆଡ଼େ କଥା ବୁଲେଇ କହିଲେ, ତୁମ ଭାଇ ବି ସେମିତି । ବାହାଘର ପରେ ବି ମୋତେ ଆଖି ପୁରେଇ ଦେଖି ନାହାନ୍ତି । ମୁଁ କହିଲି ମାନେ ତମ ଭିତରେ ଏଯାଏଁ କିଛି ହେଇନି । ଶଳା କହୁ କହୁ ପାଟିରୁ ଡବଲ ମିନିଂ କଥାଟା ବାହାରି ଗଲା । ଭାଉଜ ପୁରା ଜାଣି ଦେଲେ, ମୋତେ ଟିକେ ଚାହିଁ ହସିଲେ ଆଉ କହିଲେ, ରମେଶ ତମେ କଥାରେ କଥାରେ ଭଲ ପଟେଇବା ସିଖିଛ । ମୁଁ କହିଲି, ସରି ଭାଉଜ ଏମିତି ପାଟିରୁ ବାହାରି ଗଲା । ସେ କହିଲେ ହଉ ଦିଅର ଭାଉଜ ଭିତରେ ଏ ସବୁ ସାଧାରଣ କଥା ଯଦି କହିବ ଆଉ କିଛି ବି ଶିଖେଇ ଦେବି ।

ମୁଁ ସେଦିନ ରାତିରେ ଭାବୁଥିଲି, ଆଉ କଣ ଶିଖିବାକୁ କହିଲେ ଭାଉଜ । ସେମିତି କିଛି ଖରାପ ଭାବି ନାହାନ୍ତି ତ । ଏମିତି ଭାବୁ ଭାବୁ ମୋତେ ନିଦ ହେଇଗଲା ଆଉ ଶୋଇ ପଡ଼ିଲି ।
ତା ପରଦିନ ଭାଉଜ ମୋର ନଜର ବଦଳେଇ ଦେଲେ । ସକାଳୁ ମୋ ବେଡ୍ କୁ ଚାହା ନେଇ ଆସିଲେ ଆଉ ମୋ ପିଠିକୁ ଧରି ହଲେଇ ହଲେଇ ଡାକିଲେ । ମୁଁ ଆଖି ଖୋଲି ଦେଖିଲି ଭାଉଜ ଗୋଟେ ନୂଆ ନେଟ ଶାଢ଼ୀ ଆଉ ନାଲି ରଙ୍ଗର ଗୋଟେ ହାପ୍ ବ୍ଲାଉଜ୍ ପିନ୍ଧି କମାଲ୍ ଦିଶୁଥିଲେ । ଓଠରେ ହାଲ୍କା ଗ୍ଲାସ କଲର ଲିପଷ୍ଟିକ୍ ଆହୁରି ସେକ୍ସି କରୁଥିଲା । ଦୁଇ ତିନି ମିନିଟ୍ ଧରି ତାଙ୍କୁ ଚାହିଁ ରହିଲି ଆଉ ପଚାରିଲି ଆଜି କୁଆଡ଼େ ଯିବାର ଅଛି ନା କଣ? ସେ ଉତ୍ତରରେ କହିଲେ ହଁ ଯେବେ ଯିବି ସେତେବେଳେ କହିବି । ଏତିକି କହି ହସିଦେଇ ଚାଲିଗଲେ । ମୁଁ ଚାହା ପିଇ ମୋବାଇଲ୍ ଦେଖିଲି । ହେଲେ ମୋର ଏତେ ଧ୍ୟାନ ନଥିଲା ଯେ ଭାଉଜ ମୋତେ ଇମ୍ପ୍ରେସ କରିବା ପାଇଁ ଏତେ ସାଜସଜ୍ଜା ହେଇଛନ୍ତି । ସେହିଭଳି ଲଞ୍ଚ ସମୟରେ ସମସ୍ତେ ଖାଇ ବସିଲୁ ଆଉ ସେଦିନ ତାଙ୍କର ନଜର ମୋ ପ୍ରତି କିଛି ଅଲଗା ଲାଗିଲା । ଭାରି ମୁରୁକି ହସ ଦେଉଥିଲେ ଆଉ ଚୁଟ୍ କୁଲେ କମେଣ୍ଟ ବି କରୁଥାନ୍ତି । ମୋତେ କିଛି ବୁଝା ପଡୁନଥିଲା । ସେଦିନ ସଂଧ୍ୟାରେ ବାପା ବୋଉ ବଜାର ଆଡ଼େ ସବୁଦିନ ଭଳି ବୁଲି ଯାଆନ୍ତି । ମୁଁ ମୋର ଘରେ ବସି ମୋବାଇଲ୍ ଦେଖୁଥିଲି । ଭାଉଜ ମୋ ରୁମ୍ କୁ ଯାଇ ମୋତେ ଟିକେ ଚିମୁଟି ଦେଇ, ଆଖିରେ ଈଶାରା ଦେଇ ପଚାରିଲେ – କଣ କରୁଛ? ମୁଁ କହିଲି ବସି ମୁଭି ଦେଖୁଛି । 🔥 Odia Jouna Kahani (55), Odia Sex Stories.

x