Skip to content

ରଶ୍ମିକୁ ଜଙ୍ଗଲ ବୁଲେଇ ନେଇ ଗେହିଲି – 1 | Odia Sex Stories

🍏 Odia Sex Stories : ହାଏ ସାଙ୍ଗମାନେ ମୋର ଏହି ଅଭୂଲା ସ୍ମୃତି, ଯାହା ରଶ୍ମୀ ସହ ଘଟିଥିଲା। କାହାଣୀକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ, ସମ୍ପୂର୍ଣ୍ଣ ନିଆରା ଆଉ ନୂଆ ଲାଗିବ। ହୁଏତ ଏଭଳି ଟୋକି ଖେଳ ବହୁତ କମ୍ ଲୋକଙ୍କ ସହ ହେଇଥିବ। ମୋ ନାଁ ଅମିତ୍ ଆଉ ଘର ଖୋର୍ଦ୍ଧା। ଆମ ଗାଁ ରେ ପାଞ୍ଚଟି ସାହି ଅଛି। ସେଥିରୁ ରଶ୍ମୀ, ତା ସହ ଆଉ ତିନି ଝିଅ ଆଉ ମୋର ଛ ଜଣ ପୁଅ ସାଙ୍ଗ ଗୋଟେ କ୍ଲାସ୍ ରେ ପଢ଼ୁ। ନୂଆବର୍ଷ, ଦଶହରା ଛୁଟି, ଖରା ଛୁଟି ଦେଖି ଆମେ ପିକ୍ ନିକ୍ ମନାଉ।
ଆମ ସାଙ୍ଗ ମେଳରେ ରଶ୍ମୀ ଆଉ ମୁଁ ବହୁତ ଗଭୀର ରିସ୍ତା ଥିଲା। ସବୁ ସାଙ୍ଗମାନେ ସ୍କୁଲ ସମୟରୁ ଆମକୁ ଲଭର୍ ବୋଲି ଚଳାଉ ଥିଲେ। ହେଲେ ଆମ ଭିତରେ ସେମିତି କିଛି ନଥିଲା। ସ୍କୁଲ ସରିବା ପରେ ଗୋଟେ କଲେଜ୍ ରେ ମଧ୍ୟ ପଢିଲୁ। ମୁଁ ବେଳେ ବେଳେ ରଶ୍ମୀ କୁ ଆଖି ମାରିଦିଏ, ହେଲେ ସେ ଏ ସବୁ ମୁଣ୍ଡରେ ପୁରାଏନି। ଏବେ ଆମର +୨ ସରିଲା। ଆମେ କିଛି ବଡ଼ ପ୍ଲାନ୍ କରି ବରୁଣେଇ ପୀଠ ଭୋଜି କରିବାକୁ ଗଲୁ। ରଶ୍ମି ଯେତେ ବଡ଼ ହେଉଥିଲା, ସେତେ ଅଧିକ ସୁନ୍ଦର ଲାଗୁଥିଲା। ମୁଁ ତାକୁ ମନେ ମନେ ଏକ ତରଫା ଭଲ ପାଉଥିଲି। ତାର ହସ ଦେଖିଲେ ମୋତେ ଲାଗେ ସେ ମୋତେ ବି ଭଲ ପାଇଲା ଭଳି ଲାଗେ କିନ୍ତୁ ସେ ମୋତେ ଭଲ ପାଇନଥିଲା। ତାକୁ କେମିତି କହିବି ଭାବି ସୁଯୋଗ ମିଳୁ ନଥିଲା। ଅନ୍ୟପଟେ କାଳେ ସେ ମୋତେ ମନା କରି ମୋ ସହ ମିଶିବା ବନ୍ଦ କରିଦେବ, ସେ ଡରରେ ମୁଁ କିଛି କହୁ ନଥିଲି।

టీచరు పూకుకి విద్యార్థుల టార్చర్ – 2 | Telugu Sex Stories

ସେଦିନ ସକାଳ ୧୧ ଟାରୁ ଆମେ ଗୋଟେ ବୋଲୋର୍ ଭଡ଼ା କରି ବରୁଣେଇ ରେ ପହଞ୍ଚିଲୁ। ସେଠାରେ ପହଞ୍ଚି ସମସ୍ତେ ଯିଏ ଯାହାର କାମରେ ଲାଗିଗଲେ। ବୁନା ରୋଷେଇ ଆଉ ମୋର କାମ ଅଦା ରସୁଣ ଛେଚା ଓ ପରିବା କଟା। ମୁଁ ସେଦିନ ରଶ୍ମିର ନୂଆ ଲୁକ୍ ଦେଖି ତା ଉପରେ ବାରମ୍ବାର ନଜର ପଡୁଥାଏ। ମନରେ ତା ପ୍ରତି ଅଜିବ ପ୍ରକାର ଭାବନା ଖେଳୁଥାଏ। ତାର ଗୋରା ଆଉ ସ୍ଲିମ୍ ଫିଗର୍ ଦେଖି ଭାବିଲି ଆଜି ଯେମିତି ହେଲେ ପ୍ରୋପୋଜ୍ କରିବି। ମୋର କାମ ସରିବା ପରେ ରଶ୍ମୀ କୁ ଡାକିଲି। ମୁଁ – ରଶ୍ମୀ ଆସେ ସେପଟ ଆଡ଼େ ବୁଲିଯିବା, ବହୁତ ସୁନ୍ଦର ଜାଗା ଅଛି। ରଶ୍ମୀ- ହଁ ଚାଲ ସମସ୍ତେ ଯାଇ ବୁଲିବା। ମୁଁ ଭାବିଲି ସେ ଏକା ଆସିବ ହେଲେ ତା ସହ ଅନ୍ୟ ମାନେବି ଆସିଲେ। କେମିତି ତାକୁ କହିବି କିଛି ଜାଣି ପାରିଲିନି। ତାକୁ ବହୁ କଷ୍ଟରେ ଆଖିରେ ଇଶରା କଲି ଟିକେ ପଛରେ ରହିବା ପାଇଁ। ସେ ଟିକେ ମୋତେ ରାଗି ଚାହିଁଲା ଆଉ ପଛରେ ରହିଲା। 🍏 Odia Sex Stories, Odia Sex Gapa.

ସମସ୍ତେ ଆଗରେ ଚାଲିଲେ ରଶ୍ମୀ ଆଉ ମୁଁ ବରୁଣେଇ ମନ୍ଦିର ପାଖକୁ ଲାଗିଥିବା ଜଙ୍ଗଲ କଡ଼ରେ ଗଲୁ। ସେ ପଚାରିଲା, କଣ ହେଇଛି ଅମିତ୍ ଆଜି କଣ ମୋତେ ଏକା ଡାକିଲୁ।
କିଛି କହିବାର ଅଛି କି? ମୁଁ- ହଁ ତୋତେ କିଛି କହିବାର ଅଛି, ଯଦି ରଗିବୁନି ତାହାଲେ କହିବି। ରଶ୍ମୀ- ହସିଦେଇ କହିଲା, ଆରେ ଏମିତି କୋଉ କଥା କହିବୁ? ଏତେ ଦିନର ସାଙ୍ଗ ହେଲା ପରେ ତୁ ମୋତେ କଣ ଜାଣିନୁ। ମୁଁ- ହୁଁ ସେତ ଠିକ୍, ହେଲେ ଏଇଟା ଟିକେ ମୁସ୍କିଲ୍ ଲାଗୁଛି ମୋତେ ନହେଲେ ଥାଉ, ପରେ କେବେ କହିବି। ରଶ୍ମୀ- ହେ.. କହ କଣ କହିବୁ, ମୁଁ ଜମା ରାଗିବିନି। ମୁଁ ଆଉ ମନ ଭିତରେ ଭଲ ପାଇବାକୁ ଚାପି ରଖି ପାରିଲିନି। ମୁଁ- ଅକ୍ଚୁଆଲି ମୁଁ ତୋତେ ଭଲ ପାଉଛି। ଏତିକି ଶୁଣି ୨ ମିନିଟ୍ ମୋତେ ରାଗରେ ଚାହିଁଲା ଆଉ ଚୁପ୍ ଚାପ୍ ସେଠାରୁ ଫେରିବାକୁ ଲାଗିଲା। ମୁଁ ତା ହାତ ଧରି ଅନୁରୋଧ କଲି, ପ୍ଲିଜ୍ ରଶ୍ମୀ, ଏ କଥା କାହାକୁ କହିବୁନି। ରଶ୍ମି ମୋତେ ବି ମନେ ମନେ ଭଲ ପାଉଥିଲା। ମୁଁ ଯାହା ପୂର୍ବରୁ ଅନୁଭବ କରୁଥିଲି ଠିକ୍ ସେମିତି ହେଲା। ରଶ୍ମୀ ଟିକେ ରାଗିଲା ଭଳି କହିଲା- ଏ କଣ ପ୍ରପୋଜ୍ କରିବା ଜାଗା? ମୁଁ- Sorry ରଶ୍ମୀ ମୋର ଏମିତି କହିବାର ନଥିଲା। ସେ ଟିକେ ମୁରୁକି ହସ ଦେଇ କହିଲା, ହଉ ମୁଁ ଟିକେ ଭାବି କହିବି।
ମୁଁ ତାର ହସକୁ ଜାଣି ଦେଲି ସେ ମୋତେ ବି ଚାହୁଁଛି। ମୁଁ ଖୁସିରେ ତାକୁ କୁଣ୍ଢେଇ ପକେଇଲି। ସେ ଛାଡ଼ ଛାଡ଼ ମୋତେ ନହେଲେ କେହି ଦେଖିଦେବ। ପ୍ରଥମ ଥର ତାକୁ ଧରି ଛାଡ଼ିବାକୁ ଇଛା ନଥିଲା। କହିଲି ଚାଲ ଆଉ ଟିକେ ଭିତରକୁ ଯାଇ କଥା ହେବା। ସେ ମନା କଲା, ବହୁତ ବୁଝାଇ କହିବା ପରେ ଦୁଇଜଣ ଗୋଟେ ବଡ଼ ପଥର ଉପରେ ଯାଇ ବସିଲୁ। ଉପରେ ଗଛ ଛାଇ ପଡ଼ିଥିଲା। ସେଠାରେ ବସି କିଛି ସମୟ ପରସ୍ପରକୁ ଦେଖି ହସିଲୁ। ମନରେ ଥିବା ସବୁ ବୋଝ ହାଲକା ହେଇଗଲା। ଧୀରେ ଧିରେ ଓଠକୁ ଓଠ ମିଶେଇ କିସ୍ କଲୁ। ପଥର ଉପରେ ବସି ଆଲିଙ୍ଗନ କରି ୫ ମିନିଟ୍ ଯାଏଁ ତାର ସୁରେଲି ଓଠକୁ ଖାଇଲି। 🍏 Odia Sex Stories, Odia Sex Gapa.

ରଶ୍ମିକୁ ଜଙ୍ଗଲ ବୁଲେଇ ନେଇ ଗେହିଲି – 2 | Odia Sex Stories

x