Skip to content

Lily Bhauja Nku Pregnant Karideli – 1 | Odia Jouna Kahani

🍏 Odia jouna kahani (105) : ଆଜି ଏକ ଅନୁଭବ କଥା ଲେଖୁଛି, ସେତେବେଳେ ମୁଁ କୋରାପୁଟରେ ଚାକିରୀ କରୁଥିଲି, ନୂଆ ପୋଷ୍ଟିଂ, ମନ ଦେଇ ଚାକିରୀ କରୁଥିବା ବେଳେ ମୋର ଜଣେ ସାଙ୍ଗ କହିଲା ଯେ ତାର ଜଣେ ଭାଇ କୋରାପୁଟରେ ରହନ୍ତି, ସେଇ ଭାଇଙ୍କ ସଙ୍ଗେ ଦେଖାହେବାର ମଉକା ବି ମିଳିଲା, ଦିନେ ମୁଁ ବଜାର ସଉଦା କରିବାକୁ ଯାଇଥାଏ ସେଇ ସମୟରେ ଭାଇଙ୍କ ସାଙ୍ଗରେ ଦେଖାହେଲା, ବନ୍ଧୁ କହିଥିବା ସୂଚନା ଆଧାରରେ ମୁଁ ତାଙ୍କୁ ଦୋଦୋପାଞ୍ଚ ହୋଇ ଚିହ୍ନା ଦେଲି, ସେ କିନ୍ତୁ ଭାରି ଖୁସି ହେଲେ, ମୋତେ ଘରକୁ ଆସିବାପାଇଁ ନିମନ୍ତ୍ରଣ ଦେଲେ,
ରବିବାର ଦିନ ଅପରାହ୍ନରେ ମୁଁ ଖାଲିଥିଲି, ଭାବିଲି ବଂଶୀଭାଇଙ୍କ ଘର ଆଡ଼େ ବୁଲି ଆସିବି, ଚାଲିଗଲି, ସେ ବି ଚାକିରୀ ପାଇଁ କୋରାପୁଟରେ ରହୁଥାନ୍ତି, ମୋତେ ଦେଖି ଭରି ଖୁସି ହେଲେ, ଲିଲି ଭାଉଜଙ୍କୁ ମୋ ବିଷୟରେ କହିଦେଇଥିଲେ ତେଣୁ ସେ ବି ମୋତେ ଭାରି ସ୍ନେହରେ କଥାବାର୍ତ୍ତା ହେଲେ, କିଛି ସମୟ ତାଙ୍କ ଘରେ ରହିବା ପରେ ମୁଁ ଚାଲି ଆସିଲି,

ସୁନ୍ଦରୀ ଝିଆରୀକୁ ଗେହିବା ଶିଖେଇଲି – 1 | Odia Sex Stories

କିଛି ଦିନପରେ ବଂଶୀଭାଇ ଫୋନ କରି କହିଲେ ଘର ଆଡ଼େ ଆସିବା ପାଇଁ, ସେଦିନ ସନ୍ଧ୍ୟାରେ ଭାଈଙ୍କ ଘରକୁ ଗଲାବେଳେ ଭାଇ କହିଲେ ସେମାନେ ଚାରିଦିନ ପାଇଁ ଘରକୁ ଯିବେ, ଏଠି ଭଡ଼ାଘର ଏକା ଛାଡ଼ିଦେଇ ଯିବାକୁ ଉଚିତ ମନେ ହେଉନି, ଯଦି ତୁମେ କିଛି ଖରାପ ନ ଭାବିବ, ତମେ ଏଇ ଚାରିଦିନ ଆମ ଘରେ ଆସି ରାତିରେ ରହି ପାରିବ କି? ମୁଁ ସେତେବେଳେ ଆମ ଅଫିସ୍ କମ୍ପାଉଣ୍ଡରେ ଥିବା ଗୋଟିଏ ପୁରୁଣା କ୍ବାର୍ଟରରେ ରହୁଥିଲି, ମୁଁ ହଁ କହିଦେଲି,
ପରଦିନ ସକାଳୁ ସେ ମୋତେ ଘର ଚାବି ଦେଇ ଚାଲିଗଲେ, ମୁଁ ସନ୍ଧ୍ୟା ପରେ ଆସେ, କବାଟ ଖୋଲି, ଘରେ ରହେ, ଭାଇଙ୍କ ଟିଭି ଦେଖେ, ଶୋଇଯାଏ ଆଉ ସକାଳୁ ଉଠି ଚାଲିଯାଏ, ଚାରିଦିନ ପରେ ଭାଇ ଭାଉଜ ଫେରି ଆସିଲେ, ସନ୍ଧ୍ୟାରେ ମୁଁ ଘରକୁ ଯାଇଥାଏ ମୋ ଉପରେ ଭାରି ବିରକ୍ତ ହେଲେ, କହିଲେ, ତମେ କାହିଁକି ଏଇ ଦାଣ୍ଡ ଘରଟାରେ ଶୋଉଥିଲ? ତମ ପାଇଁ ତ ବେଡ଼ ରୁମ୍ ଖୋଲି ଦେଇଥିଲୁ? ମୁଁ କହିଲି, ଭାଇ ସେଇଟା ଆପଣଙ୍କ ବେଡରୁମ୍ ସେଇଠି ମୁଁ କେମିତି ଶୋଇଥାନ୍ତି ଯେ? ସେମିତିରେ ବି ମୋତେ କିଛି ଅସୁବିଧା ହେଇନି, ସେଇ ଦିନ ପରେ ବଂଶୀଭାଇ ଅନେକ ଥର ମୋତେ ଘରକୁ ଡାକନ୍ତି, କୋଉଦିନ ମାଂସ ଆସିଲେ ଡାକିବେ ତ କେବେ ନୁଆ ଫିଲ୍ମ୍ ଆଣିଥିବେ ମିଶିକି ବସି ଦେଖିବା କହି ଡାକିବେ, ପ୍ରାୟ ଦିନ ମୁଁ ଭାଇଙ୍କ ଘରେ ହିଁ ଥାଏ କହିଲେ ଚଳିବ, 🍏 Odia sex stories, Odia jouna kahani (105).

ଥରେ ଭାଇଙ୍କ କିଛି କାମ ପାଇଁ ଭୁବନେଶ୍ବର ଯିବାକୁ ହେଲା, ସେ ମୋତେ ଡାକି କହିଲେ ତୁମେ ଟିକେ ରାତିରେ ଏଠି ରହିବ, ଭାଉଜ ଏକା ଅଛି, ମୁଁ ଦୁଇଦିନ ପାଇଁ ଟ୍ରେନିଂପାଇଁ ଭୁବନେଶ୍ବର ଯାଉଛି, ଫେରିବି ବୁଧବାର ଦିନ, ଭାଉଜ କହିଲେ, ତମେ ବାହାରେ କିଛି ଖାଇବନି, ରାତିରେ ଏଇଠି ରୋଷେଇ କରିଦେବି ଖାଇବ,
ରାତିରେ ମୁଁ ଘରକୁ ଗଲାବେଳକୁ ଭାଉଜ ବସି ଟିଭି ଦେଖୁଥାନ୍ତି, ମୁଁ ସେ ପାଖରେ ବସି ଟିଭି ଦେଖୁଥିଲି, ସେଦିନ ମୁଁ ଭାଉଜଙ୍କୁ ଏତେ ପାଖରୁ ନିରେଖି ଦେଖିବାକୁ ପାଇଲି, ଆଗରୁ ସବୁବେଳେ ଭାଇଙ୍କ ପାଖରେ ଥାଏ ବୋଲି ଭାଉଜଙ୍କୁ ଦେଖିବାକୁ ମଉକା ପାଇନଥିଲି, ଭାଉଜ ଭାରି ସୁନ୍ଦରୀ ଥିଲେ, ଆଖି ଦୁଇଟା ଭାରି ବଡ଼ ବଡ଼ ଆଉ ଗୋଲ ମୁହଁ, ସବୁବେଳେ ଶାଢ଼ୀ ପିନ୍ଧି ରହୁଥିବା ଭାଉଜ ଆଜି ନାଇଟି ପିନ୍ଧିଥିଲେ, ବୋଧହୁଏ ସେ ଶୋଇବାପାଇଁ ରେଡ଼ି ହୋଇଯାଇଥିଲେ,
ମୋତେ ପଚାରିଲେ, ‘ଖାଇବ? ବାଢ଼ିଦେବି?”
ମୁଁ କହିଲି, ଭାଉଜ ତମେ ଖାଇବନି କି?
ସେ କହିଲେ, ତମେ ବସିଲେ ମୁଁ ବି ବସିବି, ଏକାଠି ଖାଇଦେଲେ କାମ ସରିବ,
ଆମେ ଏକାଠି ବସି ଖାଇଲୁ, ସେତେବେଳେ ଭାଉଜ ଯେତେବେଳେ ମୋତେ ଖାଇବାକୁ ବାଢୁଥିଲେ ସେ ନଇଁପଡ଼ି ଜିନିଷ ବାଢ଼ିଲା ବେଳେ ତାଙ୍କ ନାଇଟି ଭିତରୁ ତାଙ୍କ ଦୁଧ ଦୁଇଟା ଦେକାଯାଉଥିଲା, ତାଙ୍କର ଗୋରା ଗୋରା ଦୁଧ ଦେଖି ମୋର ପେଣ୍ଟ ଭିତରେ ବାଣ୍ଡ ପୁରା ଟାଇଟ୍ ହେଇ ଗଲାଣି, ମୁଁ ଚିପି ହେଇ ବସିଥାଏ, ଶୀଘ୍ର ଶୀଘ୍ର ଖାଇବା ସାରିଦେଇ ମୁଁ ବାହାରେ ଆସି ବସିଥାଏ, ସେ ଟେବୁଲ୍ ସଫା କରିଦେଇ ଆସି କହିଲେ, ବୁଲୁ ତମେ ଆଜି ବାହାରେ ଶୋଇବନି, ଘରେ ସମୁଦାୟ ଗୋଟିଏ ଶୋଇବା ବଖରା ଆଉ ଛୋଟିଆ ବୈଠକ ସହ ରୋଷେଇ ଘର, ମୁଁ ସବୁବେଳେ ବୈଠକରେ ଶୋଇଯାଏ, ଏବେ କୋଉଠି ଶୋଇବି ଏଇୟା ଭାବିବା ବେଳକୁ ଭାଉଜ ଆସି କହିଲେ, ତମେ ବେଡରୁମରେ ଶୋଇବ,
ମୁଁ ମନେ ମନେ ଭାରି ଦ୍ବିଧାରେ ଥାଏ, ତେଣେ ସନ୍ଧ୍ୟାରେ ଭାଉଜଙ୍କ ଦୁଧ ଦେଖିବା ପରଠୁ ତାଙ୍କୁ ମୁହଁ ଉଠେଇ ଚାହିଁ ପାରୁନଥାଏ, କଣ କରିବି ଏଇୟା ଭାବି କହିଲି, ଭାଉଜ ତମେ ଆରାମରେ ସେ ରୁମରେ ଶୁଅ, ମୁଁ ଏଠି ଶୋଇଯିବି, ସେ ମନା କରିଲେ ଆଉ କହିଲେ, ତମେ ଏଇଠି ଶୋଇବ,
ଟିଭିରେ ସେତେବେଳେ ବେଶୀ କିଛି ଆସୁନଥିଲା, ପ୍ରୋଗ୍ରାମ୍ ସରିବା ବେଳକୁ ଦଶଟା ହେଲାଣି, ଭାଉଜ ଟିଭି ବନ୍ଦ କରିଦେଇ କହିଲେ ଚାଲ ଶୋଇବା, ମୁଁ ବାଧ୍ୟ ହୋଇ ଭାଉଜଙ୍କ ପଛରେ ଗଲି, ସେ ଶେଯରେ ଗୋଟେ ସାଇଡ଼ରେ ଶୋଇଲେ ଆଉ ଅନ୍ୟ ସାଇଡ଼ରେ ମୁଁ ଶୋଇଲି, ଭାଉଜଙ୍କ ଆଡ଼କୁ ପିଠି କରି ଶୋଇବାକୁ ଚେଷ୍ଟା କରିଲି, ହେଲେ ମୋ ଆଖିରେ ଭାଉଜଙ୍କ ଦୁଧ ଦୁଇଟା ଦିଶୁଥିଲା, ଭାଉଜ ଲାଇଟ୍ ବନ୍ଦ କରିଦେଇ ଡିମ୍ ଲାଇଟ୍ ଲଗେଇ ଦେଲେ ଆଉ ଆଲମାରୀ ଖୋଲି ବୋଧହୁଏ କିଛି ପୋଷାକ ବଦଳାଇଲେ, ଅଳ୍ପ ସମୟ ପରେ ସେ ବି ଖଟରେ ଶୋଇଲେ, ସେ ଶୋଇବା ପରେ ମୋତେ ପଚାରିଲେ ବୁଲୁ ଶୋଇଗଲଣି? ମୁଁ କହିଲି ନାଁ ଭାଉଜ, ସେ କହିଲେ, ତମେ ତ ଚାକିରୀ କରିଲଣି, ଆଉ ଏବେ ଘରେ ବାହାଘର ପାଇଁ ଝିଅ ଦେଖାଦେଖି ବି କରୁଥିବେ ନିଶ୍ଚୟ? ମୁଁ କହିଲି, ହଁ ବୋଉ କହୁଥିଲା, ଭାଉଜ ପଚାରିଲେ ତମକୁ କେମିତିକା ଝିଅ ଦରକାର? ମୁଁ କହିଲି, ତମ ଭଳିଆ, ସେ ହସିଦେଇ କହିଲେ, ଆଚ୍ଛା? କାହିଁକି? ମୁଁ କହିଲି, ତମେ ଦେଖିବାକୁ କେତେ ସୁନ୍ଦର, ଆଉ, ଘର କେତେ ସୁନ୍ଦର ସଫା ରଖୁଛ, ଭାଇଙ୍କ ସବୁ କାମରେ ସାହାଯ୍ୟ କରୁହ, ସେ ଖୁସି ହେଇ କହିଲେ, ହଉ ତମକୁ ଭଲ ବୋହୁଟିଏ ମିଳିବ,
ତାପରେ କିଛି ସମୟ ପରେ ପଚାରିଲେ ତମର କଲେଜରେ କେହି ଝିଅ ସାଙ୍ଗ ନଥିଲେ କି? ମୁଁ କହିଲି, ଥିଲେ ଯେ… ସେ କହିଲେ ଯେ ମାନେ କଣ? ମୁଁ କହିଲି, ସେମାନେ ଖାଲି ସାଙ୍ଗ ଥିଲେ, ଆଉ କିଛି ନାହିଁ, ସେ କହିଲେ, ଆଉ କିଛି ମାନେ? ମୁଁ କହିଲି, ଭାଉଜ ବୁଝି ପାରୁନ କି? ଆଉ କିଛି ମାନେ… 🍏 Odia sex stories, Odia jouna kahani (105).

x