Skip to content

ଧାନଖେତ ହିଡରେ ରଗଡ ଖେଳ – 1 | Odia Jouna Gapa

ସାଙ୍ଗମାନେ ମୁ ରାଜଶ୍ରୀ ଆଜି ଆପଣମାନଙ୍କୁ ମୋର ଜୀବନର ଗୋଟିଏ ଅକୁହା କାହାଣୀ କହିବି | ଗୋଟେ ଗାଉଁଲି ଝିଅ ହିସାବରେ ମୁ ଯାହା ମୋ ଜୀବନରେ ଘଟିଛି ତାହା ଲେଖିବି | ମୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଟିଏ ଛୋଟିଆ ଗାଁ ରେ ରହେ | ଆମ ଗାଁ ବହୁତ ଛୋଟ ଆଉ ଅଧିକାଂଶ ଲୋକ ଚାଷବାସ କରି ପେଟ ପୋଷନ୍ତି | ମୋ ବାପାବି ଜଣେ ଚାଷୀ କିନ୍ତୁ ସେ ମୋତେ +୨ ଯାଏ ପଢେଇଛନ୍ତି | ମୋ ମୋବାଇଲରେ ମୁ ଇଣ୍ଟେର୍ନେଟ ରେ ଯେତେବେଳେ ଭଲ ନଲାଗେ ମୁ xxxxxxx ରୁ କିଛି ସେକ୍ସଇ ହଟ କାହାଣୀ ପଢେ ଆଉ ମଜା ନିଏ | ଆଜି ମୁ ଆପଣଙ୍କୁ ମୋ ନିଜର କାହାଣୀ ଶୁଣେଇବି | ତାହେଲେ ଚାଲନ୍ତୁ ଆରମ୍ଭ କରିବା | Odia Jouna Gapa (83)

ମୁ ଆପଣମାନଙ୍କୁ କହିରଖେ କି ମୋର ବୟସ ୨୧ ବର୍ଷ ଆଉ ମୁ ଯେବେଠାରୁ ସେକ୍ସ ବିଷୟରେ ଜାଣିଲିଣି ସେବେଠାରୁ ମୋର ସେକ୍ସ କରିବାକୁ ବହୁତ ଇଛା | ସେ ସୁଯୋଗ ନମିଳିବାରୁ ମୁ ସବୁବେଳେ ମୋ ବିଆରେ ଆଙ୍ଗୁଳି ମାରି ମାରି ନିଜକୁ ଶାନ୍ତକରେ |

କିନ୍ତୁ ମନରେ ଗୋଟିଏ ମାତ୍ର ଅବସୋସ ଥାଏ କେମିତି ମୋ ବିଆରେ ଗୋଟେ ମୋଟା ବାଣ୍ଡ ପଶିବ ଆଉ ମୁ ମଜ଼ା ନେଇ ନେଇ ଗିଁହା ଖାଇବି | ଭଗବାନ ବୋଧେ ମୋ ଡାକ ଶୁଣିଦେଲେ ଆଉ ସେ ଦିନ ବହୁତ ଜଲ୍ଦି ଆସିଗଲା |

ମୋ ଯୌନ ଜୀବେନରେ ଅଭୁଲା ପୁରୁଷ ରବି – I | Odia Sex Stories

ଆମ ଗାଁରେ ମୋର ସବୁଠାରୁ ବେଷ୍ଟଫ୍ରେଣ୍ଡ ନେହାର ବାହାଘର ଥାଏ ତେଣୁ ସେ ମୋତେ ଡାକିଥାଏ , ତାଙ୍କ ଘର ଆମଘରଠାରୁ ଅତି ବେଶୀରେ ୧ କିମି ହେବ |

ମୋ ସାଙ୍ଗ ବାହାଘର ଥିବାରୁ ମୁ ରାତିରେ ତାଙ୍କ ଘରେ ଥାଏ, ତାଙ୍କ ଘରବି ବାହାଘର ପାଇଁ ପୁରା ଭିଡ ଥାଏ | ସମସ୍ତେ ବହୁତ ମଜା କରୁଥାନ୍ତି , କିଛି ଲୋକ ନାଚୁଥାନ୍ତି , କିଛି ଝିଅ ସଯବାଜ ହେଉଥାନ୍ତି | କିଛି ଟୋକା ଝିଅ ମାନଙ୍କୁ ଲାଇନ ମାରୁଥାନ୍ତି | | Odia Jouna Gapa (83), Odia Sex Stories.

ଓଃ ମୁ ଅପଣଂମାନଙ୍କୁ କହିବାକୁ ଭୁଲିଯାଇଛି , ଆକଚୁଆଲି ମୋର ଗୋଟେ boyfriend ଅଛି , ତା ନାଁ ରୋହନ | ସେ ଆମରି ଗାଁର ଟୋକା , ଆଉ ଆମର ରିଲେସନ ଏ ବର୍ଷେ ହବ ଆରମ୍ଭ ହେଇଚି | ରୋହନ ଦେଖିବାକୁ ବହୁତ ହେଣ୍ଡସମ ଆଉ ସେ ମୋ ଠାରୁ ମାତ୍ର ୨ ବର୍ଷବଡ | ସେ ମଧ୍ୟ ମୋ ସାଙ୍ଗ ବାହାଘରକୁ ଆସିଥାଏ | ଆମେ ଦୁଇଜଣ ପ୍ରାୟ ସମୟ ଫୋନରେ କଥାହେଉ | ବେଳେବେଳେ ଆମେ ରାତିରେ ସେକ୍ସ କଥା ମଧ୍ୟ ହେଉ , କିନ୍ତୁ ଆମକୁ ସେମିତି ସେକ୍ସ କରିବାକୁ ସୁଯୋଗ ମିଳିନଥିଲା କାରଣ ଏକ ତ ଗାଁ ଆଉ ପୁଣି ଟୋକା ଟୋକି ଏକାଠି ହେଲେ ଲୋକ ସବୁ ଜାଣିଦେବେ | ତେଣୁ ଆମର ପ୍ଲାନ ହେଇଥିଲା ଯଦି ସାଙ୍ଗ ବାହାଘରରେ ସୁଯୋଗ ମିଳେ ତେବେ ଆମେ ସେକ୍ସ କରିବୁ |

ମୁ ସେଇଥିଲାଗି ଘରୁ ପ୍ଲାନ କରିକି ମୋ ପର୍ସରେ ଗୋଟେ ମେଡ଼ିସିନ ନେଇଯାଇଥିଲି ଯଦି ସେକ୍ସ କଲାବେଳେ ରକ୍ତ ବାହାରିବ ତାହେଲେ ଖାଇବି , ଆଉ ରୋହନକୁ କହିଥିଲି ଗୋଟେ କଣ୍ଡୋମ ନେଇକି ଆସିବାକୁ , କାରଣ ଯଦି ବୀର୍ଯ୍ୟ ବିଆ ଭିତରେ ରହିଯିବ ତେବେ କଥା ସରିଲା |

ସେଦିନ ଆମେ ଖାଲି ସୁଯୋଗ ଖୋଜୁଥାଉ ଆଉ ରୋହନ ଖାଲି ମୋ ପାଖେ ପାଖେ ଏପଟ ସେପଟ ହେଉଥାଏ | ମୋ ସାଙ୍ଗର ଘର ଆମଗାଁ ର ଶେଷ ମୁଣ୍ଡରେ ଆଉ ଘର ସେପଟକୁ ଖାଲି ଚାଷବିଲ କିଆରୀ | ତେଣୁ ସେମିତି ନିଛାଟିଆ ଜାଗା ବି ନଥାଏ | ରୋହନ ମୋତେ କିଛି ସମୟ ଏକୁଟିଆ ପାଇଁ କହିଲା , ଜାନ ! ମୋତେ ଲାଗୁଚି ଆଜି ସୁଯୋଗ ମିଳିବନି କିଛି କରିବା ପାଇଁ | ମୁ ତ ଅବସ୍ଥା ଦେଖି ହସିଦେଲି ଆଉ କହିଲି ଟିକେ ଧର୍ଯ୍ୟ ଧର ! ଆଉ ତାପରେ ମୋ ସାଙ୍ଗ ଆସିଗଲା ଆଉ ରୋହନ ଚାଲିଗଲା | ସେଦିନ ଜହ୍ନ ରାତି ଥାଏ ଆଉ ସାଙ୍ଗର ବର ପ୍ରାୟ ରାତି ୧୧ଟା ରେ ଆସିଲା ଆଉ ତାର ରୋଷଣୀ ଆରମ୍ଭ ହେଲା | ତେଣୁ ମୋ ସାଙ୍ଗର ସମସ୍ତ ଘରଲୋକ ରୋଷଣୀ ଦେଖିବାକୁ ଗାଁ ମୁଣ୍ଡକୁ ଚାଲିଗଲେ , ମୋତେ ବି ଡାକିଲେ କିନ୍ତୁ ମୁ କହିଲି ମୁ ଝିଅ ପାଖରେ ଅଛି, ତାପରେ କେବଳ ଘରେ ୫-୬ ଜଣକୁ ଛାଡି ସମସ୍ତେ ଚାଲିଗଲେ |Odia Jouna Gapa (83)

ମୁ ମୋ ସାଙ୍ଗ ପାଖରେ ଥାଏ ହଠାତ ରୋହନର କଲ ଆସିଲା , ଆଉ ସେ ମୋତେ ବାହାରକୁ ଡାକିଲା | ମୁ ମୋ ସାଙ୍ଗକୁ କହିଲି ମୁ ୨ ମିନିଟ ରେ ଆସୁଛି | ତାପରେ ମୁ ବାହାରକୁ ଆସିଲି କିନ୍ତୁ ରୋହନ କୁ ପାଇଲିନି , ତାକୁ କଲ କରିବାରୁ ସେ କହିଲା ଘର ସାଇଡକୁ ଯିବାକୁ , ଆଉ ଯେମିତି ମୁ ସେଠିକି ଯାଇଛି ଟିକେ ଅନ୍ଧାର ହେଇଥିଲା ଆଉ ସେ ମୋତେ ଟାଣିନେଲା | ମୁ ଡେରିକି ପାଟିକରିବାରୁ ସେ ମୋ ପାଟିକି ଜାବୁଡି ଧରି କହିଲା ଆରେ ମୁ ରୋହନ , ତମେ ପାଟି କରନି !

ତାପରେ ସେ ମୋତେ ଜାବୁଡି ଧରି କିସ କରିବାକୁ ଲାଗିଗଲା | ମୁ ତାକୁ କହିଲି ରୋହନ ! ପ୍ଲିଜ଼ ଏଠି କିଛି କରନି , ଯଦି କିଏ ଦେଖିଦବ ତାହେଲେ କଥା ସରିଲା | ସେ କହିଲା ତାହେଲେ କଣ କରିବା , ମୁ ଆଉ ରହି ପାରୁନି | ମୁ ତାକୁ ପଚାରିଲି ଏଠି କଣ ଆଉ କୋଉଠି ନିରୋଳା ଜାଗା ନାଇଁ ? ସେଇଠୁ ରୋହନ କହିଲା ଗାଁ ଭିତରେ ଲୋକ ଥିବେ , ତେଣୁ ଏବେ ନିରୋଳା କହିଲେ ଧାନଖେତ | ମୁ ହସିଲି ଆଉ କହିଲି ସେଠି କଣ କେହି ନଥିବେ ? ସେ କହିଲା ସେଠି ଏତେ ରାତିରେ କିଏ ରହିବ | ମୁ କହିଲି ତାହେଲେ କଣ କରିବା | ସେ କହିଲା ମୁ ଆଗେ ଯାଉଛି ଧାନ ଖେତ ଭିତରକୁ , ତମେ ଆଉ ୫-୧୦ ମିନିଟ ପରେ ଆସିବ | ମୁ କହିଲି ହଉ ମୁ ଦେଖିବି , ସେ କହିଲା ନାଇଁ ତମେ ନିଶ୍ଚୟ ଆସିବ | ମୁ କିଛି ନକହି ଘର ଭିତରକୁ ଚାଲିଗଲି | ତାପରେ ଭାବିଲି , ଧାନ କ୍ଷେତରେ ସେ କରିବା କେମିତି , ତେଣୁ ମୋ ସାଙ୍ଗକୁ କହିଲି ଗୋଟେ ଗାମୁଛା ପାଇଁ , ମୋ ସାଙ୍ଗ ପଚାରିଲା ଗାମୁଛା କଣ କରିବୁ ? ମୁ କହିଲି ସେ ଜଣେ ମଦ ପିଇକି ପଡିଛି ତେଣୁ ତା ମୁଣ୍ଡରେ ପକେଇବ ଓଦା ଗାମୁଛା ମିଛରେ କହିଲି | ମୋ ସାଙ୍ଗ ସେଇଠୁ ଗୋଟେ ଛୋଟ ଗାମୁଛା ଦେଲା | ତାପରେ ମୁ ଚୁପକିନା ସେଇଠୁ ଆସି ଘର ବାହାରେ ଠିଆ ହେଇଥିଲି ଆଉ ଟିକେ ସୁବିଧା ଦେଖି ବିଲ ଆଡକୁ ଚାଲିଗଲି | ମୋତେ କିନ୍ତୁ ବହୁତ ଦ୍ୱାରା ମାଡ଼ୁଥାଏ , ଯଦି ଆଉ କେହି ମୋତେ ଟେକି ନେଇଯାଏ ଆଉ ଗେହିଁଦିଏ , ଏୟା ଭାବି ଭାବି ମୁ ଚାଲିଥାଏ | ମୁ ବି ବାଣ୍ଡ ନିଶାରେ ପୁରା ମସଗୁଲ ହେଇ ଚାଲିଥାଏ କିଛି ନଭାବି I କିଛି ଦୂର ଯିବା ପରେ ମୁ ରୋହନ ର ଡାକ ଶୁଣିଲି , ସେ ଡାକୁଥାଏ “ଜାନ ! ମୁ ଏଠି ଅଛି ” | ମୁ ତା ପାଖକୁ ଗଲି ଆଉ ପଚାରିଲି କେହି ଦେଖିବେନି ତ ? ସେ କହିଲା ଟେନସନ ହୁଅନି , ଏଠିକି ଏବେ କେହି ଆସିବେନି  | Odia Jouna Gapa (83)

x