Skip to content

ପ୍ରେମିକାର ସାଙ୍ଗ ସହ ମସ୍ତି ( ପ୍ରଥମ ଭାଗ ) – I | Odia Jouna Kahani

ରୀନା ସହ ମୋର ଦେଖା ମୋର ଜଣେ ସିନିଅରଙ୍କ ବିବାହ ବାର୍ଷିକୀ ଉତ୍ସବରେ l ପ୍ରଥମ ଦେଖାରେ ହିଁ ତା ଆକାର୍ଷଣୀୟ ବ୍ୟକ୍ତିତ୍ୱ ଓ ଚେହେରା ଦେଖି ମୁଁ ପ୍ରଭାବିତ ହୋଇଯାଇଥିଲି l ଗୋଟିଏ ହାଲକା କ୍ରିମ କଲରର ଶାଢ଼ୀ ଓ ତା ସହ ମ୍ୟାଚିଙ୍ଗ କଲରର ଫୁଲ ସ୍ଲିଭ ବ୍ଲାଉଜରେ ସମସ୍ତଙ୍କ ନଜର ତାରି ଆଡକୁ ଯାଉଥିଲା । ସେ ଖୁବ ଅଳ୍ପ କଥା ହେଉଥିଲା ଓ ମୁହଁରେ ତାହାର ସ୍ମିତ ହାସ୍ୟ ମୋତେ ଖୁବ ଭଲ ଲାଗୁଥିଲା l ପାର୍ଟିରେ ପ୍ରାୟ ସମସ୍ତେ କପଲ ଥିଲେ, ବାହା ନ ହୋଇଥିଲେ ବି ଏନଗେଜଡ଼ ଯୋଡି ଥିଲେ l ବୋଧହୁଏ ରୀନା ଓ ମୁଁ ହିଁ ସେଠି ଏକା ଏକା ଆସିଥିଲୁ ଓ ଦୁହେଁ ଯେହେତୁ ଏକା ଥିଲୁ ମୁଁ ବାଧ୍ୟ ହୋଇ ରୀନା ସହ କଥାବାର୍ତ୍ତା ଆରମ୍ଭ କରିଥିଲି l 💞  Odia Jouna Kahani (39), Odia Sex Stories.

ସେ ଗୋଟିଏ ନାମି ସଫ୍ଟୱାରେ କମ୍ପାନୀରେ ସଫ୍ଟୱାରେ ଇଞ୍ଜିନିଅର ଥିଲା ଓ ଗତ ଦୁଇ ବର୍ଷ ହେଲା ବାଙ୍ଗାଲୋରରେ ଗୋଟିଏ ଲେଡ଼ିଜ ପିଜି ହଷ୍ଟେଲ ରହୁଛି ଓ ମୋର ସେଇ ସିନିଅରଙ୍କ ଦୂର ସମ୍ପର୍କୀୟ ଭଉଣୀ ଥିଲା l ମୁଁ ବି ମୋ ବିଷୟରେ ତାକୁ କହିଥିଲି MBA ପରେ ଗୋଟିଏ ନାମି ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରଥମ ପ୍ରବେଶ l ଦୁଇ ବର୍ଷ ପରେ ସେହି କମ୍ପାନୀ ଦ୍ୱାରା ଆମେରିକାରେ ଆଉ ଗୋଟିଏ ବର୍ଷ ଉଚ୍ଚ ଶିକ୍ଷା ପରେ ବର୍ତମାନ ବାଙ୍ଗାଲୋରରେ ଗତ ଛଅ ମାସ ହେଲା ସେହି କମ୍ପାନୀ ରେ ଡେପୁଟି ମ୍ୟାନେଜର ଭାବେ କାମ କରୁଛି । ମୋ ସିନିଅର ହେଲେ ତାର ସେଇ ଦୂର ସମ୍ପର୍କୀୟ ଭାଇ l ଏହି ପାର୍ଟିଟି ବାଙ୍ଗାଲୋରରେ ଥିବା ପ୍ରାୟତଃ ଓଡ଼ିଆ ଲୋକ ମାନଙ୍କ ମଧ୍ୟରେ ସୀମିତ ଥିଲା ଓ ସେ ରହୁଥିବା ଆପାର୍ଟମେଣ୍ଟର ଛାତରେ ଏହାର ଆୟୋଜନ ହୋଇଥିଲା ।

ସ୍ବାମୀ ନଥିବା ବେଳେ ଖେଳ | Odia Jouna Gapa

କିଛି ସମୟ ପରେ ଆମେ କଥା ହେଉଥିବା ବେଳେ ମୋ ସିନିଅରଙ୍କ ଧର୍ମପତ୍ନୀ ଆସି କହିଲେ ଆରେ ରୀନା ଆଜି ମୁଁ ତୁମକୁ ସ୍ୱରୂପ ସହ introduce କରେଇ ଦେଉଛି l ମୁଁ ସାମାନ୍ୟ ହସି କହିଲି ମାଡାମ ଆମେ ଅଲରେଡି ଇଣ୍ଟ୍ରୋଡ୍ୟୁଷଡ଼ ହୋଇଗଲୁଣି l ଆପଣ ଲେଟ କରିଦେଲେ l ସେ ବି ସାମାନ୍ୟ ହସିଦେଇ ଅନ୍ୟ ଗେଷ୍ଟ ମାନଙ୍କ ପାଖକୁ ଚାଲିଗଲେ l ଡ଼ିନର ପରେ ଗେଷ୍ଟ ମନେ ଜଣେ ଜଣେ ହୋଇ ଯିବାକୁ ଆରମ୍ଭ କଲେ l 💞  Odia Jouna Kahani (39), Odia Sex Stories.
ଏ ସମୟରେ ପାର୍ଟିର ଆୟୋଜକ ଆକାଶ ବାବୁ ଆସି କହିଲେ ଆରେ ସ୍ୱରୂପ ଯଦି ଖରାପ ନ ଭାବ ତାହେଲେ ତୁମେ ଗଲାବେଳେ ରୀନାକୁ ନେଇ ତା ପିଜି ହଷ୍ଟେଲରେ ଛାଡିଦେଇ ଯିବ l ମୁଁ କହିଲି ଆରେ ନାହିଁ ସାର ଏଥିରେ ଖରାପ ଭାବିବାର କଣ ଅଛି l ମୁଁ ତ ସେହି ବାଟେ ଯିବି ରୀନା ମାଡାମଙ୍କୁ ଛାଡି ଦେଇ ଯିବି ଆଉ ଶେଷରେ ରୀନାକୁ ମୁଁ ମୋ କାରରେ ନେଇ ତା ହଷ୍ଟେଲରେ ଛାଡ଼ିଦେଇ ମୋ ଫ୍ଲାଟକୁ ଆସିଲି l ରୀନା ଓଲ୍ହାଇଲା ବେଳେ ତାକୁ ମୋ କାର୍ଡଟେ ଦେଇ କହିଲି ଆଗରେ ଯଦି କିଛି ଦରକାର ପଡେ ତାହେଲେ ମୋ ସାହାଯ୍ୟ ନେଇ ପାରନ୍ତି l ସେ ହସି ଦେଇ ମୋ ହାତରୁ କାର୍ଡଟା ନେଇ ତା ନମ୍ବର ଟା ଗୋଟିଏ କାଗଜରେ ଲେଖି ମୋତେ ଦେଇ ହଷ୍ଟେଲକୁ ଚାଲିଗଲା l

ରୀନାକୁ ଦେଖିବା ପରଠୁ ମୁଁ ତା କଥା ବେଳେବେଳେ ଭାବୁଥାଏ ଓ ମୋତେ ସେ ଗୋଟେ ଖୁବ ଭଲ ଝିଅଟେ ପରି ଲାଗେ ଆଉ ବେଳେବେଳେ ମୁଁ ତାକୁ ପ୍ରପୋଜ କରିବି ବୋଲି ଭାବୁଥିଲି l କିନ୍ତୁ କେମିତି କରିବି ସେକଥା ଜାଣିପାରୁନଥିଲି, ଆଉ ଆଜି ଆକାଶ ମୋତେ ତାଙ୍କଆଡୁ ସେ ବିଷୟରେ କହିବେ..? କଣ କରିବି କିଛି ଚିନ୍ତା କରିପାରୁନଥିଲି l ସେଦିନ ରାତିରେ ତା ପାଖକୁ ମେସେଜ କାଲି, କେମିତି ଅଛ.. ସେ ରିପ୍ଲାଇ କଲା ଭଲ ଅଛି l ସେ ପୁଣି ପଚାରିଲା ଆଜି ହଠାତ ମୋ ପାଖକୁ ମେସେଜ କେମିତି? ମୁଁ କହିଲି ଏମିତି ବସିଥିଲି ତୁମ କଥା ମନେ ପଡିଲା ତ ସେଥିପାଇଁ l ସେ କହିଲା ଆଛା କିଛି କାମ ନଥିଲେ ମୋ କଥା ମନେ ପଡେ ଆଉ କାମ ଥିଲେ ପଡେନି l ମୁଁ କହିଲି ଆରେ ନାହିଁ ନାହିଁ ସେମିତି କିଛି ନାହିଁ, ପୁଣି କହିଲି ଚାଲ ନେକ୍ସଟ ଶନିବାର ଦିନ ଏକାଠି ଲଞ୍ଚ କରିବା l ସେ କହିଲା ନା ନେକ୍ସଟ ଶନିବାର ସେ ବ୍ୟସ୍ତ ରହିବ l କହିଲି ତାହେଲେ ରବିବାର ଦିନ l ସେ କହିଲା ମୋତେ ଲଞ୍ଚ ଖୁଆଇବାକୁ ଏତେ ବ୍ୟସ୍ତ କାହିଁକି? ମୁଁ କହିଲି ଏକା ଏକା ଖାଇବାକୁ ଭଲ ଲାଗୁନି ସେଥିପାଇଁ l ସେ କହିଲା ଡାକିଲେ ତ ବହୁତ ଲୋକ ଆସିବେ ମୋତେ ହିଁ କାହିଁକି ଡାକୁଛନ୍ତି l ମୁଁ କହିଲି ଆପଣ ମୋତେ ଭଲ ଲାଗନ୍ତି ସେଥିପାଇଁ l ସେ ସ୍ମାଇଲ ଇମୋଜୀ ଟେ ପଠେଇ କହିଲା ଆଚ୍ଛା ଗୋଟେ କଣ୍ଡିସନ ରେ ଆସିବି l ମୁଁ କହିଲି କଣ?? ସେ କହିଲା ପେମେଣ୍ଟ ମୁଁ କରିବି l ମୁଁ କହିଲି ok done l 💞  Odia Jouna Kahani (39), Odia Sex Stories.
ନେକ୍ସଟ ରବିବାର ଦିନ ପୂର୍ବ ନିର୍ଧାରିତ ରେସ୍ତୂରାଣ୍ଟ ରେ ଦେଖାହେଲା ଓ ସାଙ୍ଗହୋଇ ଲଞ୍ଚ ନେଲୁ l ସେଦିନ ସେ ଗୋଟେ ଲାଇଟ କଲରର ଡ୍ରେସ ପିନ୍ଧି ଆସିଥିଲା ଓ ଖୁବ ସୁନ୍ଦର ଆଉ ସେକ୍ସି ଦେଖାଯାଉଥିଲା l ମୁଁ ବି ଗୋଟେ ଡିପ କଲରର ପେଣ୍ଟ ସହ ଲାଇଟ କଲରର ବ୍ଲେଜର ପିନ୍ଧିଥିଲି । ଖାଇଲା ବେଳେ କହିଲି ଆଜି ତୁମେ ଖୁବ ଚମତ୍କାର ଦେଖାଯାଉଛ l ସେ ବି ମୁରୁକି ହସି କହିଲା ଆପଣବି ଖୁବ ହାଣ୍ଡସମ ଦେଖା ଯାଉଛନ୍ତି l ପରେ ନିଜ ନିଜର ହବି ବିଷୟରେ କଥାହେଲୁ ଓ ଏମିତି ଭାବେ ଆମର ଦୁଇ ଘଣ୍ଟା ବିତିଗଲା l ସେଦିନ ଜଣେ ଜଣଙ୍କ ପାଖରେ ଟିକିଏ ଫ୍ରି ଭାବରେ କଥା ହେଲୁ l ତାପରେ କିଛି ଦିନ ଛାଡ଼ି ଆଉଥରେ ରୀନାକୁ ଡିନର ପାଇଁ ଡାକିଲି ଓ ସେ ଥରକରେ ରାଜି ହୋଇଗଲା l ଏଥର ଆମେ ଆଉ ଟିକିଏ ଫ୍ରି ହୋଇ ଗପିଲୁ l ଏମିତି ଭାବରେ ଆମେ ନିକଟତର ହେବାକୁ ଲାଗିଲୁ ଓ ଦିନେ ମଉକା ଦେଖି ମୁଁ ତାକୁ ପ୍ରପୋଜ କରି କହିଲି ଯଦି ମୁଁ ତୁମକୁ ଭଲ ଲାଗୁଛି ତାହେଲେ ଆମ ଫ୍ରେଣ୍ଡସିପ କୁ ନେକ୍ସଟ ଲେବଲକୁ ନେବାକୁ ଚାହୁଁଛି l ସେ କିଛି କହିଲାନି କିନ୍ତୁ ତ ଆଖି ଛଳଛଳ ହୋଇଗଲା l ପଚାରିଲି କଣ ହେଲା କିଛି ଭୁଲ କହିଲିକି? ସେ କିଛି ବି କହିଲାନି, କିଛି ସମୟପରେ ଯିବାପାଇଁ କହିଲା ଓ ଆମେ ବାହାରକୁ ଆସିଲୁ ସେ ଅଟୋନେଇ ତା ପିଜି ହଷ୍ଟେଲକୁ ଚାଲିଗଲା l
ରାତିରେ ମୋ ପାଖକୁ ସରି ବୋଲି ମେସେଜ କଲା । ଲେଖିଲା କେଫେରେ ମୁଁ ଆପଣଙ୍କୁ ଯୋଉ ବ୍ୟବହାର କଲି ସେଥିପାଇଁ ଦୁଃଖିତ l ମୁଁ ଲେଖିଲି ଆରେ ଠିକ ଅଛି ଯଦି ପ୍ରପୋଜ କରି ମୁଁ କିଛି ଭୁଲ କରିଛି ତାହେଲେ ମୁଁ ବି ସରି l ସେ ପୁଣି ଲେଖିଲା ଯେ ମୁଁ ଯୋଉ କଥା ଆପଣଙ୍କୁ କହିପାରୁନି ସେ କଥା ଲେଖି ଜଣାଉଛି l ମୁଁ ଲେଖିଲି ପ୍ଲିଜ ଳେଖ ତୁମ ମନକଥା ଆଉ ସେ ଯାହା ଲେଖିଲା ତାହା ପଢି ମୁଁ ଟିକିଏ ଆଶ୍ଚଯ୍ୟ ହୋଇଗଲି l ସେ ଲେଖିଥିଲା ଆପଣ ମୋତେ ଖୁବ ଭଲ ଲାଗନ୍ତି ଆଉ ହଠାତ ଆପଣ ଯେତେବେଳେ ପ୍ରପୋଜ କରିଦେଲେ ମୁଁ ଆପଣଙ୍କୁ ମୋ ବିଷୟରେ ସବୁ କିଛି ଜଣେଇବାଟା ଠିକ ଭାବୁଛି l ମୋର ଆଗରୁ ଜଣଙ୍କ ସହ ବାହାଘର ଠିକ ହୋଇଯାଇଥିଲା ଓ ଆମେ ଖୁବ ଅଧିକ ନିକଟତର ହୋଇଯାଇଥିଲୁ l ଆପଣଙ୍କୁ କିଛି ବି ଲୁଚେଇବାଟା ଠିକ ହେବନି l 💞  Odia Jouna Kahani (39), Odia Sex Stories.

ଆମେ ବାହାଘର ପରେ ଯାହା କରିବାକଥା ତାହା ବାହାଘର ଆଗରୁ କରିଦେଇଥିଲୁ l କିନ୍ତୁ ପରେ ଜଣାପଡ଼ିଲା ଯେ ସେଇ ପିଲାଟା ଗୋଟେ ଠକ ଓ ଆମର ବାହାଘର ଭାଙ୍ଗିଗଲା l ଏହା ପରେ ବି ଯଦି ଆପଣଙ୍କ କିଛି ଆପତ୍ତି ନାହିଁ ତାହାହେଲେ ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି l ଏହା ପଢିଲାପରେ ରୀନାପ୍ରତି ମୋର ଭଲପାଇବାଟା ଆହୁରି ବଢିଗଲା ଓ ମୁଁ ସଂଗେସଂଗେ ଲେଖିଲି, ମୋର କିଛି ବି ଆପତ୍ତି ନାହିଁ l ତୁମର frankness ଦେଖି ମୋତେ ତୁମର ଆହୁରି ନିକଟତର ହେଵା ପାଇଁ ଇଛା ହେଉଛି , I Love you. କାଲି ଅଫିସ ସାରିବା ପରେ ସେଇ କେଫରେ ଦେଖା କରିବାକୁ ଚାହୁଁଛି ଓ ରୀନା ବି ମୋ କଥାରେ ରାଜି ହୋଇଗଲା l ପ୍ରକୁତରେ କହିବାକୁ ଗଲେ ମୁଁ ବି ଭରଜିନ ନଥିଲି l ଆମେରିକାରେ ଶିକାଗୋ ୟୁନିଭେର୍ସିଟି ରେ ପଢିଲାବେଳେ ଗୋଟିଏ ସାଉଥ ଆଫ୍ରିକା ଝିଅ ସିନି ସହ ମୋର ଫ୍ରେଣ୍ଡସିପ ହୋଇଯାଇଥିଲା l ତା ବାପା ଜଣେ ଇଣ୍ଡିଆନ ଓ ମା ଜଣେ ସାଉଥ ଆଫ୍ରିକାନ ଗୋରା l ସିନି ଦେଖିବାକୁ ଖୁବ ସୁନ୍ଦର ଓ ସେକ୍ସୀ ଥିଲା l

x