ସେତେବେଳେ ମୁଁ ୪୦ ବର୍ଷର ବିବାହିତ। କେଉଁଝର ରେ ଗୋଟେ ବଡ଼ ମାଇନିଂ କମ୍ପାନୀରେ ପ୍ରଡକ୍ସନ ମ୍ୟାନେଜର ଭାବେ ଚାକିରୀ କରୁଥାଏ। ମୋ ପରିବାର କହିଲେ ମୋ ସ୍ତ୍ରୀ ରେଣୁ ଆଉ ୮ବର୍ଷର ପୁଅ, ସେମାନେସବୁ ପୁରୀ ରେ ରହୁଥାନ୍ତି। ରେଣୁ ସେଠି ସରକାରୀ ହାଇସ୍କୂଲ ଟିଚର। ମୋ ଶାଶୁ ବି ରହୁଥାନ୍ତି ସେମାନଙ୍କ ସହ। | Odia Jouna Gapa (118).
ମୁଁ ରହୁଥାଏ ଆମ କମ୍ପାନୀ କଲୋନୀ ରେ। ଦିମହଲା କ୍ୱାର୍ଟର ସବୁ । ମୋର ଉପର କ୍ୱାର୍ଟର କୁ ଲାଗି ପାଖ ଘରେ ଶଶିକାନ୍ତ ରହୁଥାଏ। ୨୪/୨୫ ବର୍ଷର ସୁନ୍ଦର ଚିକ୍କଣିଆ ଟୋକାଟେ। ମୋ ଅଫିସରେ କମ୍ପ୍ୟୁଟର ଅପରେଟର। ଖୁବ ଶାନ୍ତ ଓ ଲାଜକୁଳା ସ୍ଵଭାଵର। ଆମ ଦିଜଣଙ୍କ ଭିତରେ ବେଶ ଭଲ ପଡେ।
ସେଇଥର ଦଶରା ଛୁଟି ରେ ଶଶିକାନ୍ତ କଟକ ଯାଇ ଫେରିଲା ବେଳେ ତା ସାଙ୍ଗରେ ତା ବୋଉ ବି ଆସିଥିଲେ। ଚିହ୍ନା କରିସାରି ତା ବୋଉ ଆଗରେ ଭାଇନା ଏମିତି ଭାଇନା ସେମିତି କହି ମୋତେ ବହେ ପ୍ରଶଂସା କରିଥିଲା ଶଶିକାନ୍ତ। କମ୍ପାନୀ ରେ ମୁଁ ତାଙ୍କ ପୁଅର ଅଫିସର ବୋଲି ଜାଣିବା ପରେ ତା ବୋଉ ଭାରି ଖୁସି ହେଲେ। ସେଇ ପ୍ରଥମ ଦେଖା ରେ କଣ ପାଇଁ କେଜାଣି ଶଶିକାନ୍ତ ର ବୋଉ ମୋତେ ଭାରି ଭଲ ଲାଗିଥିଲେ। ବିଚାରୀ କିନ୍ତୁ ବିଧବା।
ମୋ ସାଙ୍ଗ ସାଗରିକା ଆଉ ତା ରୁମ ମେଟ ପୂଜା କୁ ନିର୍ଘାତ ଗେହିଁଲି – 3 | Odia Jouna Kahani
ଉପର ମହଲା ରେ ଶଶିକାନ୍ତ ମୋର ପଡୋଶୀ। ମୁଁ ତା ବୋଉଙ୍କୁ ମାଉସୀ ବୋଲି ଡାକିବା ଆରମ୍ଭ କରି ଦେଇଥିଲି। ତାଙ୍କ ନାଁ ଶାନ୍ତି ଦେବୀ। ମୁଁ ସ୍ତ୍ରୀ ପୁଅ ଛାଡି ଏକା ରହୁଛି ବୋଲି ସେ ଦୁଃଖ କରନ୍ତି । ବାଧ୍ୟକରି ମୋତେ ଘରକୁ ଡାକି ଚା ତିଆରି କରି ପିଆନ୍ତି। ତାଙ୍କୁ ଦେଖିଲେ ମୋତେ ବି ଭଲ ଲାଗୁଥାଏ। ମୁଁ ମାଉସୀ ବୋଲି ଡାକ ପକେଇଲା କ୍ଷଣି ସେ ଘର ସବୁ କାମ ଛାଡି ମୋ ପାଖକୁ ଚାଲି ଆସୁଥିଲେ। ମାଉସୀ ଦେଖିବାକୁ ଗୋରୀ, ସାମାନ୍ୟ ମୋଟୀ। ମୁଁହ ଖଣ୍ଡକ ସବୁବେଳେ ହସହସ। ମୁଁ ଲୁଚେଇକି ତାଙ୍କ ଉପରେ ନଜର ପକାଏ। ପଛପଟୁ ତାଙ୍କ ଥଲଥଲ ମସ୍ତ ଗାଣ୍ଡି କୁ ଲକ୍ଷ୍ୟ କରୁକରୁ ମୁଁ ମସ୍ତ ହେଇଯାଏ। ପାଖରେ ମୋ ସ୍ତ୍ରୀ ରହୁନଥିବାରୁ ନାରୀସଙ୍ଗ ପାଇଁ ମୁଁ ସବୁବେଳେ ପ୍ରାୟ ଅସମ୍ଭାଳ ହେଇ ରହୁଥିଲି। ଏମିତି ପରିସ୍ଥିତିରେ ପାଖ ଘରେ ଶାନ୍ତି ମାଉସୀଙ୍କ ଉପସ୍ଥିତି ମୋତେ ମତୁଆଲା କରି ପକେଇଲା। ଦିନ କୁ ଦିନ ମୁଁ ତାଙ୍କ ପ୍ରତି ଖୁବ ଆକୃଷ୍ଟ ହେଇ ପଡୁଥିଲି। ଶାନ୍ତି ମାଉସୀ ଏବେ ୫୨ ବର୍ଷର ବୁଢ଼ୀ ହେଲେବି ୩୫ ବର୍ଷ ବୟସରୁ ବିଧବା ସେ। ଏବେବି ଘେଇଁ ହେଲାଭଳି ମସ୍ତ ଗୋଲଗାଲ ଚେହେରା ଅଛି ତାଙ୍କର। ସମ୍ଭାଳିକି ଘେଁଇଲେ ବୁଢ଼ୀର ପାକଳ ବିଆରୁ ଅତି କମରେ ଅଧପାଏ ରସ ବାହାରିବ। ମୁଁ ମନ ସ୍ଥିର କରିନେଲି ଯେମିତି ହଉ ପଛେ ଶାନ୍ତି ମାଉସୀଙ୍କୁ ପଟେଇ କି ଘେଇଁବି। ଚେଷ୍ଟା କରିବାରେ କ୍ଷତି କଣ ? | Odia Jouna Gapa (118), Odia Sex Stories.
ମୁଁ ଆଜିକାଲି ସନ୍ଧ୍ୟାରେ କାମରୁ ଫେରିବା ପରେ ଶଶିକାନ୍ତକୁ ପାଖରେ ବସେଇ ତାଙ୍କ ଘରେ ବସି ଟିଭି ଦେଖୁଥିଲି। ଶାନ୍ତି ମାଉସୀ ଚା ଆଣି ଦଉଥିଲେ। ବେଳେବେଳେ ଶଶିକାନ୍ତକୁ ଏକା ଛାଡ଼ିଦେଇ ମୁଁ ରୋଷେଇଘରେ ଶାନ୍ତି ମାଉସୀଙ୍କ ସାଙ୍ଗେ ୟାଡୁସାଡୁ ଗପ ଆରମ୍ଭ କରି ଦଉଥିଲି। ଛୁରୀରେ ଗୋଟେ ଦିଟା ପରିବା କାଟିଦେଇ ତାଙ୍କୁ ରୋଷେଇରେ ବି ସାହାଯ୍ୟ କରି ଦଉଥିଲି। ଗପିବାରେ ମାଉସୀ ବି କମ ନଥିଲେ। ମୋତେ ଦେଖିଲେ ଭାରି ଖୁସି ହେଇ ପଡୁଥିଲେ ସେ। ସକାଳୁ ଶଶିକାନ୍ତ ହାତରେ ମୋ ପାଇଁ ରୋଟି ସଂତୁଳା ଆଉ ଚା ପଠେଇ ଦଉଥିଲେ। ସେ ବେଳେବେଳେ ଶଶିକାନ୍ତ ହାତରେ ମଗେଇ ପାନ ଖାଆନ୍ତି। ମୁଁ ତାଙ୍କ ପାଇଁ ସୁରଭି ଜର୍ଦା ଦିଆ ମିଠା ପାନ ଆଣି ଦଉଥିଲି। ଦାମ ମହାରାଜ ରୁ ତାଙ୍କ ପସନ୍ଦ ଛେନାପୋଡ଼, ରସାବଳୀ ବି ଆଣି ଦଉଥିଲି। ଖୁବ ଶୀଘ୍ର ଆମେ ପରସ୍ପର ର ଖୁବ ନିକଟତର ହେଇ ଯାଇଥିଲୁ। ମୁଁ ଶାନ୍ତି ମାଉସୀ ଙ୍କୁ ପଟେଇକି ଆହୁରି ନିଜର କରିବାକୁ ପ୍ରାଣ ପଣେ ଲାଗି ପଡ଼ିଥିଲି। ମୁଁ ତାଙ୍କ ପୁଅ ର ଅଫିସର ବୋଲି ସେ ବି ମୋର ଖାତିରଦାରୀ କରିବାରେ ହେଳା କରୁନଥିଲେ।
ସେଦିନ ସନ୍ଧ୍ୟାରେ ଶଶିକାନ୍ତ ଘରେ ନଥିଲା। କେତେ ବାଧ୍ୟକଲାରୁ ଯାଇ ବଡ଼ ସଂକୋଚ କରି ପାଟି ଖୋଲିଲେ ସେ, ମୁଁ ତାଙ୍କ ପାଟି ଭିତରେ ଛେନାପୋଡ଼ ଖଣ୍ଡେ ମାଡି ଖୁଏଇଦେଲି। ସେ ଲାଜେଇ ଯାଇ କହିଲେ – ଉଁ…ରାଜୁ, ତମର ଭାରି ଜିଦ।
ମୁଁ ମୁଁହ ଶୁଖେଇ ବସିପଡି କହିଲି – ମାଉସୀ, ତମେ ମୋତେ ଆଦୌ ନିଜର ବୋଲି ଭାବୁନ।
ସେ ହସିଦେଇ ମୋ ହାତ ଧରିପକେଇ କହିଲେ – ନାଇଁ ରାଜୁ, ମୁଁ ଏମିତି ମଜାରେ କହିଦେଲି ମ। ତମେ ସେମିତି କେବେ ବି ଭାବିବନି।
ମୁଁ ହସିଦେଇ ଆଉ ଖଣ୍ଡେ ଛେନାପୋଡ଼ ଆଣି କହିଲି – ତାହେଲେ ମାଉସୀ ଆଉଥରେ ପାଟି ଖୋଲ..
ସେ ଉଁହୁ ଉଁହୁ ହେଇ କହିଲେ – ନା ବାବା, ଆଉ ନୁହେଁ, ତମେ ଖାଅ।
ମୁଁ ମାନିଲିନି, ଜବରଦସ୍ତି ତାଙ୍କ ପାଟି ରେ ଛେନାପୋଡ଼ ପୁରେଇ ତାଙ୍କ ମୁଁହ ଅଇଁଠାରୁ ବାକି ଖଣ୍ଡକ ଆଣି ନିଜ ପାଟିରେ ପୁରେଇ ଖାଇଦେଲି।
ଶାନ୍ତି ମାଉସୀ ମୋତେ ଡବଡବ ଆଖିରେ ଅନେଇ କହିଲେ – ଇ ମା,ମୋ ଅଇଁଠା ଖାଇଲ ? ମୁ ପାଖେଇ ଯାଇ ତାଙ୍କ ଅଣ୍ଟା ଚାରିପାଖେ ହାତ ଗୁଡେଇ ଚାପି ଧରି କହିଲି – ଦେଖିଲ ମାଉସୀ, ପୁଣି ମୋତେ ପର କରିଦେଲ ନା ? | Odia Jouna Gapa (118), Odia Erotic Stories.
ମୋର ହଠାତ ଏମିତି ବ୍ୟବହାର ଦେଖି ସେ ଥତମତ ହେଇ ପଡିଲେ। ବାହାରୁ ଶଶିକାନ୍ତର ବାଇକ ଶବ୍ଦ ଶୁଭିଲା। ମୁଁ ଶାନ୍ତି ମାଉସୀଙ୍କୁ ଛାଡ଼ିଦେଇ ନଜାଣିଲା ଭଳି ଟିଭି ଖୋଲି ବସିପଡ଼ିଲି। ଶାନ୍ତି ମାଉସୀ ବି ଧଡପଡ ହେଇ ରୋଷେଇଘରେ ପଶିଗଲେ।
ବ୍ୟସ୍ତତାର ଆଳ ଦେଖେଇ ଦି ଦିନ ଯାଏଁ ମୁଁ ଶଶିକାନ୍ତ ଘରକୁ ଗଲିନି। ମାଉସୀଙ୍କ ପାଖକୁ ଯିବାକୁ ସଂକୋଚ ଲାଗୁଥିଲା। ତୃତୀୟ ଦିନ ସନ୍ଧ୍ୟାରେ ଶଶିକାନ୍ତ ମୋ ପାଖକୁ ଆସି କହିଲା – ଭାଇନା, ବୋଉ ଡାକୁଚି ଚା ପିଇବାକୁ। ମୁଁ ଟିକେ ମାର୍କେଟ ଯାଉଚି। ତମେ ଶୀଘ୍ର ଯାଅ, ବୋଉ ଅନେଇଚି।
ମୁଁ ଶାନ୍ତି ମାଉସୀଙ୍କ ପାଖକୁ ଗଲି। ମୋତେ ଦେଖି ସେ ମୁଚୁକି ହସିଦେଲେ। ମୋତେ ବସିବାକୁ ଠାରି ଦେଇ ରୋଷେଇଘରକୁ ଗଲେ ଚା ଆଣିବାକୁ। ମୁଁ ତାଙ୍କ ପଛେ ପଛେ ଗଲି। କପରେ ଚା ଢାଳୁଢାଳୁ କହିଲେ – କଣ ରାଜୁ, ଦେଖା ନାହିଁ ଦି ଦିନ ହେଲାଣି।
ମୁଁ କହିଲି – ନାଇଁ ମାଉସୀ, କାମରେ ଟିକେ ବ୍ୟସ୍ତ ଥିଲି।
ମାଉସୀ ମୋତେ ଟିକେ ତେରେଛେଇ ଚାହିଁ ହସିଲେ, କିଛି କହିଲେନି। ଦୁହେଁ ସେଇ ରୋଷେଇଘରେ ଚା ପିଇସାରି ଦାଣ୍ଡଘର କୁ ଆସିଲୁ। ଶାନ୍ତି ମାଉସୀ ପୁଣି ଟିକେ ହସିଦେଇ କହିଲେ- ରାଜୁ, କଣ ମ ଏତେ ଚୁପଚାପ ? କଣ ହେଇଚି ତମର ?
ମୁଁ ହସିବାକୁ ଚେଷ୍ଟା କରି କହିଲି – ନାଇଁ ମାଉସୀ, ସେମିତି କିଛି ନାଇଁ।
ସେ ମୋ ହାତକୁ ଧରି ପକେଇ ଅଭିମାନ କଲା ଭଳି କହିଲେ – ମିଛ କୁହନି, ତମେ ଏତେ ଚୁପଚାପ ତ କେବେ ହୁଅନି !
ମୁଁ ହଠାତ ସମ୍ଭାଳି ନପାରି ଶାନ୍ତି ମାଉସୀଙ୍କୁ ତାଙ୍କ ଅଣ୍ଟା ପାଖରୁ ଭିଡି ଧରି କହିଲି – ମାଉସୀ, ତମେ ନିଶ୍ଚେ ଖରାପ ଭାବିବ, ହେଲେ ସତ କହୁଚି ମାଉସୀ, ତମେ ମୋତେ ପାଗଳ କରି ସାରିଲଣି।
ମୋ କଥା ଶୁଣି ସେ ପ୍ରଚଣ୍ଡ ଲଜ୍ଜାରେ ଶିହରି ଉଠିଲେ, ମୋ ପାଟି ରେ ହାତ ଚାପିଧରି କହିଲେ – ହେ ଭଗବାନ, ତମେ ଏମିତି କଣ କହୁଚ ? ଛି ଛି…ମୁଁ ଆସି ବୁଢ଼ୀ ହେଲିଣି, ତମେ ମୋ ପୁଅ ଭଳି।
ମୁଁ ତାଙ୍କୁ ଛାଡିଦେଲି। ମୁଁହ ଟିକେ ତଳକୁ କରି କହିଲି- ଜାଣିଥିଲି ମାଉସୀ, ତମେ ମୋତେ କେବେବି ହୃଦୟରୁ ଭଲ ପାଇନ। ମୁଁ ନିଜେ ବି ଜାଣିନି ମୁଁ ଯାହା କରୁଛି ଠିକ କରୁଚି କି ନାହିଁ। ହେଲେ ମୁଁ ତମ ବିନା ବଂଚି ପାରିବିନି ମାଉସୀ। ଯଦି ପାରିବ ମୋତେ କ୍ଷମା କରିଦବ। | Odia Jouna Gapa (118), Odia Sex Stories.
ମୁଁ ଫେରି ପଡୁପଡୁ ସେ ମୋ ହାତକୁ ଧରି ପକେଇଲେ। ତାଙ୍କ ଆଖି ଓଦା ଦିଶୁଥିଲା। ଶଶିକାନ୍ତ ପାହାଚ ଚଢ଼ି ଆସୁଥିବା ଭଳି ମନେହେଲା। ଶାନ୍ତି ମାଉସୀ ଭିତରକୁ ପଳେଇଲେ। ମୁଁ ଘରୁ ବାହାରିବା ବେଳେ ଶଶିକାନ୍ତ ଦେଖା ହେଲା। ମୁଁ ତାକୁ ଦେଖି ଟିକେ ହସିଦେଇ ମୋ ଘରେ ପଶିଗଲି।
ପରଦିନ ସକାଳୁ ଉଠୁ ଉଠୁ ଡେରି ହେଇଗଲା।ନିତ୍ୟକର୍ମ ଗାଧୁଆ ପାଧୁଆ ସାରିଲା ବେଳକୁ ଶଶିକାନ୍ତ ଚା ଜଳଖିଆ ଆଣି ମୋ ଘରେ ରଖିଦେଇ କହିଲା- କଣ ଭାଇନା, ତମର ଏତେ ଡେରି ? ମୁଁ ଯାଉଚି ଅଫିସ, ବହୁତ କାମ ଆଜି।
ଜଳଖିଆ ଖାଇସାରି ଚା ପିଉଚି ଶାନ୍ତି ମାଉସୀ ପହଁଚିଲେ। ଟିକେ ଗୁମସୁମ ଲାଗୁଥାନ୍ତି। ମୁଁ ହସିବାକୁ ଚେଷ୍ଟା କରି କହିଲି- ମାଉସୀ, ମୋତେ ରାଗିଚ ନା ?
ସେ ଲାଜେଇକି କହିଲେ – ନାଇଁ ରାଜୁ।